Latest Odisha News

BREAKING NEWS

Browsing Category

ପୁରୀ

Puri

ଖୋଲିଲା ଶ୍ରୀମନ୍ଦିର ,ଆଜି ମହାପ୍ରଭୁଙ୍କ ବଳିବାମନ ବେଶ

ପୁରୀ : ଶନିବାର ଖୋଲିଲା ଶ୍ରୀମନ୍ଦିର । ଶୁକ୍ରବାର ଶ୍ରୀମନ୍ଦିର  ବାମନ ଜନ୍ମ ନୀତି ଓ ବିଶ୍ୱକର୍ମାପୂଜା ପାଇଁ ସାଧାରଣ ଦର୍ଶନ ବନ୍ଦ ଥିଲା । ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ ସ୍ୱଭାବିକ ହୋଇଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ବାମନ ରୂପୀ…

ଶହଶହ ଶାମୁକାରେ ମୋଦିଙ୍କୁୁ ଜନ୍ମ ଦିନ ଶୁଭେଚ୍ଛା

ପୁରୀ: ଶହଶହ ଶାମୁକାରେ ମୋଦିଙ୍କୁୁ ଜନ୍ମ ଦିନ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶାମୁକାରେ ମୋଦିଙ୍କ ବାଲୁକାକଳା ଗଢ଼ିଛନ୍ତି । ପୁରୀ ସୁବର୍ଣ୍ଣ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ…

ଶ୍ରୀମନ୍ଦିର କୃଷ୍ଣଲୀଳାରେ କଂସ ବଧ

ପ୍ରବଳ ପ୍ରତାପୀ କଂସ ବଧ ସହିତ ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣଲୀଳା ପରିସମାପ୍ତି ଘଟିଛି । ଭାଦ୍ରବ ଶୁକ୍ଲ ଦଶମୀ ଅବସରରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣଙ୍କୁ ସିଂହାସନରେ ବିଜେ କରାଇଥିଲେ । ସେଠାରେ ଆଜ୍ଞାମାଳ ଲାଗି ହେବା ପରେ ଦୁଇ ଠାକୁରଙ୍କୁ ବଟ ବୃକ୍ଷ…

ଦରଦାମ ବୃଦ୍ଧିର ପ୍ରତିବାଦ

ପୁରୀ: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ଫଳରେ ଦେଶରେ ତୈଳ, ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଦର ଆକାଶ ଛୁଆଁ । ବିଦ୍ୟୁତ ଘରୋଇ ଟାଟା ପାୱାର ହାତରେ ଟେକି ଦେବା ଯୋଗୁଁ ଉପଭୋକ୍ତା ଦୁର୍ଦଶା ଭୋଗୁଛନ୍ତି । କୋଭିଡରେ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କୋଡିଏ ଲକ୍ଷ କୋଟି କୁଆଡେ…

ବଡଦାଣ୍ଡରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ

ପୁରୀ : ଶ୍ରୀକୃଷ୍ଣ ଲୀଳାର ଗୁରୁବାର ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ଶ୍ରୀକୃଷ୍ଣ ବଦ୍ଧ କରିବେ । ଗତମାସ ୨୯ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଗୁରୁବାର ଶେଷ ଦିନ । ପୁରୀ ବଡଦାଣ୍ଡରେ…

ବିଶ୍ୱକର୍ମା ମୂର୍ତ୍ତିରେ ଶେଷ ସ୍ପର୍ଶ

ପୁରୀ : ଆଉ ଦିନକ ପରେ ବିଶ୍ୱକର୍ମାଙ୍କ ପୂଜା ପାଳିତ ହେବ l କାରିଗର ମାନେ ବିଶ୍ୱକର୍ମା ମୂର୍ତ୍ତି ନିର୍ମାଣରେ ଶେଷ ସ୍ପର୍ଶ ଦେଉଛନ୍ତି l ଗତ ୨ ବର୍ଷ କରୋନା କଟକଣା ଯୋଗୁଁ ମୂର୍ତ୍ତି କାରିଗର ମାନେ ହାତ ବାନ୍ଧି ବସିଥିବାବେଳେ ଚଳିତବର୍ଷ କରୋନା କଟକଣା ସାମାନ୍ୟ ଆଶ୍ବସ୍ତି କରାଯାଇଛି l…

ଗୋଷାଣୀ ମେଢ ପୂଜା ପ୍ରସ୍ତୁତି

ପୁରୀ : ଆସୁଛି ଦୁର୍ଗାପୂଜା । ଶାରଦୀୟ ଦୁର୍ଗା ପୂଜା ଅବସରରେ ପୁରୀରେ ଗୋଷାଣୀ ମେଢ ସମୂହର କିଲା ପୂଜନ ସମ୍ପୁର୍ଣ୍ଣ ହୋଇଛି ।ଭାଦ୍ରବ ଶୁକ୍ଲ ପକ୍ଷ ଷଷ୍ଠି ତିଥିରେ ଏହି ପରମ୍ପରାକୁ ସାତ ସାହି ଜାଗା ଆଖଡାର ପୂଜା କମିଟି ଅନୁପାଳନ କରିଛନ୍ତି । ସେପଟେ ଗୋଷାଣୀ ମୂର୍ତ୍ତି ଗୁଡିକର ଉଚ୍ଚତା ଚାରି…

ଅନୁମତି ଅପେକ୍ଷାରେ ମହିଳା ସେବିକା

ପୁରୀ : ମହିଳା ସେବିକାଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବାକୁ ମିଳୁନି ଅନୁମତି । ବିଗତ ୨୩ ବର୍ଷ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ଶୋଭା ପାଉଥିବା ପୁଷ୍ପ ଅଳଙ୍କାର ଗଭାକୁ ପ୍ରସ୍ତୁତ କରି ମହିଳା ଜଣକ ମନ୍ଦିରକୁ ଦେଉଥିଲେ । ୨୦୧୬ ମସିହା ପୂର୍ବରୁ ରତ୍ନ ସିଂହାସନ ପାଖକୁ ପୁଷ୍ପ…

ଶ୍ରୀକ୍ଷେତ୍ରର ପ୍ରାଚୀନ ଐତିହ୍ୟ ସଂରକ୍ଷଣ ପାଇଁ ଶିକ୍ଷାବିତ ଓ ଗବେଷକଙ୍କ ଆହ୍ୱାନ୍‌

ପୁରୀ: ଐତିହ୍ୟ ସଂରକ୍ଷଣ ପରିଷଦ ତରଫରୁ ପୁରୀରେ ପୁରସ୍ତମ ଐତିହ୍ୟ ଆଳାପ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲାବେଳେ ପରିଷଦର ସଭାପତି ବିଭୂପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ…

ଅସୁରକ୍ଷିତ କାକଟପୁର ମା’ ମଙ୍ଗଳା ମନ୍ଦିର, ଗର୍ଭ ଗୃହରେ ଫାଟ

କୋଣାର୍କ: ଲଘୁଚାପ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି । କିଛି ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିବା କିଛି ସ୍ଥାନରେ ଲୋକେ ପାଣି ଘେରରେ ରହିଛନ୍ତି । ଜୀବନଯାତ୍ରା ବେଶ୍ ପ୍ରଭାବିତ ହୋଇଛି । ସେହିଭଳି କିଛି ସ୍ଥାନରେ ମଠ ମନ୍ଦିର ଗୁଡିକରେ ପାଣି ପଶିଯିବା ଯୋଗୁ ଜଳ…