Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁଣି ଖସିଲା ରେପୋ ହାର: ସୁଧହାରରେ ବି ରିହାତି…. ଜାଣନ୍ତୁ ସାଧାରଣ ଲୋକଙ୍କୁ କ’ଣ ଲାଭ?  

ନୂଆଦିଲ୍ଲୀ: ପୁଣି ରେପୋ ହାର ହ୍ରାସ । ଭାରତୀୟ ରିଜର୍ଭ ବ୍ୟାଙ୍କ, ଆରବିଆଇ ଆଜି ଲଗାତାର ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କରିଛି। ଏଥର ଆରବିଆଇ ରେପୋ ହାରକୁ ୫୦ ବେସିସ୍ ପଏଣ୍ଟ ଅର୍ଥାତ୍ ୦.୫୦ ପ୍ରତିଶତ ହ୍ରାସ କରିଛି । ରେପୋ ହାର ହ୍ରାସ ନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ…

ରାଜ୍ୟର ୧୪ଟି ମେଡିକାଲ କଲେଜରେ ଖାଲିପଡିଛି ଏହି ସବୁ ପଦ…

କଟକ: ରାଜ୍ୟର ୧୪ଟି ମେଡିକାଲ କଲେଜରେ ବର୍ତ୍ତମାନ ୧୦୪ ପ୍ରଫେସର୍‌, ୩୪୦ ଆସୋସିଏଟ୍‌ ପ୍ରଫେସର୍‌ ଓ ୫୦୬ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ଖାଲିପଡ଼ିଛି । ଏହା ମଧ୍ୟରେ ରହିଛି କଟକ ବଡ଼ଡାକ୍ତରଖାନା । ଏଠାରେ ଅନେକ ଡାକ୍ତର, ନର୍ସ ଓ ପାରାମେଡିକାଲ ପଦବି ଖାଲି ପଡିଛି । ରାଜ୍ୟର ୧୪ଟି ମେଡିକାଲ…

ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌ଙ୍କ ପରଲୋକ

ବରଗଡ଼: ପରଲୋକରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ମହମ୍ମଦ ରଫିକ୍‌ । ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ମି ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେଲା ରକ୍ତ ଶର୍କରା ଜନିତ…

୯ ବର୍ଷ ପରେ ମୁହଁ ଖୋଲିଲେ ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟା; କହିଲେ, କିଙ୍ଗଫିସର୍ ଏୟାରଲାଇନ୍ସର ବିଫଳତା ପାଇଁ…

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା କିଙ୍ଗଫିସର୍ ଏୟାରଲାଇନ୍ସର ବିଫଳତା ପାଇଁ ଏକ ପଡକାଷ୍ଟରେ ସାର୍ବଜନୀନ ଭାବରେ କ୍ଷମା ମାଗିଛନ୍ତି । ସେ ଚୋରି ଅଭିଯୋଗକୁ ମଧ୍ୟ ଅସ୍ୱୀକାର କରିଥିଲେ ଏବଂ ଭାରତରୁ ଦୂରେଇ ରହିବାର କାରଣ ଦର୍ଶାଇଥିଲେ । ବିଜୟ ମାଲ୍ୟା ଗୁରୁବାର ଏକ ପଡକାଷ୍ଟ ସମୟରେ…

ଶ୍ରୀ ଭାଗବତ ସାର ୫୯: ଜଟିଳ ସାଧନାକୁ ଛାଡି କେବଳ ଭକ୍ତି ସହିତ ଭାଗବତଙ୍କୁ ଆଧାର କଲେ ଆମେ ସନ୍ତୋଷ ପାଇବା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଯୋଗ ଵିଧି ଆଲୋଚନା ପ୍ରସଙ୍ଗରେ ଆମେ ଆଜି ଜାଣିବା ଷଢ଼ ଚକ୍ର ବିବରଣୀ। ଶରୀର ମଧ୍ୟରେ ତିନି ଗୋଟି ମୂଖ୍ୟ ନାଡୀ ମଧ୍ୟରୁ ସୁଷୁମ୍ନା ନାଡୀ ଦେହରେ ଛଅ ଗୋଟି ଚକ୍ର ବିଦ୍ୟମାନ ଯଥା- 1.ମୂଳାଧାର…

ଶ୍ରୀମନ୍ଦିରକୁ ପଠାଗଲା ୩୫୦ କେ.ଜି ବାସୁଙ୍ଗା ପାଟ; ବିଜୟ ଡୋରୀ, ପଇତା, ରାକ୍ଷୀ ହୁଏ ପ୍ରସ୍ତୁତ

ଭୁବନେଶ୍ୱର: ସ୍ଥାନୀୟ ଶହୀଦ ନଗରସ୍ଥିତ ଓଡିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ୍) କାର୍ଯ୍ୟାଳୟ ପରିସରରୁ ୩୫୦ କିଲୋଗ୍ରାମ ବାସୁଙ୍ଗା ପାଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଗୁରୁବାର ପ୍ରେରଣ କରାଯାଇଛି । ଏହି ପବିତ୍ର କାର୍ଯ୍ୟକୁ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ…

ଶ୍ରୀରାମ ଦରବାର ସମେତ ୮ ମନ୍ଦିରରେ ସ୍ଥାପିତ ଦେବତାଙ୍କ ମୂର୍ତ୍ତିର ହେଲା ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା: ଅଯୋଧ୍ୟାରେ ନବ ନିର୍ମିତ ଭବ୍ୟ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ରାଜା ରୂପରେ ଅଭିଷେକ ଉତ୍ସବ ପାଳନ ହୋଇଛି। ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରଥମ ମହଲାରେ 'ରାଜା ରାମ'ଙ୍କ ଦରବାର ଲାଗିଛି । ଦ୍ଵି୍ତୀୟ ପ୍ରାଣ ପ୍ରତିଷ୍ଠା ବୈଦିକ ମନ୍ତ୍ର ଉଚ୍ଚାରଣ ସହ ସମାପ୍ତ ହୋଇଛି।…

ଫ୍ରଡ୍ ମାର୍ଶାଲ; ଟାଇମ୍ସ ସ୍କୋୟାରରେ ବେଜିତ୍ ହେଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ: ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଥିବା ଡିଜିଟାଲ୍ ବିଲବୋର୍ଡରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କୁ ସାର୍ବଜନୀନ ଭାବରେ ଟ୍ରୋଲ୍ କରାଯାଇଛି। ଯାହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହାକୁ …

ଭଦ୍ରକ ଓ ନବରଙ୍ଗପୁରକୁ ମିଳିଲା ନୂଆ ଏସପି

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଆଇପିଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ତଦନୁଯାୟୀ ଦୁଇଟି ଜିଲ୍ଲା ପାଇଁ ଏସପିଙ୍କୁ ନିଯୁକ୍ତି ଦିଆଯାଇଛି। ଭଦ୍ରକ ଏସପି ଏମ.ସନ୍ଦୀପ ସମ୍ପତଙ୍କୁ ନବରଙ୍ଗପୁର ଏସପି ଭାବରେ ବଦଳି କରାଯାଇଛି। ସେହିପରି କେନ୍ଦୁଝରର ଅତିରିକ୍ତ ଏସପି ମନୋଜ କୁମାର…

ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ୫୧୩ ରୁଫଟପ୍ ସୋଲାର ପ୍ଲାଣ୍ଟ ସ୍ଥାପିତ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ଏକ ସୌର ବିପ୍ଳବର କ୍ରମଶଃ ସଫଳ ରୂପାୟନ ହେଉଛି, ଯାହା ଘରକୁ ଆଲୋକିତ କରିବା ସହ ଲୋକଙ୍କ ଅର୍ଥ ସଞ୍ଚୟରେ ସହାୟକ ହେଉଅଛି। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର ସଫଳ କାର୍ଯ୍ୟନ୍ଵୟନ ସହ ଉପଭୋକ୍ତାଙ୍କ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନ କରି ବିଜୁଳି…