କାଳିଆ ଯୋଜନା: ସମ୍ବଲପୁରୀ ଓ ଦେଶିଆ ଭାଷାରେ ଗ୍ରାମାଞ୍ଚଳର ଚାଷୀଙ୍କ ମଧ୍ୟରେ ସଚେତନତା
ଭୁବନେଶ୍ୱର: କୌଣସି ଯୋଜନାର ସଫଳ ରୂପାୟନ ପାଇଁ ସୂଚନା, ଶିକ୍ଷା ଓ ପ୍ରସାର ଇତ୍ୟାଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି । ବିଶେଷକରି ଚାଷୀମାନଙ୍କ ମଧ୍ୟରେ କାଳିଆ ଯୋଜନା ବିଷୟରେ ସଚେତନତା ସୃଷ୍ଟି ପରିବା ପାଇଁ ଜିଙ୍ଗଲସ୍ ଏବଂ ଭିଡ଼ିଓ ଇତ୍ୟାଦି ଆକାଶବାଣୀ କେନ୍ଦ୍ର, ଟେଲିଭିଜନ, ଭ୍ରାମ୍ୟମାଣ…