Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀର ଏହିସବୁ ଅଞ୍ଚଳରେ ଆସନ୍ତାକାଲି ୮ ଘଣ୍ଟା ପାଇଁ ବନ୍ଦ ରହିବ ବିଦ୍ୟୁତ ସରବରାହ

ଭୁବନେଶ୍ୱର: ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ପକ୍ଷରୁ ରାଜଧାନୀର କିଛି ଅଞ୍ଚଳରେ ଶନିବାର ଦିନ ବିଦ୍ୟୁତ କାଟ ହେବା ନେଇ ଏକ ନୋଟିସ ଜାରି କରାଯାଇଛି । ମରାମତି କାର୍ଯ୍ୟ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସେସୁ ପକ୍ଷରୁ ସୂଚନା ମିଳିଛି । ସେସୁ ପକ୍ଷରୁ…

ମନ୍ଦିର ଭିତରେ ପୋଷା କୁକୁରକୁ ମଳ ତ୍ୟାଗ କରିବା ଘଟଣା, କମିଶନରେଟ୍ ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ମହଙ୍ଗା ପଡିଲା ମନ୍ଦିର ଭିତରେ ପୋଷା କୁକୁରକୁ ମଳତ୍ୟାଗ କରାଇବା । ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କମିଶନରେଟ୍ ପୋଲିସ ଏ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି । ଏଥିରେ ଲେଖାଯାଇଛି ଯେ…

ହସ୍ପିଟାଲରୁ କୋଭିଡ୍ ରୋଗୀ ଗାୟବ !

ଅନୁଗୁଳ: ଲକ୍ଷଣ ଦେଖାଦେବାରୁ କୋଭିଡ୍ ଟେଷ୍ଟ କରାଇଥିଲେ । ପଜିଟିଭ ବାହାରିଥିଲା ଟେଷ୍ଟ ରିପୋର୍ଟ । ପରେ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ବି ହୋଇଥିଲେ । ହେଲେ ଆରୋଗ୍ୟ ହେବା ପରେ ସେହି ରୋଗୀ ଜଣକ ଏବେ ନିଖୋଜ ଥିବା ଜଣାପଡିଛି । ଏ ନେଇ ପରିବାର ଲୋକେ ଚିନ୍ତାରେ ପଡିଥିବାବେଳେ…

ପୁଣି କରୋନା ପରାସ୍ତ: ୮୬ ବର୍ଷିୟା ମହିଳା ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ

ଭୁବନେଶ୍ୱର: ଜଣେ ୮୬ ବର୍ଷିୟା ମହିଳା କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପୁଣି ଥରେ ଭୟର ବାତାବରଣ ଭିତରେ ଆଶ। ସଂଚାର କରିଛନ୍ତି । ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୟୋଜ୍ୟେଷ୍ଠା ମହିଳା ସତ୍ୟଭାମା ଦାସ । କରୋନା ସଂକ୍ରମିତ ହେବା ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ସେ…

‘ମମତା ଘର’ ଜିଲ୍ଲା ଖଣିଜ ପ୍ରତିଷ୍ଠାନ; କେନ୍ଦୁଝର ତରଫରୁ ପୃଷ୍ଟିହୀନତା ଦୂର କରିବା ପାଇଁ ଏକ ସଫଳ…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଏକ ଖଣି ଖାଦାନ ପ୍ରଭାବିତ ଜିଲ୍ଲା ଭାବରେ ପରିଚିତ । ଏହି ଜିଲ୍ଲାରେ ଖଣି ପ୍ରଭାବିତ ଅଞ୍ଚଳରେ ଲୋକ ମାନଙ୍କର ଜୀବନ ଜୀବିକାର ମାନରେ ଉନ୍ନତି ଆଣିବା ପାଇଁ ଡିଏମଏଫ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସଦା କର୍ତ୍ତବ୍ୟରତ । ଏହି ଖଣି ଖାଦାନ ପ୍ରଭାବିତ ଅଞ୍ଚଳର ଭି୭…

ଜାଣନ୍ତୁ କ’ଣ ରହିବ ଉପନିର୍ବାଚନ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର: ବାଲେଶ୍ୱର ସଦର ଏବଂ ତିର୍ତୋଲ ନିର୍ବାଚନମଣ୍ଡଳୀ ପାଇଁ ଉପନିର୍ବାଚନ ନଭେମ୍ବର ୨ ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ନିର୍ବାଚନୀ ଅଧିକାରୀଙ୍କ ଦ୍ୱାରା ନିମ୍ନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି: ନାମାଙ୍କନପତ୍ର ଦାଖଲ ସମୟରେ କେବଳ ଦୁଇ ଜଣଙ୍କୁ…

ଲାଞ୍ଚ ନେଇ ଧରାପଡିଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଖରିଆର ରୋଡ ସ୍ଥିତ ଏନଏଚ୍ ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୋଗ ମେହେର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଖରିଆର ରୋଡ ଅନ୍ତର୍ଗତ ଏକ ଅଞ୍ଚଳର ବାସିନ୍ଦା ସୁଶାନ୍ତ କୁମାର କୋଲାହରଙ୍କ…

ଅକ୍ଟୋବର ୧୨ରୁ ଓଡ଼ିଶାରେ ଏକକ ପିଜି ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୨ ତାରିଖରୁ ଓଡ଼ିଶାରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ପ୍ରାପ୍ତ ସୂଚନାନୁଯାୟୀ, ୧୨ ତାରିଖରୁ ୨୨ ତାରିଖ ମଧ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାୟ ୨୬ଟି ପରୀକ୍ଷା କେନ୍ଦ୍ରରେ ୬୨…

ରାଜ୍ୟରେ ଆଉ ୧୭ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୭ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୯୯୧ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୩, ବରଗଡରୁ ୧, ଭୁବନେଶ୍ୱରରୁ ୨, କନ୍ଧମାଳରୁ ୧, କଳାହାଣ୍ଡିରୁ…

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା, ପ୍ରମାଣ ନଷ୍ଟ ପାଇଁ ପୋଡ଼ିଦେଲେ ମୃତଦେହ

ମାଲକାନଗିରି: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ । ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା । ଏଭଳ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଳକ ଉଦୟଗିରି ଗାଁରୁ । ହତ୍ୟା କରିବା ପରେ ଦୁର୍ବୃତ୍ତ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ମଶାଣୀରେ ନେଇ ପୋଡ଼ି ଦେଇଥିଲେ ।…