Latest Odisha News

BREAKING NEWS

ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ହାତ ଛାଡି ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଧିବଦ୍ଧ ଭାବେ ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଅମିତ ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ମିଶିଛନ୍ତି । ଏହାପୂର୍ବରୁ ଗତକାଲି କଂଗ୍ରେସରୁ…

ପାକିସ୍ତାନର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ:ପାଇଲଟ ମୃତ

ଇସଲାମାବାଦ: ବୁଧବାର ଇସଲାମାବାଦରେ ଏକ ପାକିସ୍ତାନୀ ଏଫ-୧୬ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାକିସ୍ତାନରେ ହେବାକୁ ଥିବା ସାମରିକ ପରେଡ ପାଇଁ ଏହା ରିହର୍ସଲ କରୁଥିବା ସମୟରେ ଦୁର୍ଘଟଣା ଗସ୍ତ ହୋଇଥିବା କୁହାଯାଇଛି । ଇସଲାମାବାଦର ଶାକରପେରିଆନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା…

ଭାରତରେ ଆଉ ୧୦ କରୋନା ରିପୋର୍ଟ ପଜିଟିଭ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଆଉ ୧୦ ଜଣଙ୍କ କରୋନା ଭାଇରସ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, କେରଳରେ ୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀ ଏବଂ…

‘ଏଲଆଇସି’ରେ ନିଯୁକ୍ତି ସୁଯୋଗ: ୩୨ ହଜାରରୁ ଅଧିକ ଦରମା

ଭୁବନେଶ୍ୱର: 'ଏଲଆଇସି'ରେ ଚାକିରି ପାଇବାକୁ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । 'ଏଲଆଇସି'ର ଅନେକ ପୋଷ୍ଟରେ ନିଯୁକ୍ତି ହେବାକୁ ଯାଉଛି । ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଯେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର ପଦବୀ ପାଇଁ ୧୬୮ ଟି ପୋଷ୍ଟ ଏବଂ ଆସିଷ୍ଟାଣ୍ଟ…

ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗ: ନିର୍ମଲାଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କୁ ଭେଟିଲେ ବିଜେଡି ସାଂସଦ । ସେ ମହାପ୍ରଭୁଙ୍କ ଟଙ୍କା ଫେରସ୍ତ ପାଇଁ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସସ୍ମିତ…

ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗ: ବିରୋଧୀଙ୍କ ନାରାରେ କମ୍ପିଲା ଗୃହ

ଭୁବନେଶ୍ୱର: ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ହିଁ ବିରୋଧୀଙ୍କ ହୋହଲ୍ଲା । ଗୃହରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ଫଳରେ ବିଧାନସଭାକୁ ବାରମ୍ବାର ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ପ୍ରଥମେ ସାଢ଼େ ୧୨ଟା…

ଲଗାତାର ୭ମ ଦିନ ପାଇଁ କମିଲା ତୈଳ ଦର: କେଉଁଠି ରହିଛି କେତେ ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରରେ କ୍ରମାଗତ ହ୍ରାସ ଘଟୁଛି। ଆଜି ଲଗାତାର ୭ମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ଘଟିଛି। ବୁଧବାର ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୯ ପଇସା ହ୍ରାସ ପାଇ ବୁଧବାର ୭୦ ଟଙ୍କା ୨୯ ପଇସା ରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପ୍ରତି…

ବିଧାନସଭାରେ ବାୟୋମେଟ୍ରିକ ବନ୍ଦ, କର୍ମଚାରୀଙ୍କ ପାଇଁ ଜାରି ହେଲା ଆଡଭାଇଜରି

ଭୁବନେଶ୍ୱର: ସାରା ବିଶ୍ୱରେ ମାରାତ୍ମକ ଭୂତାଣୁ କରୋନା ନିଜ କାୟା ମେଲାଇଛି । ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନାଠାରୁ ନିଜକୁ ଦୂରେଇ ରଖିବା ପାଇଁ ବିଧାନସଭାରେ ବାୟୋମେଟ୍ରିକ ବନ୍ଦ କରାଯାଇଛି । ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ…

୭ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ ଜିତିଲା ଆୟର୍ଲ୍ୟାଣ୍ଡ

ଗ୍ରେଟର ନୋଏଡା: ଆୟର୍ଲାଣ୍ଡ ଦୀର୍ଘ ୭ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଜିତି ରେକର୍ଡ କରିଛି । ଆଫଗାନିସ୍ତାନ ବିପକ୍ଷ ଶେଷ ଟି୨୦ରେ ଆୟର୍ଲ୍ୟାଣ୍ଡ ବିଜୟ ହାସଲ କରିଥିଲା । ଆୟର୍ଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୪୨ ରନ୍ କରିଥିବା ବେଳେ ଆଫଗାନିସ୍ତାନ ମଧ୍ୟ ସାମନ ୧୪୨ ରନ୍ କରିଥିଲା ।…

ରାଜଧାନୀ ବିଚ୍ ରାସ୍ତାରେ ମହିଳାଙ୍କୁ ଗୋଡାଇ ପିଟିଲେ ଯୁବକ, ଭିଡିଓ ଭାଇରାଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କ ପ୍ରତି ବର୍ବରତା । ବିଚ୍ ରାସ୍ତାରେ ମହିଳାଙ୍କୁ ଗୋଡାଇ ନିସ୍ତୁକ ମାଡ ମାରିଲେ ଏକାଧିକ ଯୁବକ । ସମସ୍ତ ସାମ୍ନାରେ ମହିଳାଙ୍କୁ ଘୋଷାରି ପୁଟିଥିବାର ଏ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଲିଙ୍ଗରାଜ ଥାନା ଅଂଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି ।…