Latest Odisha News

BREAKING NEWS

Browsing Category

ପୁରୀ

Puri

ଆଜି ହେରାପଞ୍ଚମୀ । ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ । ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ  ମାଆ ମହାଲକ୍ଷ୍ମୀ । ପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଯାଇଥିବା ବେଳେ ଏଥିରେ ରାଗ ପରବସ ହୋଇଛନ୍ତି ମାଆ ଲକ୍ଷ୍ମୀ । ସନ୍ଧ୍ୟାଧୂପ ପରେ ମହାଲକ୍ଷ୍ମୀ ବିମାନରେ…

କାଳିଆ ପ୍ରେମରେ ଭକ୍ତ ବାମନ। ଦର୍ଶନ ପାଇଁ ଧାଇଁ ଆସିଛନ୍ତି ଶରଧାବାଲି

ପୁରୀ : ଭକତ ଭାବରେ ବନ୍ଧା ସେ କାଳିଆ। ଆଉ କାଳିଆ ପ୍ରେମରେ ଛୁଆରୁ ବୁଢା ସଭିଏଁ ମସଗୁଲ। ଦୁଖୀ ରଙ୍କୀ ସମସ୍ତେ ତା ପାଇଁ ସମାନ। ତା ପ୍ରେମ ପାଇଁ ସବୁ ପାଗଳ। ଏମିତି ଜଣେ ଭକ୍ତ ଧାଇଁ ଆସିଛନ୍ତି କାଳିଆ ଦର୍ଶନ ପାଇଁ।  କଟକର  ଭକ୍ତ ବାମନ ହେଉଛନ୍ତି ଚନ୍ଦନ ମହାନ୍ତି । ବୟସ ୧୭ ହେଲେ ଉଚ୍ଚତା…

ଶ୍ରୀମନ୍ଦିରରେ ବନକଲାଗି ନୀତି । ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ

ପୁରୀ :  ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ କାଳିଆ ସାଆନ୍ତଙ୍କ ଆଜି ହେଉଛି ଚତୁର୍ଥ ଦିନ । ଆସନ୍ତାକାଲି ହେରାପଞ୍ଚମୀ । ଅଭିମାନିନୀ ମାଆ ମହାଲଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ତିଚା ମନ୍ଦିର ଆସି ମହାପ୍ରଭୁଙ୍କ ରଥ ଭାଙ୍ଗିବେ । ତେବେ ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ…

ଜନ୍ମବେଦୀରେ ମହାପ୍ରଭୁ । ଆଡ଼ପ ମଣ୍ଡପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି

ପୁରୀ: ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା । ପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଆଜି ଚତୁର୍ଥ ଦିନ । ଆଡ଼ପ ମଣ୍ଡପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି । ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜିଉଙ୍କ ଏହି ଗୁପ୍ତ ନୀତି…

ASI ଟିମର ଶ୍ରୀମନ୍ଦିର ଯାଞ୍ଚ : ୧୦ ଦିନ ଭିତରେ ହେବ ଶ୍ରୀମନ୍ଦିର ରୋଷଘର ଚଟାଣର ମରାମତି

ପୁରୀ: ASI  ଟିମର ଶ୍ରୀମନ୍ଦିର ଯାଞ୍ଚ । ଆସନ୍ତା ୧୦ ଦିନ ଭିତରେ ଶ୍ରୀମନ୍ଦିର ରୋଷଘର ଚଟାଣର ମରାମତି କାର୍ଯ୍ୟ ଶେଷ କରାଯିବ । ଗର୍ଭଗୃହ ଭିତରେ କେମିକାଲ ଓ୍ବାସ୍ ସହ ପ୍ଲାଷ୍ଟରରିଂ ହେବ । ଜଗମୋହନ ଓ ନାଟମଣ୍ଡପର ସ୍ଥିତି ସଠିକ୍ ରହିଛି । କଳାହାଟ ଦ୍ୱାରର ରୂପାଛାଉଣୀ ଶୀଘ୍ର ଶେଷ ହେବ ।…

ବାହାରିଲା ଆଡ଼ପ ଅବଢା, ଜନ୍ମବେଦୀରେ ତିନି ଠାକୁର

ପୁରୀ: ଜନ୍ମବେଦିରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂରତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିଛି ଆଡ଼ପ ଅବଢା । ସକାଳୁ ଦ୍ୱାରଫିଟା ନିତୀ ସମ୍ପନ୍ନ ପରେ ଭିତର ଶୋଧ, ମଙ୍ଗଳ ଆଳତୀ , ମଇଲମ, ଅବକାଶ ନୀତି କରାଯାଇ ଦୈନଦିନ…

[ଦେଖନ୍ତୁ ଭିଡିଓ] ଶରଧାବାଲିରେ ୩ ରଥ । ଘଣ୍ଟ, ଘଣ୍ଟା ଓ ଜୟ ଜଗନ୍ନାଥ ଧ୍ୱନିରେ ଗଡ଼ିଲା ନନ୍ଦିଘୋଷ

ପୁରୀ  : ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଲା ନନ୍ଦିଘୋଷ ରଥ । ପୂର୍ବରୁ ତାଳଧ୍ୱଜ ଓ ଦର୍ପଦଳନ ରଥ ପହଞ୍ଚିଛି । ଏବେ ଶରଧା ବାଲିରେ ୩ ରଥ ସମାନ ହୋଇ ଛିଡା ହୋଇଛନ୍ତି । ୩ ଠାକୁରଙ୍କୁ ଦେଖିବାକୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ପାଖରେ ଭିଡ ଜମାଇଛନ୍ତି । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହୋଇଛି…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ତିନି ରଥରେ ’ଛେରାପହଁରା’ ନୀତି କରୁଛନ୍ତି ଗଜପତି ମହାରାଜା

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରା ପାଇଁ ଚଳଚଚଞ୍ଚଳ ଶ୍ରୀକ୍ଷେତ୍ର । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ ହେଉଥିବାରୁ ବାଡ଼ଦାଣ୍ଡରେ ଲକ୍ଷାଧିକ ଲୋକଙ୍କ ଜନସମାଗମ । ତେବେ ଆଜି ସକାଳୁ ତିନି ଠାକୁର ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହେବା ପରେ ତିନି…

ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ..ଭଗବାନଙ୍କ ଅପେକ୍ଷାରେ ଭକ୍ତ

ପୁରୀ : ଆଉ କେଇ ଘଣ୍ଟା ପରେ ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବେ । ସକାଳ ୯ଟା.୩୦ରୁ ୧୨ଟା ୩୦ ମଧ୍ୟରେ ହେବ ଶ୍ରୀଜୀଉଙ୍କ ଧାଡ଼ି ପହଣ୍ଡି । ଦିନ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା କରିବେ ଗଜପତି ।…

ଆଜି ପ୍ରତିପଦାରେ ଶ୍ରୀମନ୍ଦିରରେ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି, ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ

ପୁରୀ : ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ରଥଖଳାରେ ପ୍ରସ୍ତୁତ ତିନିରଥକୁ ଆଜି ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବ। ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେପରେ ପୁଲିସ ପ୍ରଶାସନ,…