Latest Odisha News

BREAKING NEWS

ହାଡ଼କୁ କିପରି ରଖିବେ ମଜବୁତ ?

ଏକ ସୁସ୍ଥ ଜୀବନ ପାଇଁ ସୁସ୍ଥ ଶରୀର ରହିବା ଅତ୍ୟନ୍ତ ଜରୁରୀ। ରୋଗ ପ୍ରତିରୋଧକ ଶକ୍ତି ଯଦି ଭଲ ଥାଏ ତେବେ ଏକ ସୁସ୍ଥ ଶରୀର ଗଠନ ହୁଏ। ଶରୀରର ବିକାଶ ପାଇଁ ହାଡ଼ର ବିକାଶ ହେବା ଜରୁରୀ। ଆଉ ଏହି ହାଡ଼କୁ ମଜବୁତ ଏବଂ ଶକ୍ତିଶାଳୀ ରଖିବା ଆପଣଙ୍କର ଦାୟିତ୍ୱ। ବିଶେଷଜ୍ଞଙ୍କ ଅନୁଯାୟୀ ହାଡ଼ ସବୁବେଳେ…

ସାବଧାନ: ନକଲି ଡକ୍ୟୁମେଂଟ ଦେଇ ସିମ କାର୍ଡ କିଣିଲେ ଭୋଗିବେ ଜେଲଦଣ୍ଡ

ନୂଆଦିଲ୍ଲୀ: ନକଲି ପ୍ରମାଣପତ୍ର ଦେଇ ଯେଉଁମାନେ ସିମକାର୍ଡ କିଣୁଛନ୍ତି ସେମାନଙ୍କ ଉପରେ ବଜ୍ର ପଡିବାକୁ ଯାଉଛି । ଯେଉଁମାନେ ଏ ଭଳି କରୁଛନ୍ତି ସେମାନଙ୍କୁ ୧ ବର୍ଷ ଜେଲ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉଛି । ଟେଲିକମ…

ପୁରୀ ମେ ଫେୟାର ହୋଟେଲ୍ ରୁମରୁ ଅଣଓଡ଼ିଆ ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ମେ ଫେୟାର ହୋଟେଲର ଏକ ରୁମରୁ ଜଣେ ଅଣଓଡ଼ିଆ ପର୍ଯ୍ଯଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହୋଟେଲର ୧୧୧୧ ନମ୍ବର ରୁମରେ ମହିଳା ଜଣଙ୍କ ରହୁଥିବା ବେଳେ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି । ଆଜି ମେଫେୟାର ହୋଟେଲରେ…

ସାବଧାନ! ଏହି ନୂତନ ମାଲୱେର ହ୍ୟାକ କରୁଛି କ୍ରେଡିଟ କାର୍ଡ, ପାସୱାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ଇଣ୍ଟର୍ନେଟ ଜଗତରେ ଗତ କିଛି ଦିନ ହେବ ନୂତନ ମାଲୱେର ଏରବିୟମ ନାମକ ଭାଇରସ ଚହଳ ସୃଷ୍ଟି କରିଛି। ଏହି ମାଲୱେର ଲୋକପ୍ରିୟ ଭିଡିଓ ଗେମ୍ ମାଧ୍ୟମରେ କ୍ଷତି ଘଟାଉଛି ଏବଂ ଲୋକଙ୍କ କ୍ରେଡିଟ୍ କାର୍ଡ ସୂଚନା, ପାସୱାର୍ଡ ଆଦି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରୁଛି। ଏହା…

ସମସ୍ତ ମହିଳାଙ୍କୁ ଗର୍ଭପାତ ଅଧିକାର ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଆଜି ଭାରତର ମହିଳାମାନଙ୍କୁ ଏକ ବଡ ଅଧିକାର ପ୍ରଦାନ କରିଛନ୍ତି । ଏହା ଅନୁସାରେ ବିବାହିତ ଓ ଅବିବାହିତ ସମସ୍ତ ମହିଳା ନିଜ ଇଚ୍ଛା ଅନୁସାରେ ଗର୍ଭପାତ କରିପାରିବେ । ମେଡିକାଲ ଟିର୍ମନେଶନ ଅଫ ପ୍ରେଗେନ୍ସି ଆକ୍ଟ ଅନୁସାରେ ୨୪ ସପ୍ତାହ ପର୍ଯ୍ୟନ୍ତ…

ଅନୁବାଦ କବିତା : ଏଥର କବିତା ଲେଖି

ମୂଳ ରଚନା : ସୁନୀଲ ଗଙ୍ଗୋପାଧ୍ୟାୟ  ଏଥର କବିତା ଲେଖି ମୁଁ ଏକ ରାଜ ପ୍ରସାଦ ବନେଇବି, ମୋର ଇଚ୍ଛା ଏଥର କବିତା ଲେଖି ମୁଁ ଏକ ପୋଣ୍ଟିୟାକ କାର ଚଢ଼ିବି ମୁଁ ଠିକ ରାଷ୍ଟ୍ରପତି ନହେଲେ ବି ତିନି ପାଦ ଭୂମି ପାଇଁ ପାଦ ଟେକି ରଖିବି। ମେଷ ପାଳକର ଗୀତରେ ଏ ପୃଥିବୀ ଋଣୀ ବହୁଦିନ…

ଭିଜିଲାନ୍ସ ଜାଲରେ ଇଡକୋର ସହକାରୀ ମ୍ୟାନେଜର, ୩ ଜିଲ୍ଲାରେ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋର ସହକାରୀ ମ୍ୟାନେଜରଙ୍କ ଘରେ ଭଜିଲାନ୍ସ ରେଡ୍ କରିଛି । ଇଡକୋର ସହକାରୀ ମ୍ୟାନେଜର (ସିଭିଲ୍) ମନୋଜ କୁମାର ଲେଙ୍କାଙ୍କ ୩ ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଭିଜିଲାନ୍ସ ୨ ଜଣ ଡିଏସପିଙ୍କ ନେତୃତ୍ୱରେ ୧୦ ଜଣ…

ବନ୍ଦ ହୋଇଯିବ ଭୋଡାଫୋନ୍-ଆଇଡିଆ ନେଟୱାର୍କ!

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭୋଡାଫୋନ୍-ଆଇଡିଆ। ନଭେମ୍ବରରୁ ହଠାତ୍ ବନ୍ଦ ହୋଇପାରେ ଭୋଡାଫୋନ୍-ଆଇଡିଆ ନେଟୱାର୍କ। ଯଦି ଏପରି ହୁଏ ତେବେ ଭିଆଇର ୨୫ କୋଟିରୁ ଅଧିକ ଗ୍ରାହକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିବ। ଭୋଡାଫୋନ୍-ଆଇଡିଆ ଉପରେ ଇଣ୍ଡସ୍ ଟାୱାର୍ସର ପ୍ରାୟ ୭୦୦୦ କୋଟି…

ଗରବା କାର୍ଯ୍ୟକ୍ରମରେ ଦୁଇ ମୁସଲମାନ ଯୁବକଙ୍କୁ ମାଡ଼, ଭିଡିଓ ଭାଇରାଲ

ଅହମଦାବାଦ: ନବରାତ୍ରି ଅବସରରେ ଗୁଜୁରାଟର ଅହମଦାବାଦସ୍ଥିତ ଏକ ଅଞ୍ଚଳରେ ଆୟୋଜିତ ଗରବା କାର୍ଯ୍ୟକ୍ରମରେ ଉତ୍ତେଜନା। ଏହି କାର୍ଯ୍ୟକ୍ରମରେ ହିନ୍ଦୁ ସଙ୍ଗଠନର କିଛି ବ୍ୟକ୍ତି ମିଶି ଦୁଇ ମୁସଲମାନ ଯୁବକଙ୍କୁ ମରପିଟ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ମାମଲାରେ ବଜରଙ୍ଗ…

ଅବକାରୀ ଦୁର୍ନୀତି ମାମଲା: ଗିରଫ ବ୍ୟକ୍ତି ବିଜୟକୁ ନେଇ ସିବିଆଇର ନୂଆ ଦାବି

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗରେ ଗିରଫ ହୋଇଥିବା ବିଜୟ ନୟାରଙ୍କୁ ନେଇ ସିବିଆଇ ଏକ ବଡ ଖୁଲାସା କରିଛି । ବିଜୟ ନୟାର ଅତ୍ୟନ୍ତ ଚତୁର। ସେ ଗିରଫ ହେବା ପୂର୍ବରୁ ନିଜର ମୋବାଇଲକୁ ଫର୍ମାଟ କରି ଦେଇଛି । ଏପରି କରି ସେ ଦୁର୍ନୀତିରେ ସଂପୃକ୍ତି ଥିବା ନେଇ ପ୍ରମାଣକୁ…