ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଲା ଭାରତ
ଥିରୁଅନନ୍ତପୁରମ୍: ପ୍ରଥମ ଟି-୨୦ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଛି। ପ୍ରଥମ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୮ ଓ୍ବିକେଟ ହରାଇ ୧୦୬ ରନ୍ କରିଥିଲା । ଭାରତ ୧୬ ଓଭର ୪ଟି ବଲରେ ୨ ଓ୍ବିକେଟ ହରାଇ ୧୧୦ରନ୍ କରି ମ୍ୟାଚ ଜିତିନେଇଛି ।…