ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା, ପାଣ୍ଡ୍ୟା ଓ ରାହୁଲ୍ ୨ଟି ମ୍ୟାଚରୁ ବାସନ୍ଦ !
ମୁମ୍ବାଇ : ମହିଳାଙ୍କ ପ୍ରତି ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା ଦୁଇ ଭାରତୀୟ କ୍ରିକେଟରଙ୍କୁ । ଅନ୍ୟତମ ରିଆଲିଟି ଶୋ’ ‘କଫି ୱିଥ୍ କରନ’ରେ ଗେଷ୍ଟ ଭାବେ ଯୋଗ ଦେଇଥିବା ଭାରତୀୟ କ୍ରିକେଟ ଦଳର ଦୁଇ ଖେଳାଳି କେ ଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଶୋ’ ମଧ୍ୟରେ ମହିଳାଙ୍କ…