Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି । ଏହି ବୈଠକ ଆଜି ପୂର୍ବାହ୍ନ ୧୧ଟା ୩୦ରେ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ଜିଏସ୍‌ଟି ଆଇନ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ବିଲ୍‌କୁ…

ଓଡିଶା ସମାଜ ୟୁକେର ପୂର୍ବତନ ସଭାପତି ବିଷ୍ଣୁ ରାଉତରାୟଙ୍କ ପରଲୋକ

ଲଣ୍ଡନ: ଓଡିଶା ସମାଜ ୟୁନାଇଟେଡ କିଙ୍ଗଡମ୍ର ପୂର୍ବତନ ସଭାପତି ଡକ୍ଟର ବିଷ୍ଣୁ ରାଉତରାୟଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରଠାରେ ଏକ ଘରୋଇ ଡାକ୍ତରଖାନାରେ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ତାଙ୍କର ନିଧନ ଘଟିଛି । ୭୧ ବର୍ଷ ବୟସ୍କ ଡ. ରାଉତରାୟ ୨୦୧୨ ରୁ ୨୦୧୪ ମସିହା…

ବିଧାୟକ ପ୍ରଦୀପ ମହାରଥୀ କୋଭିଡ ପଜିଟିଭ୍‌

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଏ ନେଇ ସେ ସୋସିଆଲ ମିଡିଆରେ ନିଜେ ଟ୍ୱିଟ କରିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏବେ ଜଣଙ୍କ ପରେ ଜଣେ ବିଧାୟକ କରୋନା…

ପ୍ରଫେସର ଡି. କେ. ରାୟଙ୍କ ପରଲୋକ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ତଥା ଇଂରାଜୀ ଭାଷା ତାଲିମ କେନ୍ଦ୍ର(ଇଏଲ୍‌ଟିଆଇ)ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଡି. କେ. ରାୟଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ୧୯୩୮ ମସିହା ଫେବ୍ରୁଆରୀ ୧ ତାରିଖରେ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୩୮୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୩୮୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସମସ୍ତ ପଜିଟିଭଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୫୦୩, କଟକରୁ ୩୪୪, ବରଗଡରୁ ୨୬୨, ଯାଜପୁରରୁ ୧୭୭, ମୟୂରଭଞ୍ଜରୁ ୧୭୫, ଭଦ୍ରକରୁ…

୫ ସହରରେ ଘରୋଇ ହସ୍ପିଟାଲ ୮୦% ଆଇସିୟୁ ବେଡ୍ କୋଭିଡ ଚିକିତ୍ସା ପାଇଁ ସଂରକ୍ଷିତ ରଖିବା ବାଧ୍ୟତାମୂଳକ

ଭୁବନେଶ୍ୱର : ରାଜ୍ୟର ୫ ମହାନଗର ନିଗମରେ କୋଭିଡ ଚିକିତ୍ସା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ରହିଥିବା ୩୦ ରୁ ଅଧିକ ବେଡ୍ ଥିବା ସମସ୍ତ ଘରୋଇ ଡାକ୍ତରଖାନାରେ…

ମିଳିଲା କ୍ଲିନ୍‌ଚିଟ୍‌, ସୁପ୍ରିମକୋର୍ଟରେ ଦୋଷମୁକ୍ତ ଆଶୀର୍ବାଦ ବେହେରା

କଟକ: ଆଶୀର୍ବାଦ ବେହେରାଙ୍କୁ ମିଳିଲା କ୍ଲିନ୍‌ଚିଟ୍ । ସୁପ୍ରିମକୋର୍ଟରେ ଦୋଷମୁକ୍ତ ହେଲେ ଆଶୀର୍ବାଦ । କଟକ ବାରବାଟୀ ପ୍ୟାଲେସ ମାମଲାରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପୂର୍ବତନ ସଂପାଦକ ଅଶୀର୍ବାଦ ବେହେରା ଦୋଷମୁକ୍ତ ହୋଇଛନ୍ତି । ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ସିବିଆଇ ଫାଇନାଲ…

ବନ୍ଦ ହେବ କୋଭିଡ କେୟାର ସେଣ୍ଟର

ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟରେ ଥିବା କୋଭିଡ କେୟାର ସେଂଟର । ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଓ ଆବଶ୍ୟକ ସଂଖ୍ୟକ ରୋଗୀ ଭର୍ତ୍ତି ହେଉ ନ ଥିବାରୁ ସମଗ୍ର ରାଜ୍ୟରେ ଥିବା ଟେମ୍ପରାରି ମେଡିକାଲ୍ ସେଣ୍ଟର୍ ଓ କୋଭିଡ୍‌ କେୟାର୍ ହୋମ୍‌…

ବାଇକରେ କୁମ୍ଭୀର ନେବା ଘଟଣା: ଡେପୁଟି ଫରେଷ୍ଟ ରେଞ୍ଜର ନିଲମ୍ବିତ

ବ୍ରହ୍ମପୁର: ବାଇକରେ କୁମ୍ଭୀର ବୋହି ନେବା ଘଟଣାରେ ଦିଗପହଣ୍ଡିର ଡେପୁଟି ଫରେଷ୍ଟ ରେଞ୍ଜର ପ୍ରମୋଦ କୁମାର ଖଡଗରାୟଙ୍କୁ ନିଲମ୍ବିତ କରାଯାଇଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର । ବ୍ରହ୍ମପୁର…

ଫ୍ଲିପକାର୍ଟ ଭିଡିଓ ରିଅଲିଟି କାର୍ଯକ୍ରମ ‘ଗ୍ରେଟ ଇଣ୍ଡିଆ ଡ୍ୟାନ୍ସ ଅଫ୍ ସୋ’ରେ ଓଡିଆ ଝିଅ ଅରୁନ୍ଧତୀ

ଭୁବନେଶ୍ୱର: ଗ୍ରେଟ ଇଣ୍ଡିଆ ଡ୍ୟାନ୍ସ ଅଫ୍ ସୋରେ ଓଡିଆ ଝିଅ ଅରୁନ୍ଧତୀ ଗଡନାୟକ । ଯେଉଁ ସୋରେ ସେଲେବ୍ରିଟି ଡ୍ୟାନ୍ସରମାନେ ଟ୍ରଫି ଜିତିବା ପାଇଁ ସଂଘର୍ଷ କରିଥାନ୍ତି ସେହିଭଳି ଏକ ପ୍ଲାଟଫର୍ମରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ସେ । ଫ୍ଲିପକାର୍ଟ ଆପ ଭିଡିଓରେ ଏହି ପ୍ରତିଯୋଗିତା…