Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରଫେସର ଦୀପକ ବେହେରା କିସ୍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ନୃତତ୍ତ୍ୱବିତ୍ ଏବଂ ଦକ୍ଷ ପ୍ରଶାସକ ପ୍ରଫେସର ଦୀପକ କୁମାର ବେହେରା କିସ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଛନ୍ତି । କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଉଭୟ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କ…

ହାଇରିସ୍କ ଗ୍ରୁପକୁ ପ୍ରାଥମିକତା ଦିଆଯିବ

ଭୁବନେଶ୍ବର : ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ କରୋନା ଟିକା । ଏହି ବୟସ ଶ୍ରେଣୀରେ ଆସୁଥିବା ହାଇରିସ୍କ ଗ୍ରୁପ ବା ଯେଉଁମାନେ ସୁପରସ୍ପ୍ରେଡର ହେବାର ଆଶଙ୍କା ରହିଛି, ସେମାନଙ୍କୁ କରୋନା ଟିକା ପ୍ରଦାନରେ ଅଗ୍ରାଧିକାର ଦିଆଯିବ । ରାଜ୍ୟ…

ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ନବରଙ୍ଗପୁର : ନବରଙ୍ଗପୁରରେ ଭୟଙ୍କର ଅଗ୍ନିକାଣ୍ଡ । ସହରରେ ଥିବା ଏକ ଲୁଗା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବାକୁ ୬ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ନିଆଁ ପ୍ରକୋପ ଏତେ ଅଧିକ ଅଛି ଯେ, ଏହାକୁ ଆୟତ୍ତ କରାଯାଇ ପାରିନାହିଁ । ଏସିରୁ ସର୍ଟ ସର୍କିଟରୁ ହୋଇ ନିଆଁ…

ପୋଲିସ ଗୁଳିରେ ଛତ୍ରଭଙ୍ଗ ଦେଲେ ମାଓବାଦୀ, ସଫଳତା ନେଇ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପିଙ୍କ ସୂଚନା

କନ୍ଧମାଳ: କନ୍ଧମାଳ ପୋଲିସକୁ ବଡ଼ ସଫଳତା ମିଳିଛି l ପୋଲିସ ଓ ମାଓବାଦୀ ଗୁଳିବିନିମୟରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ବିନିତ ଅଗ୍ରୱାଲ ।  ସୂଚନା ଅନୁସାରେ, ଗତ ୨୮ ତାରିଖରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ…

ବଡ଼ଯାତ୍ରା ଅବସରରେ ମାଲକାନଗିରିରେ ଜମିଥିଲା ମଦ ମେଳା

ମଦ ମେଳା । ଶୁଣିବାକୁ ଆପଣଙ୍କୁ ଟିକେ ଅଜବ ଲାଗୁଥିବ । କେବେ ଦେଖିନଥିବେ ଏମିତି ମେଳା । ବଡଯାତ୍ରା ଉପଲକ୍ଷେ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ମଦ ମେଳାର ଆସର । କୋୟା ଆଦିବାସୀ ସମ୍ପ୍ରଦାୟର ଲୋକେ ଆୟୋଜନ କରିଥାନ୍ତି ଏହି ପାରମ୍ପରିକ ମଦ ମେଳା । ଯେଉଁଥିରେ ସାମିଲ ହୋଇଥାନ୍ତି…

ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ସଂକ୍ରମିତ, ସାନିଟାଇଜ ହେଲା କ୍ୟାମ୍ପସ

ପୁରୀ: ରାଜ୍ୟରେ ମାଡୁଛି କରୋନା ସଂକ୍ରମଣ । ଦିନକୁ ଦିନ ନୂଆ ନୂଆ ସଂକ୍ରମଣ ଟେନସନ ଦେଉଛି । ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ବ୍ୟାକରଣ ବିଭାଗର ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧ୍ଯାପକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ବ ବିଦ୍ୟାଳୟରେ ସମସ୍ତେ…

ତାତିରେ ଜଳୁଛି ଓଡ଼ିଶା, ୪୦ ଡିଗ୍ରି ଉପରେ ୧୬ ସହର

ଭୁବନେଶ୍ବର : ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ରାଜ୍ୟ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ୨ ଡିଗ୍ରି ବୃଦ୍ଧି ପାଇବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଆଜି ୪୦ ଡିଗ୍ରି ଉପରେ ରହିଛି ୧୬ ସହରର ତାପମାତ୍ରା । ପାଣିପାଗ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୨୧୮ କରୋନା ଆକ୍ରାନ୍ତ । ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୧୨୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୧୭ ଜଣ ସୁସ୍ଥ…

ବହୁଚର୍ଚ୍ଚିତ ସୁବର୍ଣ୍ଣପୁର ଡକାୟତି ମାମଲା…

ସୁବର୍ଣ୍ଣପୁର: ବହୁଚର୍ଚ୍ଚିତ ସୁବର୍ନପୁର ଜିଲ୍ଲା ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ୍ ମାମଲା । ଚଳିତମାସ ୧୭ ତାରିଖ (ବୁଧବାର) ଦିନ ବୀରମହାରାଜପୁର ଥାନା ଅନ୍ତର୍ଗତ ବାଘଲପୁର ଗାଁ ନିକଟରେ ବନ୍ଧୁକ ମୁନରେ ହୋଇଥିଲା ବଡ ଧରଣର ଲୁଟ୍ । ଏହି ମାମଲାରେ ସଂପୃକ୍ତ ଦୁଇ ଡକାୟତଙ୍କୁ ଆଜି ଗିରଫ…

ଶୋଇବା ଘରୁ ଉଦ୍ଧାର ହେଲା ୧୦ ଫୁଟ ଲମ୍ବର ଅହିରାଜ, ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍

ଗଞ୍ଜାମ: ଶୋଇବା ଘରେ ପଶିଥିଲା ଏକ ଅହିରାଜ ସାପ । ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍ । ଗଞ୍ଜାମ ଜିଲ୍ଲାର ଖଲିକୋଟ ବେଗୁନିଆ ପଡା ଅନ୍ତର୍ଗତ ଗୁରୁଝରି ଗାଁର ଧନୁର୍ଦ୍ଧର ମହାନ୍ତିଙ୍କ ଶୋଇବା ଘରେ ୧୦ ଫୁଟ ଲମ୍ବର ଏକ ଅହିରାଜ ସାପ ପଶିଯାଇଥିଲା । ସାପଟି ଘରର କାନ୍ଥରେ ଥିବା କଣା ଭିତରେ ପଶିଥିଲା…