Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲୁଗା ଦୋକାନରେ ଲାଗିଥିବା ନିଆଁ ଆୟତ୍ତ, ୧୬ ଘଣ୍ଟାର ପରିଶ୍ରମ ପରେ ଲିଭିଲା ନିଆଁ 

ନବରଙ୍ଗପୁର: ଦୀର୍ଘ ୧୬ ଘଣ୍ଟାର ପରିଶ୍ରମ ପରେ ଆୟତ୍ତ ହେଇଛି ଲୁଗା ଦୋକାନରେ ଲାଗିଥିବା ନିଆଁ । ୬ଟି ଅଗ୍ନିଶମ ବାହିନୀର ଗାଡି ଓ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ କସରତରେ ଲାଗିଯାଇଥିଲେ । ଗତକାଲି ଅପରାହ୍ନରେ ନବରଙ୍ଗପୁର ମଧ୍ୟଭାଗରେ ଥିବା ପପୁ ନାମକ ଏକ ଲୁଗା ଦୋକାନର ତୃତୀୟ ମହଲାରେ…

ରାଜଧାନୀରେ ପୁଣି ସେକ୍ସ ରାକେଟ୍‌: ୨ ଗରାଖ ଗିରଫ, ୨ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟର ପର୍ଦ୍ଦାଫାସ । ଲକ୍ଷ୍ମୀସାଗର ଅଞ୍ଚଳରୁ ଠାବ କଲା ପୋଲିସ । ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ । ଅଚାନକ ଚଢଞାଉ କରି ସେଠାରୁ ଗ୍ରାହକଙ୍କୁ ପୋଲିସ ଗିରଫ କରିଛନ୍ତି । ଦୁଇ ଜଣ ଦେହଜୀବୀଙ୍କୁ ବି ଉଦ୍ଧାର କରାଯାଇଛି । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଏକ…

ସ୍କୁଲରେ ଛୁରାମାଡ଼: ଜଣେ ଛାତ୍ରର ଆକ୍ରମଣରେ ଆଉ ଜଣେ ଆହତ

ପୁରୀ: ସଗଣ୍ଡଗୋଳକୁ କେନ୍ଦ୍ର କରି ସ୍କୁଲରେ ଛୁରାମାଡ଼ । ଜଣେ ଛାତ୍ରର ଛୁରାମାଡ଼ରେ ଆଉ ଜଣେ ଛାତ୍ର ଆହତ । ପୁରୀ ଭୋଳାନାଥ ସ୍କୁଲରେ ଏହି ଘଟଣା ଘଟିଛି । ଆକ୍ରମଣରେ ଜଣେ ନବମ ଶ୍ରେଣୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼…

ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧୀଙ୍କ ବିରୋଧ, ବିଧାନସଭା ୧୧ଟା ୩୦ ଯାଏ ମୁଲତବି

ଭୁବନେଶ୍ୱର: ପ୍ରଶ୍ନକାଳ ଆରମ୍ଭରୁ ଆଜି ଚାଲିପାରିନାହିଁ ବିଧାନସଭା । ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକ ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ବର୍ଦ୍ଧିତ୍ ବିଦ୍ୟୁତ୍ ଦରକୁ ନେଇ ହୋହଲ୍ଲା କରିଥିବା ବେଳେ ବିଜେପି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ…

PMAYରେ ନିର୍ମିତ ଘରେ ବିଜୁ ପକ୍କାଘର ଯୋଜନା ଷ୍ଟିକର ଅନୁମୋଦିତ ନୁହେଁ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରେ ବିଜୁ ପକ୍କା ଘର ଯୋଜନାର ଷ୍ଟିକରକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ । ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ ଚିଠି ଲେଖିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ବିଜୁ ପକ୍କାଘର…

ଗୋଟିଏ ଗାଁରୁ ୭ ଦିନରେ ୨୪ କୋଭିଡ୍ ପଜିଟିଭ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସୁପାରିସ୍

ଅନୁଗୁଳ: ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ପୁଣି ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଦୈନିକ ସଂକ୍ରମଣ ୨ ଅଙ୍କ ପାର୍ କଲାଣି । ଏଭଳି ସ୍ଥିତିରେ ଅନୁଗୁଳ ଜିଲ୍ଲା ପାଇଁ ଚିନ୍ତାର କାରଣ ପାଲଟିଛି ପାଲଲହଡ଼ା ବ୍ଲକ ଈଶ୍ୱର ନଗର ପଞ୍ଚାୟତ ବଡ଼ଝାର ଗାଁ । ଗତ…

ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଆଠଗଡ଼: ଜଙ୍ଗଲରୁ ପୁଣି ଦନ୍ତା ହାତୀର ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ରାଣୀ ବଣିଆ ସଂରକ୍ଷିତ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ଅନୁମାନ କରାଯାଉଛି ଗତ 15 ଦିନ ତଳେ ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର ସଠିକ କାରଣ ଜଣା ପଡିନି । ତେବେ…

ଆନ୍ଦୋଳନରୁ ଓହରିଲେ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲ ଛାତ୍ରଛାତ୍ରୀ

କଟକ: ଆନ୍ଦୋଳନରୁ ଓହରିଲେ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ । ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ସେମାନେ ହଲ୍‌ ଭିତରକୁ ପ୍ରବେଶ କରିଛନ୍ତି । ପୋଲିସ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ । ପୂର୍ବରୁ ଅଫ୍‌ଲାଇନ ପରୀକ୍ଷାକୁ ବିରୋଧ ଓ ଅନ୍‌ଲାଇନ୍‌ରେ…

ଆଜିଠୁ ଦୁଇ ଦିନ ତାତିରେ ସନ୍ତୁଳି ହେବ ଓଡ଼ିଶା, ୨୦ ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆକାଶରୁ ଅଗ୍ନିବର୍ଷା । ରାଜ୍ୟରେ ବଢୁଛି ପାରଦ । ଅସହ୍ୟ ତାତିରେ ଝଟପଟ ହେଉଛି ଓଡ଼ିଶା । ମାର୍ଚ୍ଚରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଆଜିଠୁ ଆହୁରି ବଢ଼ିବ ତାପମାତ୍ରା । ଆଜିଠୁ ଦୁଇ ଦିନ ରାଜ୍ୟର ୨୦ଟି ଜିଲ୍ଲା ପାଇଁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।…

ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଭୁବନେଶ୍ୱର: ଆଜି ଚୈତ୍ର କୃଷ୍ଣ ତୃତୀୟ ତିଥିରେ ଶ୍ରୀଜିଉ ମାନଙ୍କ 'ବନକଲାଗି' ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ପରେ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ବନ୍ଦ ରହିବ । ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’…