Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ ଦୁର୍ଗାପୂଜା ବିବାଦ ପ୍ରସଙ୍ଗ, ପୂଜା କମିଟି ସହ କଥା ହେବେ ଡିସିପି

କଟକ: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ସନ୍ଧ୍ୟାରେ କଟକ ଡିସିପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ମୂର୍ତ୍ତିର ଉଚ୍ଚତା ନେଇ ପୂଜା କମିଟି ସହ ଡିସିପି ଆଲୋଚନା କରିବେ । ଏନେଇ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ବୈଠକରେ ନିଷ୍କର୍ସ ଜାଣିଲା ପରେ…

ଝାରପଡା ଜେଲରେ କରୋନା ସଂକ୍ରମିତ ବିଚାରାଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରେ କରୋନା ସଂକ୍ରମଣରେ ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ଯାହା ପରେ ସମସ୍ତ କଏଦୀଙ୍କ କରୋନା ଟେଷ୍ଟ କରାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ଚିଠି ଲେଖିଛନ୍ତି ଜେଲ୍ କର୍ତ୍ତୃପକ୍ଷ । ମୃତକଙ୍କ ନାମ ଯୁଗଳ ଖଣ୍ଡୁଆଳ ବୋଲି…

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ଆଜି ବସିଥିବା କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଧେୟକକୁ ମଂଜୁରୀ ମିଳିଛି। ଏହା ନିୟମିତ କର ପୈଠ କରୁଥିବା ବ୍ୟକ୍ତିଙ୍କ ପାଇଁ ସୁବିଧା ପାଇଁ ଏଥିରେ ବ୍ୟବସ୍ଥା ରହିଥିବା ବେଳେ ଏହାକୁ ଖିଲାପ କରୁଥିବା ବ୍ୟକ୍ତିଙ୍କ…

ଓଡିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ଭୁବନେଶ୍ୱର: ଓଡିଆ ଅଭିନେତା ତଥା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନ୍ ସେକ୍ରେଟାରୀ ଶ୍ରୀତମ ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏସମ୍ପର୍କରେ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କୌଣସି ସୁଟିଂ କିମ୍ବା ସାମାଜିକ ସମାବେଶରେ ଯୋଗ ଦେବେନି ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।…

ପୁରୀର ନେଳିପାଣି ମୋହରେ ବିହାରୀ ଇଞ୍ଜିନିୟର, ଶେଷରେ ନିଶା ପାଇଁ ଭିକ୍ଷାବୃତ୍ତି

ପୁରୀ: ପୁରୀର ଭାଙ୍ଗ ନିଶାରେ ପଡି ଯାଇଛନ୍ତି ଜଣେ ବିହାରୀ ଇଞ୍ଜିନିୟର । ଜାଣିବା ଶୁଣିବା ବ୍ୟକ୍ତି ହେବା ସତ୍ୱେ କିପରି ସେ ନିଶା କବଳରେ ପଡିଲେ ଏବଂ ଏଥିନେଇ ସେ ଯେଉଁ ଯୁକ୍ତ ବାଢ଼ୁଛନ୍ତି ତାହା ଗ୍ରହଣୀୟ ନୁହେଁ । ନିଶା ଯୋଗୁ ତାଙ୍କ ପରିସ୍ଥିତି ଏପରି ହୋଇଛି ଯେ, ସେ ଏଥିପାଇଁ ଭିକ୍ଷାବୃତ୍ତି…

ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୬୪୫କୁ ବୃଦ୍ଧି

ଭୁବନେଶ୍ୱର: ଓଡିଶାରେ ଆଉ ୮ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୬୪୫କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ବୌଦ୍ଧରୁ ୧, କଟକରୁ ୩, କନ୍ଧମାଳରୁ ୧, ରାୟଗଡାରୁ ୧, ସମ୍ବଲପୁରରୁ ୧ ଓ ସୁବର୍ଣ୍ଣପୁରରୁ ଜଣଙ୍କର ମୃତ୍ୟୁ ଘଟିଛି। -ବୌଦ୍ଧରୁ ଜଣେ ୬୫ ବର୍ଷ ବୟସ୍କ…

ଓଡିଶାରେ ଆଉ ୩୬୪୫ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୬୪୫ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୫୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ସଂସଦରେ ସମ୍ବଲପୁରୀ ମାସ୍କ ବିତରଣ କଲେ ବରଗଡ଼ ସାଂସଦ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ ସାଂସଦରେ ସାମ୍ବଲପୁରୀ ମାସ୍କ ବିତରଣ କରି ସାଂସଦମାନଙ୍କଠାରୁ ପ୍ରଶଂସା ସାଉଁଟିଛନ୍ତି। ଏନେଇ କଂଗ୍ରେସ ସାଂସଦ ସୁପ୍ରିୟା ସୁଲେ ଟୁଇଟ୍ କରି ସୁରେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି... Thank you @sureshkpujari Ji…

ବଜ୍ରପାତ ସହ ବର୍ଷା ଆଶଙ୍କା; ୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର,ଢେଙ୍କାନାଳ, ଯାଜପୁର, କଟକ…

ରାଜ୍ୟରେ ଗୋଟିଏ ଦିନରେ ୪୩ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୩ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୩,୯୪୦ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୪,୭୦୦ ଜଣଙ୍କର ଆଣ୍ଟିଜେନ, ୭୧୨୩ ଟି ଆରଟିପିସିଆର୍ ଓ ୧୧୭ ଟି ଟ୍ରୁନଟ୍‌ ପରୀକ୍ଷା…