Latest Odisha News

BREAKING NEWS

ସିବିଆଇ-କୋଲକାତା ପୋଲିସ ମୁହାଁମୁହିଁ ପ୍ରସଙ୍ଗ: ଧାରଣାରୁ ଉଠିବା ପୂର୍ବରୁ ମମତା ନବୀନଙ୍କ ସହ ଆଲୋଚନା କରିବେ

କୋଲକାତା: ସିବିଆଇ ଓ କୋଲକାତା ପୋଲିସ ମଧ୍ୟରେ ଉପୁଜିଥିବା ବିବାଦ ଘଟଣାକୁ ନେଇ ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କହିଛନ୍ତି, ଧାରଣାରୁ ଉଠିବା ପୂର୍ବରୁ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ବିରୋଧୀ ଦଳର ନେତାମାନଙ୍କ ସହିତ…

ଫେବୃଆରୀ ୧୫ରେ ଅମିତ ଶାହଙ୍କ ସମ୍ବଲପୁର ଗସ୍ତ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଫେବୃଆରୀ ୧୫ ତାରିଖରେ ଏକ ଦିନିକିଆ ଓଡିଶା ଗସ୍ତରେ ଆସି ସମ୍ବଲପୁରରେ ଆୟୋଜିତ ଏକ ବୈଠକରେ ଯୋଗ ଦେବେ । ଏସମ୍ପର୍କରେ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି “ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର: ଫେବୃଆରୀ ୨୨ରେ ପୁରୀ ପହଞ୍ଚିବେ ଆମିକସ୍ କ୍ୟୁରି

ପୁରୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ଆମିକସ୍ କ୍ୟୁରି ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସୋଲିସିଟର୍ ରଞ୍ଜିତ କୁମାର ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ନେଇ ତଦାରଖ କରିବାକୁ ଆସନ୍ତା ଫେବୃଆରୀ ୨୨ ତାରିଖରେ ଏକ ଦୁଇଦିନିଆ ଗସ୍ତରେ ପୁରୀ ଆସୁଛନ୍ତି । ଆମିକସ୍ କ୍ୟୁରି…

ବଲାଙ୍ଗୀର ଗୋଳାବାରୁଦ କାରଖାନା ପରିସରରୁ ମିଳିଲା କଲରାପତରିଆ ବାଘର ମୃତଦେହ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସବ ଡ଼ିଭିଜନ ଅନ୍ତର୍ଗତ ବଡ଼ମାଲରେ ଥିବା ଗୋଳାବାରୁଦ କାରଖାନା ପରିସରରୁ ମଙ୍ଗଳବାର ଦିନ ଏକ କଲରାପତରିଆ ବାଘର ମୃତଦେହ ମିଳିଛି । ଏହି ଘଟଣା ସମ୍ପର୍କରେ ଗୋଳାବାରୁଦ କାରଖାନାର କିଛି କର୍ମଚାରୀ କାଲକୁଟା ଜଙ୍ଗଲ ଗେଟ ନଂ ୧ ନିକଟସ୍ଥ ରାସ୍ତା ପାଖରେ…

ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ବୁଧବାର ଦିନ ଏକ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗସ୍ତ ସୂଚୀ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ସକାଳ ୧୦ଟା ବେଳେ ଏକ ସ୍ୱତନ୍ତ୍ର ବିମାନରେ ନାଗପୁରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ…

ସିବିଆଇ ନିକଟରେ ହାଜର ହେବାକୁ କୋଲକାତା ପୋଲିସ ମୁଖ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି, ମଙ୍ଗଳବାର ଦିନ ଚିଟଫଣ୍ଡ ଦୁର୍ନୀତି ମାମଲାରେ କୋଲକାତା ପୋଲିସ କମିଶନର୍ ରାଜୀବ କୁମାରଙ୍କୁ ସିବିଆଇ ନିକଟରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସମ୍ପର୍କରେ ଏକ ଶୁଣାଣି କରି…

ଆଜି ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଦିନ ୧୧ଟା ୫୫ ମିନିଟ ସମୟରେ ପହଞ୍ଚିବା ପରେ ୧୯…

ରଥଯାତ୍ରା ଲାଗି ପୁରୀରେ ପହଞ୍ଚିଲା ମହାପ୍ରଭୁଙ୍କ ରଥକାଠ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ୧ମ ପର୍ଯ୍ୟାୟ ରଥକାଠ ଦଶପଲ୍ଲା ଜଙ୍ଗଲରୁ ଟ୍ରକରେ ବୋଝେଇ ହୋଇ ପୁରୀରେ ପହଞ୍ଚିଛି । ମିଳିଥିବା ସୂଚନାନୁଯାୟୀ, ୩ଟି ଟ୍ରକରେ ସୋମବାର ସନ୍ଧ୍ୟାରେ ମୋଟ ୯୦ ଖଣ୍ଡ କାଠ ଦଶପଲ୍ଲା ବନାଞ୍ଚଳରୁ ପୁରୀରେ ଆସି ପହଞ୍ଚିଛି ।…

ଭାରତ ଫେରିବେ ବିଜୟ ମାଲ୍ୟା, ପ୍ରତ୍ୟାର୍ପଣ ଲାଗି ବ୍ରିଟିଶ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: ମଦ ସମ୍ରାଟ ପଳାତକ ବିଜୟ ମାଲ୍ୟା ଭାରତ ଫେରିବାର ସମସ୍ତ ରାସ୍ତା ଏବେ ପରିଷ୍କାର ହୋଇଛି । ଏନେଇ ଆଜି ବ୍ରିଟିଶ୍ ସରକାର ସ୍ପଷ୍ଟ କରିଛନ୍ତି । ଭାରତରୁ ବିଜୟ ମାଲ୍ୟା ପଳାୟନ କରିବା ପରେ ଆଜି ବ୍ରିଟିଶ୍ ସରକାର ଭାରତକୁ ପ୍ରତ୍ୟାର୍ପଣ କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି ।…

ଦେଖନ୍ତୁ, କୁମ୍ଭମେଳାର ଚମତ୍କାର ଭିିଡ଼ିଓ: ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୁମ୍ଭ ମେଳା ର ଦ୍ୱିତୀୟ ସାହି ସ୍ନାନ । ଏହି ସାହି ସ୍ନାନ କରିବା ପାଇଁ ପ୍ରାୟ ଲକ୍ଷାଧିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ରହିଥିଲା ବେଳେ ରେଳପଥରୁ ମହାକୁମ୍ଭର ଏକ ନିଆରା ଝଲକ ଦେଖିବାକୁ ମିଳିଛି ।…