Latest Odisha News

BREAKING NEWS

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ; ମିଳିଲାଣି ୧୧ଟି ପ୍ଲଟ୍‌, ଫ୍ଲାଟ୍‌ ସହ ସୁନା ଅଳଙ୍କାର

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲା ରାୟଗଡ଼଼ ବ୍ଲକର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଉପରେ ରାଜ୍ୟ ଭିଜିଲାନ୍ସର ଚଢ଼ଉ ଶନିବାର ସକାଳେ ହୋଇଛି। ଭିଜିଲାନ୍ସ ତରଫରୁ ସାହୁଙ୍କ ବ୍ରହ୍ମପୁର ସହର ଗୋପବନ୍ଧୁନଗରସ୍ଥିତ ବାସଭବନ, ବ୍ରହ୍ମପୁର ଜ୍ୟୋତିନଗରସ୍ଥିତ…

ବିଜୟ ପାଇଁ ଟିମ ଇଣ୍ଡିଆକୁ ଦରକାର ୪ଟି ୱିକେଟ

ଚଟ୍ଟୋଗ୍ରାମ: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ପାଇଁ ଅନ୍ତିମ ଦିବସରେ ଭାରତକୁ ଆଉ ୪ଟି ୱିକେଟର ଆବଶ୍ୟକତା ରହିଛି । ଅପରପକ୍ଷରେ ବାଂଲାଦେଶ ବିଜୟଠାରୁ ୨୪୧ ରନ ପଛରେ ରହିଛି । ୫୧୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୬ ୱିକେଟ ହରାଇ ୨୭୨ ରନ କରିଛି…

ବାପା ନା ପିଶାଚ ? କୁନି ପୁଅକୁ ୩ ମହଲା କୋଠାରୁ ତଳକୁ ଫିଙ୍ଗିଦେଲା

ନୂଆଦିଲ୍ଲୀ: ପତ୍ନୀଙ୍କ ସହ କଳି କଲେ, କୁନି ପୁଅ ଉପରେ ରାଗ ସୁଝାଇଲା ରାକ୍ଷସ ବାପ । ୨ ବର୍ଷର ପୁଅକୁ ବାଲକୋନରୁ ତଳକୁ ଫିଙ୍ଗି ଦେଲା । ତା ସହ ନିଜେ ବି ଡେଇ ପଡ଼ିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ…

୨୦୨୩ରେ କରୋନା ବିସ୍ଫୋରକ ରୂପ ନେବ

ଚିକାଗୋ: ପୁଣି  ହେବ କରୋନା ବିସ୍ଫୋରଣ । ୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯିବ  । ଏମିତି ଆକଳନ କରିଛି ଆମେରିକାସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ  ମେଟ୍ରକ୍ସ ଆଣ୍ଡ ଏଭଲ୍ୟୁଶନ ବା  ଆଇଏଚଏମଇ । ଆଇଏଚଏମଇ   ଆକଳନ ଅନୁଯାୟୀ,   ମହାମାରୀ କରୋନା ଚୀନରେ ଏପ୍ରିଲ ୧ ସୁଦ୍ଧା   ସର୍ବୋଚ୍ଚ…

ନୀଳନୟନାଙ୍କ ନାଁରେ ନକଲି ପାସପୋର୍ଟ, ବନ୍ଧାହେଲେ ନାଇଜେରିଆର ୩ ନାଗରିକ

ନୂଆଦିଲ୍ଲୀ : ପୂର୍ବତନ ମିସ୍‌ ଓ୍ୱାଲର୍ଡ ତଥା ଅଭିନେତ୍ରୀ ଐଶର୍ଯ୍ୟା ରାୟଙ୍କ ନାଁରେ ନକଲି ପାସପୋର୍ଟ ଧରି ବୁଲୁଥିଲା ନାଇଜେରିଆର ନାଗରିକ । ନୋଏଡ଼ାରେ ୩ ନାଇଜେରିଆ ନାଗରିକଙ୍କୁ ମାଡ଼ିବସିଲା ପୋଲିସ  । ନାଇଜେରିଆର ଏକ ଗ୍ୟାଙ୍ଗ ଏହି ନକଲି ପାସପୋର୍ଟ ଧରି ଲୋକଙ୍କୁ ଠକୁଥିଲେ । ଏହି…

ଚୀନ ପ୍ରସଙ୍ଗରେ ରାହୁଲଙ୍କୁ ବିଜେପିର କଡା ଜବାବ-ଇଏ ନେହରୁଙ୍କ ଭାରତ ନୁହେଁ..

ଜୟପୁର: ଭାରତ-ଚୀନ ସଂପର୍କକୁ ନେଇ ରାହୁଲ ଗାନ୍ଧୀ ଗତକାଲି ଦେଇଥିବା ମନ୍ତବ୍ୟକୁ କଟୁ ସମାଲୋଚନା କରିଛି ବିଜେପି । ଏପରି ମନ୍ତବ୍ୟ ଦେଇ ରାହୁଲ ଗାନ୍ଧି ସେନାଙ୍କ ମନୋବଳ କମାଇ ଦେଇଛନ୍ତି ବୋଲି କହିଛି ବିଜେପି । ଏଥିସହିତ ରାହୁଲଙ୍କ ଅଣ ଜେଜେବାପା ଜବାହରଲାଲ ନେହରୁଙ୍କୁ ବି କଟାକ୍ଷ…

କାର କାଚ ଭାଙ୍ଗି ଲୁଟୁଥିଲେ, ଧରାପଡ଼ିଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା ।ସ୍ପେଶାଲ ସ୍କ୍ୱ ଡ଼ ହାତରେ ଧରା ପଡ଼ିଛନ୍ତି ଗାଡି କାଚ ଭଙ୍ଗା ଗ୍ୟାଙ୍ଗ । ପଶ୍ଚିମବଙ୍ଗର ଏହି ଗ୍ୟାଙ୍ଗ ଓଡିଶା, ବିହାର, ତାମିଲନାଗୁ ଆଦି ରାଜ୍ୟରେ ଆତଙ୍କ ଖେଳାଇ ଦେଇଛନ୍ତି । ଏମାନେ ବୁଲି ଚୋରି କରନ୍ତି । ଏହି ଇଣ୍ଟରଷ୍ଟେଟ…

ରାଜଧାନୀରେ ଉଡ଼ିଲା ଡ୍ରୋନ; ମାରିବ ମଶା

ଭୁବନେଶ୍ୱର: ଭୁବନେଶ୍ୱରକୁ ମଶମୁକ୍ତ କରିବ ଡ୍ରୋନ  । ଟିଫା ଫେଲ ମାରିବା ପରେ ଏବେ ଡ୍ରୋନ ସାହାଯ୍ୟରେ ବିଏମସି ଆରମ୍ଭ କରିବ ମଶମରା ଅଭିଯାନ । ଆଜିଠାରୁ ବିଏମସି ପକ୍ଷରୁ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି  । ସାତ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଭୁବନେଶ୍ଠରର ମଶପ୍ରବଣ ଅଞ୍ଚଳର…

ଦୃଷ୍ଟିହୀନ ଟି୨୦ ବିଶ୍ୱକପ: ଭାରତକୁ କ୍ରମାଗତ ତୃତୀୟ ଟାଇଟଲ

ବାଙ୍ଗାଲୋର: ଏଠାରେ ଅନୁଷ୍ଠିତ ଦୃଷ୍ଟହୀନ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଫାଇନାଲରେ ବାଂଲାଦେଶକୁ ୧୨୦ ରନରେ ହରାଇ ଚାମ୍ପିୟନ ହୋଇଛି । ଭାରତର ଏହା କ୍ରମାଗତ ତୃତୀୟ ଟାଇଟଲ । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୭୭ ରନର ବିଶାଳ ସ୍କୋର କରିଥିଲା । ପ୍ରଥମ ୨ଟି ୱିକେଟ ମାତ୍ର ୨୯ ରନରେ…

୧୨କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସବସିଡି ହେରଫେର୍ ମାମଲାରେ ୩ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: କୃଷି ଉପକରଣ ସବସିଡି ବାବଦକୁ ୧୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେରଫେର ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲା ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁ । ରାଜଧାନୀ, ଦଶପଲ୍ଲା ଓ ବ୍ରହ୍ମପୁରରେ ଗତକାଲିଠାରୁ ଚଢାଉ କରି ଇଓଡବ୍ଲ୍ୟୁ ୩ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ପ୍ରଦୀପ କୁମାର…