Latest Odisha News

BREAKING NEWS

Browsing Category

ପୁରୀ

Puri

ବିଧାନସଭା ଶୀତକାଳୀନ ଅଧିବେସନ ମୁଲତବୀ ପ୍ରତିବାଦରେ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କଲା ବିଜେପି

ପୁରୀ : ବିଧାନସଭାରେ ଶୀତ କାଳୀନ ଅଧିବେଶନ ମୁଲତବୀ ପ୍ରତିବାଦରେ ବିଜେପିର ସମସ୍ତ ବିଧାୟକ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପ୍ରଣିପାତ ଜଣାଇଛନ୍ତି । ଏଥିସହ ୧୪ ଜଣ ବିଜେପି ବିଧାୟକ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରି ଭଜନ ଜଣାଣ କରି ବସି ରହିବା ସହ ଅଭିନବ ପ୍ରତିବାଦ କରିଥିଲେ। ମମିତା…

ପୁରୀ ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗ, ଗିରଫ ହେଲେ ବରିଷ୍ଠ ସେବାୟତ

ପୁରୀ : ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗ। ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କ ନାଁରେ ଏପରି ସାଙ୍ଘାତିକ ଅଭିଯୋଗ ଆସିଛି। ଜଣେ ଦୃଷ୍ଟିହୀନ ସେବାୟତଙ୍କ ନାବାଳକ ପୁଅକୁ ବରିଷ୍ଠ ସେବାୟତ କିଛି ଦିନ ହେଲା ଯୌନ ନିର୍ଯାତନା ଦେଇଆସୁଥିଲେ । ଏନେଇ ଆଜି ସେବାୟତ ଜଣକ ସିଂହଦ୍ୱାର ଥାନାରେ…

ସମୁଦ୍ର କୂଳରୁ ୪୦ ଫୁଟ୍ ଲମ୍ବ ବିଶାଳକାୟ ତିମିର ମୃତଦେହ ଉଦ୍ଧାର

ପୁରୀ: ସମୁଦ୍ର କୂଳରୁ ବିଶାଳକାୟ ତିମିର ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଫତେପୁର ଗାଁ ନିକଟ ସମୁଦ୍ର କୂଳରେ ଲାଗିଥିଲା ଏହି ବିଶାଳକାୟ ତିମି ମାଛ । ତାର ମୃତ୍ୟୁ ହୋଇଥିବା ଚିଲିକା ୱାଇଲ୍ଡ ଲାଇଫ ଡିଭିଜନର ଏସିଏଫ୍ ଶରତ କୁମାର ମିଶ୍ର ସୂଚନା ଦେଇଛନ୍ତି । ଗତକାଲି…

[ଭିଡ଼ିଓ] ଓଢଣଷଷ୍ଠୀରେ ଶ୍ରୀଜିଉଙ୍କ ଘୋଡ଼ଲାଗି ବେଶ

ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ଓଡ଼ଣଷଷ୍ଠୀ । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡ ଲାଗି କରାଯାଇଛି ।  ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ,ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼…

ବ୍ୟାଗ ଭିତରୁ ନବଜାତର ମୃତଦେହ ଉଦ୍ଧାର

ପୁରୀ: ବେଳାଭୂମି ନିକଟରେ ଅଭାବନୀୟ ଦୃଶ୍ୟ । ବ୍ୟାଗ ଭିତରୁ ନବଜାତର ମୃତଦେହ ଉଦ୍ଧାର । ପୁରୀ ଚକ୍ରତୀର୍ଥ ରୋଡ ହୋଟେଲ ହଲିଡେ ରିସର୍ଟ ପଛ ପାଖ ଏକ ଭଙ୍ଗା ଘରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ବ୍ୟାଗ ଭିତରେ ନବଜାତର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ମିଳିଥିବା ସୂଚନା…

[ ଭିଡ଼ିଓ] ପୁରୀ ପାଖ ଦେଇ ଚାଲିଯିବ ‘ଜୱାଦ’

ଭୁବନେଶ୍ବର: ପୁରୀ ପାଖ ଦେଇ ପଶ୍ଚିମବଙ୍ଗକୁ ଚାଲିଯିବ ‘ଜୱାଦ୍’ । ସମୁଦ୍ର ଭିତରେ ଧିରେ ଧିରେ ଦୁର୍ବଳ ହେଉଛି ଜୱାଦ । ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ଓଡ଼ିଶା ଉପକୂଳ ଦେଇ ଉତର ଓ ଉତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଏବେ ପୁରୀ ଠାରୁ ୭୦ କିଲୋମିଟର…

ବାତ୍ୟା ‘ଜଓ୍ବାଦ’ ଭୟ, ପୁରୀ ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି

ପୁରୀ : ବାତ୍ୟାର ରୂପ ନେଇଛି ସମୁଦ୍ରରେ ଦାନା ବାନ୍ଧୁଥିବା ଗଭୀର ଅବପାତ । ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ବାଦ । ଓଡିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୫ ତାରିଖରେ ଓଡିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ । ଆଜି…

ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହିଦିନରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବେ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା…

ପରିତ୍ୟକ୍ତ ବିୟର କ୍ୟାନ୍‌ରୁ ନାଗ ସାପ ଉଦ୍ଧାର

ପୁରୀ : ପରିତ୍ୟକ୍ତ ବିୟର କ୍ୟାନ୍‌ରୁ ଉଦ୍ଧାର ହୋଇଛି ନାଗ ସାପ । ପୁରୀ ବଳଙ୍ଗା ମାଧିପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ବାଡିପଟେ ଏହି ସାପଟିକୁ ଉଦ୍ଧାର କରାଯାଇଛି । ପରିତ୍ୟକ୍ତ ସ୍‌ଥାନରେ ପଡିଥିବା ଏକ ବିୟର କ୍ୟାନରେ ସାପଟି ଫସି ଯାଇଥିଲା । କ୍ୟାନ୍ ଭିତରେ ନାଗର ମୁଣ୍ଡ ଫସି ରହିଥିବା ବେଳେ…

ଥଇଥାନ ଦାବିରେ ଉଠା ଦୋକାନୀଙ୍କ ବିରୋଧ

ପୁରୀ: ପ୍ରତିଶ୍ରୁତି ଦେବା ପରେ ବି ଥଇଥାନ କରାଯାଇପାରୁନି । ଯାହର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବେଳାଭୂମିରେ । ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ଚଳିତ ମାସରେ ଉଚ୍ଛେଦ କରଯାଇଥିଲା । ଥଇଥାନ ନକରି…