ହୃଦୟ ଜିଣିଛି ହଦଗଡ..ଥରେ ଗଲେ ଫେରିବାକୁ ମନବଳୁନି
ହାଟଡିହି: ଏପଟେ ଡ୍ୟାମ..ସେପଟେ ଡ୍ୟାମ.. ମଝିରେ ବିସ୍ତୀର୍ଣ୍ଣ ନୀଳ ଜଳରାଶି । ସବୁଜ ପଣତ ଉଡେଇ ଯେମିତି ଚାରିପଟେ ନାଚୁଛି ଫୁଲେଇ ପ୍ରକୃତି.. । ଯିଏ ଥରେ ଯାଉଛି ସେ ତାର ପ୍ରେମରେ ପଡିଯାଉଛି । ଘଡିଏ ପାଇଁ ଯାଇ ଫେରିବାକୁ ମନ କରୁନି । ଏ ହେଉଛି ପ୍ରାକୃତିକ ସୗେନ୍ଦର୍ଯ୍ୟରେ ବିମଣ୍ଡିତ…