Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଂଜାମରେ କରୋନା ସୁସ୍ଥ ହାର ୭୮ ପ୍ରତିଶତ

ଗଂଜାମ : ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ହେଉଛି ଗଂଜାମ । କିନ୍ତୁ ଜିଲ୍ଲାରେ ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ଗଂଜାମରେ କରୋନା ସୁସ୍ଥହାର ୭୮ ପ୍ରତିଶତ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ…

ମହାନଦୀ ଜଳ ବିବାଦ: କେନ୍ଦ୍ରକୁ ନୋଟିସ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଚୂଡାନ୍ତ ହୋଇଥିବା ୩୬ଟି ପ୍ରସଙ୍ଗ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜଷ୍ଟିସ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଛି । ଓଡ଼ିଶା ଓ ଛତିଶଗଡ଼ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି…

ଗଗନଯାନରେ ମହାକାଶ ଯିବେ ଓଡି଼ଆ ପୁଅ ନିଖିଲ ରଥ

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ପ୍ରଥମ ମାନବ ମିଶନରେ ସାମିଲ ହେବେ ଓଡିଆ ପୁଅ । ଓଡିଶାର ବଲାଙ୍ଗୀରରେ ଜନ୍ମଲାଭ କରିଥିବା ନିଖିଲ ରଥ ଇସ୍ରୋର ପ୍ରଥମ ମାନବ ଯୁକ୍ତ ମହାକାଶ ମିଶନ ଗଗନଯାନ ପାଇଁ ମନୋନୀତ ହୋଇଛନ୍ତି । ୨୦୨୨ରେ ହେବାକୁ ଥିବା ଇସ୍ରୋର ଏହି ବହୁ ପ୍ରତୀକ୍ଷିତ…

“ଗଂଜାମ ଓ ଖୋର୍ଦ୍ଧାରେ କୋଭିଡ୍ ସ୍ଥିତି ଅଣାୟତ୍ତ”

ଭୁବନେଶ୍ୱର: ଗଂଜାମ ଓ ଖୋର୍ଦ୍ଧାରେ କରୋନା ସ୍ଥିତି ଅଣାୟତ ହୋଇପଡିଛି ଏବଂ ଏଥିପାଇଁ ସରକାର ଦାୟୀ ବୋଲି ଅଭିଯୋଗ କରିଛି କଂଗ୍ରେସ। ବିଧାୟକ ସୁର ରାଉତରାୟ କହିଛନ୍ତି, ଦୁଇ ଜିଲ୍ଲାରେ କୋଭିଡ୍ ପରିଚାଳନା ଠିକ୍ ଭାବେ ହୋଇପାରୁନି । ପ୍ରବାସୀ ମାନଙ୍କୁ ଆଣି ସଂକ୍ରମଣ ବଢାଇଲେ ଏବେ ପରିଚାଳନାରେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାହୁରେଖା ଲାଗି ଅନୁଷ୍ଠିତ

ଆଜି ପବିତ୍ର ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରକ୍ଷାପଞ୍ଚମୀ ବା ରେଖାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କୁ ସୁବର୍ଣ୍ଣ ରାହୁରେଖା ଲାଗି କରାଯାଏ । ଯେଉଁ ରତ୍ନଚିତା ଓ ସ୍ୱର୍ଣ୍ଣ ରାହୁରେଖା ସ୍ନାନପୂର୍ଣ୍ଣିମା ରାତିରେ ଅଣସର ଘରେ…

ରାଜ୍ୟରେ ମନ୍ଦିର ଖୋଲନ୍ତୁ ସରକାର

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଓ ମସଜିଦ୍ ଖୋଲିବାକୁ ଦାବି କରିଛନ୍ତି ବିରୋଧୀ । କଂଗ୍ରେସ କହିଛି, ସାରା ଭାରତରେ ମନ୍ଦିର ଓ ମସଜିଦ୍ ଖୋଲିଲାଣି । ଓଡିଶାରେ ବି ଶୀଘ୍ର ଖୋଲିବା ଆବଶ୍ୟକ । ପୁରୀର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନଲାଇନ୍ ଦର୍ଶନ ପାଇଁ ବୁକିଂ ବ୍ୟବସ୍ଥା ଉଚିତ ନୁହେଁ । ରଥଯାତ୍ରା…

କୋରାପୁଟ ନାବାଳିକାକୁ କେବେ ମିଳିବ ନ୍ୟାୟ: କଂଗ୍ରେସ ମହିଳା ମୋର୍ଚ୍ଚା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ କୋରାପୁଟ କୋଟପାଡର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରସଙ୍ଗକୁ ପୁଣି ଉଠାଇଛି କଂଗ୍ରେସ ମହିଳା ମୋର୍ଚ୍ଚା । ପୀଡିତାଙ୍କୁ ଶୀଘ୍ର ନ୍ୟାୟ ନମିଳିଲେ ମହିଳା ମୋର୍ଚ୍ଚା ଆସନ୍ତା ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ରାଜ୍ୟ…

ଢେଙ୍କାନାଳରେ ୩୬ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଢେଙ୍କାନାଳ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଢେଙ୍କାନାଳ ପ୍ରଶାସନ । ପ୍ରଶାସନର ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୭ଟି…

ଘଡଘଡି ସହ ବର୍ଷା ଆଶଙ୍କା: ୯ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୯ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର,…

ମାଲକାନଗିରିରେ ୮ଶହ ଟପିଲା କରୋନା ସଂକ୍ରମଣ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ…