Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ତା’ ସତ

ଶୈଲେନ ରାଉତରାୟ  ବାଟରେ ଭେଟିଥିବା ମୁସାଫିର ମୋତେ ପଚାରନା କବି ବୋଲାଇବାକୁ ମୁଁ ବିକଳ କାହିଁକି । ତା’ ସତ । ହେଲେ ମୁଁ ତା’ ଠାରୁ ଆହୁରି ବିକଳ ପଚି ସଢ଼ି, କବିତା ବହିଟିଏ ହେବାକୁ ଥିବା ଜିଅନ୍ତା, ବଢ଼ନ୍ତା ଗଛଟିଏର ଖତ ପାଲଟିବା ପାଇଁ ।୧। ହାଟରେ ବସିଥିବା ସଉଦାଗର ମୋତେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୯ ଛାତି ଧକଧକ। ମନରେ ଆଶଙ୍କା । ଲାଗିଲା ଏ  ମହିଳା ଯେମିତି  ସନିଆ ଭାଇକୁ ଆଗରୁ ଚିହ୍ନିଛନ୍ତି। ନହେଲେ କ'ଣ ଭାଇଟା ଏମିତି  ଟେକି ଦିଅନ୍ତା କି...  ଆଉ କ୍ଷଣିକ ଆଗରୁ ସ୍ତ୍ରୀ ସହ ଲଢେଇକରୁଥିବା ମଣିଷ ଏମିତି  ହଁ କହି…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୮ ମୂଳ ହିନ୍ଦୀ: ଏସ ଏଚ ବାତ୍ସାୟନ ‘ଅଜେ୍ଞୟ’  ବଗିର ଝର୍କାପଟେ ପୁଡ଼ାଟା କୌଣସି ମତେ ଗଳେଇଦେଇ କୋଳରେ ଧରିଥିବା ସାନପୁଅ ଅବିଦକୁ ବି ସୁରେୟା ସେଇପଟେ ଗୋଟିଏ ସିଟରେ ଥୋଇଦେଲା । ତା’ପରେ ତରତର ହୋଇ ବଡ଼ପୁଅ ଝିଅକୁ ଟେନ୍‍ ଡବାଟାର ପାହାଚ…

ଅନୁବାଦ କବିତା : ଛକ ବେକେରୀରେ ମଧ୍ୟରାତ୍ରି

ମୂଳ ମରାଠୀ: ଦିଲିପ ଚିତ୍ରେ ଛକ ବେକେରୀରେ ରାତି ଅଧରେ ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ ମୁଁ ମନେ ପକାଏ ପିଲାଦିନର ରେହମାନକୁ ଆଉ ତା’ର ଢଳଢ଼ଳ ଆଖି ମୋ ସହ କ୍ୟାରମ ଖେଳ । ଛକ ବେକେରୀରେ ରାତି ଅଧରେ ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ ମୁଁ ଏକୁଟିଆ ବସି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୮ ନା ଡାକ୍ତର, ନା କବିରାଜ, ନା ଔଷଧ ନା ପାଣି...ଶୁଖିଲାରେ ବିତୁଥିଲା ଶିଉଳିର ଦିନ।   ସନିଆ ଭାଇ ଦିନେ ମୁଗୁନିକୁ କହିଲା, 'ଚାଲ ତ ଶିଉଳିକୁ ଦେଖାଇ ଆଣିବା ଏଇ ପାଖରେ ଥିବା  ଡାକ୍ତରଖାନାରୁ।' ଗାର  ଡେଇକି ସେ ଯେମିତି…

କବିତା : ବିସର୍ଜନ

ମମତା ବିଶ୍ୱାଳ ପୁହାଣ  ଅସରନ୍ତି ବିଶ୍ୱାସର ସମ୍ମୋହନକୁ ଛୁଇଁ ଦେବୀଟିଏର ଆଜି ବାହୁଡ଼ିବାର ବେଳା। ନିଃଶେଷ ହେଇ ଆସୁଛି ଦେବୀପକ୍ଷର ସ୍ୱପ୍ନ। ଅନ୍ତିମ ଦୃଶ୍ୟପଟକୁ ଘେରି ରହିଛି ଅନ୍ଧାରର ପ୍ରଗାଢ କୋହ, ଅସୁମାରି ଆସ୍ଥାର ସ୍ପନ୍ଦନକୁ ସାଥିରେ ନେଇ ଫେରି ଯାଉଛି ମୃଣ୍ମୟୀ।।…

ଏବେବି ଖୋଜୁଛି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ......  କୈଶୋରର ଚାପଳତା , ଯୌବନର କର୍ମମୟ ବ୍ୟସ୍ତଜୀବନ ଜଞ୍ଜାଳ ଭିତରେ ଗତି କରି ଷାଠିଏ ପରର ପରିଣତ ବୟସରେ ପହଞ୍ଚି ଆଜି ଯେବେ ମୁଁ ଅତୀତକୁ ରୋମନ୍ଥନ କରେ ବିବିଧ ଅନୁଭୂତି, ଅଭିଜ୍ଞତା ତଥା ଉପଲବ୍ଧି ପୃଷ୍ଟ ମନ କେତେବେଳେ ପ୍ରାପ୍ତିର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୭ ହାତୀ, ଘୋଡା, ଶୁଆ ଶାରୀ, ବରବୋହୂ, ଯୋଡି ନାଗରା ଇତ୍ୟାଦି ଗଢିବା ଜାରି ରହେ। ଦିନକୁ ଦିନ ହାତ ଭଲ ପାରେ, ସଳଖି ଯାଉଥାଏ। କାଦୁଅ ବଲବଲ ହାତରେ ଅଧାଗଢା କଣ୍ଢେଇ ପାଖରେ ମୁଁ ରହିଯାଏ ଟିକିଏ।  ପେଟରେ କଷ୍ଟ ଅନୁଭବ…

କବିତା : ମାଆଙ୍କ କ୍ଷୋଭ

ଆରତୀ ପଟ୍ଟଯୋଷୀ  ବିରଷ ବଦନେ ମାତା କାତ୍ୟାୟନୀ ବସିଥିଲେ କୈଳାସରେ, ପଚାରିଲେ ଶିବ ଆଗୋ ପ୍ରାଣପ୍ରିୟା କି ହୋଇଛି କହ ବାରେ। କାହିଁକି ଶୁଖିଛି ତୁମ ଚନ୍ଦ୍ର ମୁଖ କିସ ଅଭାବ ରହିଲା, ମନଖୋଲି କୁହ ମୁଁ, ଯେ ଦେବଦେବ କିଏ ଅବା କି କହିଲା। ସ୍ବାମୀ ମୁଖୁ ଶୁଣି ଶ୍ରୀମଧୁର ବାଣୀ…

ଅନୁବାଦ କବିତା : କିଏ କାନ୍ଦେ ଦୂରେ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ  ଶରୀର ଉପରେ ପହରା ଉଡ଼ି ଯାଉଛି ମନ ସାଥି କେବଳ ନିର୍ଜନତା ହଜିଗଲେ କାହାର ସ୍ୱଜନ କ୍ରନ୍ଦନତ ସର୍ବଦା କରୁଣ। ଉତ୍ସବ ମାନୁ ଆମ ଜନ୍ମଦିନରେ ମରଣ ଦିନ କାହିଁକି କରୁନା ପାଳନ ଅନ୍ତିମ ଯାତ୍ରାର ଅବସରେ ହୁଏତ ଏହା କୁଲକ୍ଷଣ। ଅନ୍ତର…