Latest Odisha News

BREAKING NEWS

Browsing Category

କଥାକୁହା ଫଟୋ

କଥାକୁହା ଫଟୋ: ପ୍ରବଳ ବର୍ଷାରେ ଉଛୁଳିଲା ନଈ, ୫ଟି ଜିଲ୍ଲାରେ ଗମ୍ଭୀର ବନ୍ୟା ପରିସ୍ଥିତି…

ଭୁବନେଶ୍ୱର: ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲାର ବନ୍ୟା ପରିସ୍ଥିତି ଉପୁଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିସବୁ ବନ୍ୟା ପ୍ରପୀଡ଼ିତ ଜିଲ୍ଲାମାନଙ୍କରେ ଆଗାମୀ ୭ଦିନ ଲାଗି ରିଲିଫ୍ ବଣ୍ଟନ ଲାଗି ସମୀକ୍ଷା ବୈଠକରେ ପ୍ରଶାସନକୁ ନିର୍ଦ୍ଦେଶ…

କଥାକୁହା ଫଟୋ: ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପ୍ୟାରେଡ଼ ଲାଗି ପ୍ରସ୍ତୁତି…

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ଏଥର ଗାନ୍ଧୀମାର୍ଗ ପରିବର୍ତ୍ତେ ରାଜଧାନୀସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ପ୍ରଦର୍ଶନୀ ପଡ଼ିଆରେ ପ୍ୟାରେଡ଼ ଲାଗି ଚୂଡ଼ାନ୍ତ ରିହରସେଲ୍ ପ୍ରସ୍ତୁତି ଚାଲିଛି ।

କଥାକୁହା ଫଟୋ: ମାଦଳର ତାଳେ ତାଳେ ବିଶ୍ୱ ଆଦିବାସୀ ଦିବସ ପାଳିତ…

ଭୁବନେଶ୍ୱର: ରାଜଧାନୀସ୍ଥିତ ‘କେଳୁଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ’ରେ ଶୁକ୍ରବାର ଦିନ ପାଳିତ ହୋଇଯାଇଛି ‘ବିଶ୍ୱ ଆଦିବାସୀ ଦିବସ’ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଦିବାସୀ ନୃତ୍ୟଶିଳ୍ପୀ ଓ କଳାକାର ଯୋଗଦେଇ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିଥିଲେ ।

କଥାକୁହା ଫଟୋ: ଡ଼ିଜିପି ଭାବେ ଦାୟିତ୍ୱ ଗ୍ରହଣ ପରେ ଆର୍ ପି ଶର୍ମାଙ୍କ ସହ ବିକେ ଶର୍ମା

କଟକ: ଆଇପିଏସ ଅଧିକାରୀ ବିକେ ଶର୍ମା ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ବିଦାୟୀ ଡ଼ିଜିପି ଆର୍ ପି ଶର୍ମାଙ୍କଠାରୁ ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ବରିଷ୍ଠ ଆଇପିଏସ ଅଧିକାରୀ ଶ୍ରୀ ଶର୍ମା ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।

କଥାକୁହା ଫଟୋ: ବାଲୁକାଶିଳ୍ପୀଙ୍କ କଳାକୃତୀରେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ…

ଭୁବନେଶ୍ୱର: ସଂସଦରେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଗୃହିତ ହୋଇଯିବା ପରେ ଏବେ ଏହି ରାଜ୍ୟ ଜମ୍ମୁ-କାଶ୍ମୀର ଓ ଲଦାଖ ପରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠିତ ହେବ । ସମଗ୍ର ଭାରତବର୍ଷ ଏହାକୁ ନେଇ ଖୁସି ମନାଉଥିବା ବେଳେ ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଓଡ଼ିଶାରେ ବିଭିନ୍ନ…

ବାଲୁକାକଳାରେ ସୁଷମା ସ୍ୱରାଜଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

ପୁରୀ/ଭୁବନେଶ୍ୱର: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଜନପ୍ରିୟ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ମଙ୍ଗଳବାର ଦିନ ଦେହାନ୍ତ ହେବାପରେ ବୁଧବାର ଦିନ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସୁଷମାଙ୍କ ପରଲୋକ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେବା ସହିତ ଦେଶବାସୀ ତାଙ୍କୁ…

କଥାକୁହା ଫଟୋ: କ୍ୟାମେରା ଲେନ୍ସରେ କଏଦ୍ ହେଲା ବିଜୁଳିର ଚମକ…

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଲଘୁଚାପର ସମ୍ଭାବନା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ତୁହାକୁ ତୁହା ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବୃଷ୍ଟିପାତ ହୋଇଛି ।

କଥାକୁହା ଫଟୋ: ସହର ଉପକଣ୍ଠରେ ଝିପିଝିପି ବର୍ଷା, କ୍ଷେତରେ ବ୍ୟସ୍ତ ଚାଷୀ

ଭୁବନେଶ୍ୱର: ରାଜ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଅନେକ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ଓଡ଼ିଆ ଚାଷୀ ଏବେ କ୍ଷେତରେ ଚାଷବାସ କାର୍ଯ୍ୟରେ ବେଶ୍ ବ୍ୟସ୍ତ ।

କଥାକୁହା ଫଟୋ: ବର୍ଷାଋତୁର ମେଘୁଆ ଆକାଶରେ ଘନ କଳା ବାଦଲର ଢେଉ…

ଭୁବନେଶ୍ୱର: ରାଜ୍ୟରେ ସ୍ୱଳ୍ପ ମୌସୁମୀ ଜନିତ ବୃଷ୍ଟିପାତ ହୋଇଥିଲେ ମଧ୍ୟ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଗାମୀ ଦିନରେ ଲଘୁଚାପ ଜନିତ ବୃଷ୍ଟିପାତକୁ ଅପେକ୍ଷା କରିଛନ୍ତି ଓଡ଼ିଶାର କୃଷକ । ଆସନ୍ତା କିଛିଦିନ ଧରି ଲଗାଣ ବର୍ଷାର ସମ୍ଭାବନା ରହିଥିବା ବେଳେ ଏବେ ଚାଷୀକୂଳ ଚାଷ ଲାଗି ବେଶ୍ ତତ୍ପର…