Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବର୍ଷାରୁ ଆଉ ନିସ୍ତାର ନାହିଁ । ଆସୁଛି ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ…

ବିଧାୟକ ରମେଶ ଜେନାଙ୍କ ମାତୃ ବିୟୋଗ

ବ୍ରହ୍ମପୁର: ବ୍ରହ୍ମପୁର ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ମାତା ଅପସରୀ ଜେନାଙ୍କ ବୁଧବାର ଦିନ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲେ। ପ୍ରାପ୍ତ ସୂଚନାନୁଯାୟୀ ସେ ସହରର ବିଲା ସାହି ସ୍ଥିତ ତାଙ୍କ ଘରେ ରହୁଥିଲେ।

୬ ମାସ ପରେ ପୁରୀରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ

ପୁରୀ: କରୋନା ମହାମାରୀ ପାଇଁ ପର୍ଯ୍ୟଟକଙ୍କୁ ମନା ଥିଲା ପୁରୀ । ବାହାର ରାଜ୍ୟରୁ ନା ପର୍ଯ୍ୟଟକ ଆସିପାରୁଥିଲେ ନା ମହୋଦଧିରେ ସ୍ନାନର ମଜା ଉଠାଇପାରୁଥିଲେ । ମନ୍ଦିର ବନ୍ଦ ଥିବାରୁ କାଳିଆ ଦର୍ଶନ ବି ବନ୍ଦ ରହିଛି । ହେଲେ ଦୀର୍ଘ ୬ ମାସର କଟକଣା ପରେ ଏବେ ପୁଣି ଚଳଚଂଚଳ ହୋଇଛି ପୁରୀ ।…

୮ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦେଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା…

‘ପ୍ରଶ୍ନକାଳ ନ ରହିଲେ ଗୃହ ଚାଲିବାର ମୂଲ୍ୟ ନାହିଁ’

ଭୁବନେଶ୍ୱର: କରୋନା କାଳ ଭିତରେ ଆଉ କିଛି ଦନ ଭିତରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ କରୋନା ଯୋଗୁଁ ଏହି ଅଧିନେଶରେ ପ୍ରଶ୍ନକାଳ ରହିବ ନାର୍ହି । ଏହି ପ୍ରସଙ୍ଗକୁ ନେଇ ଆଜି ବିରୋଧୀ କଂଗ୍ରେସ ସରକାରୁ ଟାର୍ଗେଟ କରିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି,…

ଏନ୍‌କାଉଣ୍ଟରେ ୪ ମାଓବାଦୀ ମୃତ

ବାଲିଗୁଡା: ଏନ୍‌କାଉଂଟରେ ଟଳିଲେ ୪ ମାଓବାଦୀ । କନ୍ଧମାଳ-କଳାହାଣ୍ଡି ସୀମାନ୍ତ  ବାଲିଗୁଡ଼ା ସ୍ଥିତ ଧୁସେରି ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଫଳରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଧୁସେରି ଜଙ୍ଗଲରେ…

ଭୁବନେଶ୍ୱର-କଟକରେ ହେବ ଲେନ୍ ଡ୍ରାଇଭିଂ !

ଭୁବନେଶ୍ୱର:ଖୁବଶୀଘ୍ର ଭୁବନେଶ୍ୱରରେ ହେବ ଲେନ ଡାଇଭିଂ । ଦୁର୍ଘଟଣା ହ୍ରାସ ଓ ସଡକ ନିରାପତା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଖୁବଶୀଘ୍ର ଏହି ଟ୍ରାଫିକ୍ ବ୍ୟବସ୍ଥା ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖିଥିଲେ ସରକାରଙ୍କ ପ୍ରମୁଖ ସଚିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର କଟକରେ ଲେନ୍…

ପୁଣି ଆରମ୍ଭ ହେବ DL ଓ LL ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ପୁଣି ଆରମ୍ଭ ହେବ ଡିଏଲ୍ ଓ ଏଲ୍‌ଏଲ୍ ଆବେଦନ ପ୍ରକ୍ରିୟା । ଏନେଇ ସମସ୍ତ ଆର୍‌ଟିଓକୁ ନିର୍ଦ୍ଦେଶ ଦିଆଯାଇ ଥିବାନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । କରୋନା ପାଇଁ DL, LL ଆବେଦନ ପ୍ରକ୍ରିୟାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା ।…

୧୨ରୁ ଗଡିବ ୩ଟି ‘ଶ୍ରମିକ ସ୍ପେଶାଲ ଟ୍ରେନ୍‌’

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଗଡିବ ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ । ଓଡିଶାରୁ ଗୁଜରାଟକୁ ଚାଲିବ ୩ଟି ସ୍ପେଶାଲ ଟ୍ରେନ ।  ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରବାସୀ ଓଡିଆଙ୍କ ପାଇଁ ଏହି ବ୍ୟବସ୍ଥା କରିଥିବାରୁ ଟୁଇଟ କରି…

ଧାମନଗର ବିଡ଼ିଓ କରୋନା ପଜିଟିଭ ଚିହ୍ନଟ

ଭଦ୍ରକ: ଧାମନଗର ବିଡ଼ିଓ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ବୁଧବାର ଦିନ ସୂଚନା ଦେଇଛନ୍ତି। ଏସମ୍ପର୍କରେ ଟ୍ବିଟ କରି ସଂକ୍ରମିତ ଅଧିକାରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ। ଉଲ୍ଲେଖଯୋଗ୍ୟ, ଭଦ୍ରକ…