ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୩)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସମ୍ଭବ ଅନୁଭବ କରୁଛନ୍ତି ଆସ୍ଥା ପ୍ରକୃତରେ ଠିକ ନାହାନ୍ତି ! ପିଲାମାନେ ବି ଅନୁଭବ କଲେଣି ମାମାଙ୍କର କିଛି ଗୋଟେ ହୋଇଛି ! ପାପାଙ୍କୁ କହି କିଛି ଗୋଟେ କରିବାକୁ ପଡିବ ! କଣ ବି କରିବେ ସେମାନେ ? କୁନି ପିଲା ,ଏପଟେ କରୋନାର…