Latest Odisha News

BREAKING NEWS

Browsing Category

ରାଜନୀତି

୧୧ରୁ ୧୧ ରାଜ୍ୟର ଆସନ ହାତେଇବ ଭାଜପା; ଅରୁଣ ସାଓ

ରାୟପୁର: ‘୧୧ରୁ ୧୧ ରାଜ୍ୟର ଆସନ ଜିତିବ ଭାଜପା’; ଏମିତି କିଛି କହିଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ । ଏଥର ୪୦୦ ପାର କରିବ ମୋଦୀଙ୍କ ଗ୍ୟାରେଣ୍ଟି । ଦେଶରେ ଚାଲିଛି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ । ଭୋଟ ଦେଉଛନ୍ତି ୧୧ ରାଜ୍ୟ । ଅନେକ ନେତା ଓ ମନ୍ତ୍ରୀ ବି ନିଜର…

ବିଜେପିରେ ସାମିଲ ହେଲେ ସେଖର ସୁମନ; କହିଲେ, ଭଗବାନଙ୍କ ନିର୍ଦ୍ଦେଶରେ ମୁଁ ବିଜେପିରେ ମିଶିଲି

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ଏହି ସମୟ ଭିତରେ ନେତା ମାନଙ୍କର ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି । ଏହାରି ଭିତରେ ଆଜି ବିଜେପିରେ ମିଶିଛନ୍ତି ଲୋକପ୍ରିୟ ଅଭିନେତା ତଥା ନେତା ଶେଖର ସୁମନ । ତେବେ ଆଗାମୀ ଦିନରେ ଶେଖର ସୁମନ ନିର୍ବାଚନରେ…

ଶେରଗଡରେ ଭିକେ ପାଣ୍ଡିଆନ, ରୋଡ ସୋ’ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

ଗଞ୍ଜାମ: ଗଞ୍ଜାମ ଗସ୍ତରେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌‌। ଶେରଗଡ, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ସଭାରେ ଯୋଗ ଦେବା ସହ ରୋଡ ସୋ କରିଛନ୍ତି। ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅପିଲ…

ତୃତୀୟ ପର୍ଯ୍ୟାୟ ମତଦାନ: ପଶ୍ଚିମବଙ୍ଗରେ ସବୁଠୁ ଅଧିକ ଓ ମହାରାଷ୍ଟ୍ରରେ ସବୁଠୁ କମ୍ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୯୩ ଆସନରେ ଭୋଟ ଦେଉଛନ୍ତି ଜନସାଧାରଣ । ଆଜି ଗୁଜୁରାଟର ୨୫, ଉତ୍ତରପ୍ରଦେଶର ୧୦, କର୍ଣ୍ଣାଟକର ୧୪ ଓ ମହାରାଷ୍ଟ୍ରର ୧୧ ଆସନରେ ଚାଲିଛି ହେଭିୱେଟ୍ ନେତାଙ୍କ ଭାଗ୍ୟ…

ସମସ୍ତ ରାଜନୈତିକ ଦଳ ମୁସଲମାନ ଭୋଟର ଚାହାଁନ୍ତି, କିନ୍ତୁ ପ୍ରାର୍ଥୀ କରନ୍ତି ନାହିଁ: ଓୱେସି

ହାଇଦ୍ରାବାଦ: ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ସେପଟେ ଆଜି ମହାରାଷ୍ଟ୍ରର ୧୧ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟ ମଧ୍ୟରେ ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସି କହିଛନ୍ତି ଯେ ମହାରାଷ୍ଟ୍ରର ସମସ୍ତ ଦଳ ଲୋକସଭା…

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି, କହିଲା ପରାଜୟ ଭୟରେ ଅପପ୍ରଚାର କରୁଛି ବିଜେଡି

ଭୁବନେଶ୍ଵର: ସାମ୍ବାଦିକ ସମ୍ମିଳନୀ କରି ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଗତ ୧୦ ବର୍ଷରେ ମୋଦିଙ୍କ ନେତୃତ୍ବରେ ଭାରତ ବହୁ ଆଗକୁ ବଢିଛି । ଏଥିପାଇଁ ସାରା ପୃଥିବୀରେ ଭାରତ ପ୍ରଶଂସାର…

ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବ ଭଟଲି?

ଭୁବନେଶ୍ବର: ଭଟଲି ଦେଖିବ ହାଇଭୋଲଟେଜ୍ ଲଢେଇ । ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବେ ଭୋଟର? ବିଜୟର ଚଉକା ଲଗାଇବେ କି ସୁଶାନ୍ତ? ନା ବାଜି ବଦଳାଇ ଦେବେ ଇରାଶିଷ ? ବିଜେଡିର ଅଭେଦ୍ୟ ଦୁର୍ଗରେ ଫୁଟାଇବେ କି ପଦ୍ମ ? ଭଟଲିରେ କାହା ସପକ୍ଷରେ ବହୁଛି ହାଓ୍ବା ? ଦିନେ କଂଗ୍ରେସର ଗଡ ଥିବା…

ଟିକେଟ କାଟିବା ପରେ ଅସନ୍ତୁଷ୍ଟଙ୍କ ପିଠି ଥାପୁଡଉଛି ବିଜେଡି, ତାଲିକାରେ ଯୋଡ଼ି ହେଲେ ସମୀର ଦାସ ଏବଂ ଅରୁନ୍ଧତୀ

ଭୁବନେଶ୍ୱର: ପାଖାପାଖି ୨୪ ବିଧାୟକ ଏବେ ବିଜେଡିରୁ ଟିକେଟ୍ ପାଇ ନାହାନ୍ତି। ଅନେକ ସ୍ଥାନରେ ଆଶାୟୀ ଏକରୁ ଅଧିକ ଥିବା ବେଳେ ସ୍ଥାନୀୟ ସମୀକରଣକୁ ଦେଖି ଦଳୀୟ ଟିକେଟ୍ ନପାଇ ନିରାଶ ହୋଇଛନ୍ତି। ହେଲେ ନିର୍ବାଚନ ବେଳେ ଅନେକ ସ୍ଥାନରେ ଅସନ୍ତୁଷ୍ଟ ନେତା ବିଦ୍ରୋହ କରିବାର ସମ୍ଭାବନା ରହିଛି।…

ପ୍ରତିଶ୍ରୁତି ଦେଇ ଟିକେଟ ଦେଲାନି ବିଜେଡି, ସ୍ୱାଧିନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କଲେ ଦମ୍ପତି

ପୁରୀ: ପ୍ରତିଶ୍ରୁତି ଦେଇ ଟିକେଟ ଦେଲାନି ବିଜେଡି। ପ୍ରତିବାଦ ସ୍ବରୂପ ୪ ବିଧାନସଭା ଓ ୪ ଲୋକସଭା ଆସନ ପାଇଁ ସ୍ବାଧିନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କଲେ ଦମ୍ପତି। ଆଜି ପୁରୀ ଲୋକସଭା ଆସନ ପାଇଁ ରିଟର୍ଣ୍ଣିଂ ଅଫିସର ଜିଲ୍ଲାପାଳଙ୍କ ନିକଟରେ ସ୍ବାଧିନ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି…

ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସୁଜିତ୍ ମହାପାତ୍ର ଓ ଉମାବଲ୍ଲଭ ରଥ

ପୁରୀ: ଆଜି ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୁରୀ ସଦର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବେ ଉଭୟ ସୁଜିତ୍ ମହାପାତ୍ର ଓ ଉମାବଲ୍ଲଭ ରଥ। କଂଗ୍ରେସ ଟିକେଟ କାଟିବା ପରେ ସୁଜିତ୍ ନିଜର ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉମାବଲ୍ଲଭ ରଥ…