Latest Odisha News

BREAKING NEWS

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ହୋଇପାରନ୍ତି ଓସିଏ ସଭାପତି

ପୁରୀ: ଯାଜପୁରର ବିଧାୟକ ତଥା ବିଜେଡିର ସାଂଗଠିନକ ସମ୍ପାଦକ ହୋଇପାରନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି। ଯାଜପୁର କ୍ରିକେଟ ଆସୋସିଏସମର ନେତୃତ୍ବ ନେବା ପରେ ତାଙ୍କ ନାଁ ଓସିଏ ଭୋଟର ତାଲିକାରେ ନିକଟରେ ପ୍ରକାଶ ପାଇଥିଲା। ଏହାପରେ ଯେଉଁ ଆକଳନ କରାଯାଉଥିଲା ତାହା ବୋଧହୁଏ ସତ…

କାର୍ତ୍ତିକ ପୂର୍ଣ୍ଣିମାରେ ବାଲିଯାତ୍ରା ପାଳନ

ପାରାଦୀପ : କାର୍ତ୍ତିକ ପୁର୍ଣିମା ଅବସରରେ ବାଲିଯାତ୍ରା ପାଳନ କରାଯାଉଛି l ଦୁଇବର୍ଷ ଧରି କରୋନା ମହାମାରୀ କାରଣରୁ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ବାଲିଯାତ୍ରା ପଡିଆରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ କାହ୍ନୁ…

ବିଏମଡବ୍ଲୁ-କଣ୍ଟେନର ଧକ୍କା, ଦୁର୍ଘଟଣାରେ ୪ ମୃତ

ଲକ୍ଷ୍ନୌ: କଣ୍ଟେନର ଓ ବିଏମଡବ୍ଲୁ କାର ମଧ୍ୟରେ ଧକ୍କା। ୪ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ। ଉତ୍ତର ପ୍ରଦେଶ ସୁଲତାନପୁର ସ୍ଥିତ ପୂର୍ବାଞ୍ଚଳ ଏକ୍ସପ୍ରେସଓ୍ୱେରେ ଏହି ଦୁର୍ଘଟଣା ଘଟିଛି। ମୃତକ ମାନେ କାର ଭିତରେ ଥିଲେ। କାରଟି କଣ୍ଟେନରର ବାମ ପାର୍ଶ୍ୱ ଦେଇ ଯାଉଥିଲା। ଏହି ସମୟରେ ରାସ୍ତା…

ଚାଷୀଙ୍କ ମନମୋହୁଛି ମହୁଚାଷ

କୋରାପୁଟ: ଚାଷୀଙ୍କୁ ଆକୃଷ୍ଟ କରୁଛି ମହୁଚାଷ । ମହୁଚାଷ କରି ଉପକୃତ ହେଉଛନ୍ତି କୋରାପୁଟ ଚାଷୀ  । ନନ୍ଦପୁର ଏବଂ ବୌଇପାରିଗୁଡା ଠାରେ ଆରମ୍ଭ କରାଯାଇଥିଲା ମହୁଚାଷ ।  ନାବାର୍ଡ ଓ ହର୍ଷଟ୍ରଷ୍ଟ ମିଳିତ ସହମତିରେ ମହୁଚାଷ ଆରମ୍ଭ କରାଯାଇଥିଲା। ଏଥିରେ ମୋଟ ୨୫୦ ଗରିବ ଆଦିବାସୀ ଚାଷୀଙ୍କୁ…

ନାଇଟ୍ ସିଫ୍ଟରେ କାମ କରୁଥିବା ମହିଳାଙ୍କୁ ସ୍ତନ କର୍କଟ ଆଶଙ୍କା !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ଯୁଗରେ ଡିଜିଟାଲ୍ ଟେକ୍ନୋଲୋଜି ମଣିଷର ଚ୍ୟାଲେଞ୍ଜକୁ ବଢାଇ ଦେଇଛି। ଲୋକମାନେ ନିଜ କ୍ୟାରିଅରରେ ଆଗକୁ ଯିବାକୁ କଠିନ ପରିଶ୍ରମ କରୁଛନ୍ତି। ସେମାନେ ନିଜର ଭଲ କାମ ଦେବା ପାଇଁ ଅନେକ ଚେଷ୍ଟା କରୁଛନ୍ତି। ଏପରିକି ଅଫିସ କାମରେ ଲୋକେ ଅଧିକ ସିଫ୍ଟ କରୁଛନ୍ତି।…

ଏଥର ଅଫିିସିଆଲ, ଭାରତୀୟ ବିଶ୍ୱକପ ଦଳରେ ସାମିଲ ହେଲେ ସାମି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ମହମ୍ମଦ ସାମିଙ୍କୁ ସାମିଲ କରାଯାଇଛି । ଆଘାତପ୍ରାପ୍ତ ଯଶପ୍ରୀତ ବୁମରାହଙ୍କ ସ୍ଥାନରେ ସେ ଏହି ସୁଯୋଗ ପାଇଛନ୍ତି । ପୂର୍ବରୁ ଏ ନେଇ ଖବର ପ୍ରକାଶ ପାଇଥିଲେ ମଧ୍ୟ ଶୁକ୍ରବାର ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ…

ଫିଲ୍ମ ‘କାନ୍ତାରା’ ଟିମ ସହ ଭେଟି ସଫଳତାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କନ୍ନଡ ବକ୍ସ ଅଫିସରେ ସଫଳତା ହାସଲ କରିବା ପରେ ଫିଲ୍ମ 'କାନ୍ତାରା' ପାନ ଇଣ୍ଡିଆରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରକୁ ଦେଶର ବିଭିନ୍ନ ସ୍ଥାନରୁ ପ୍ରେମ ମିଳୁଛି। ଚଳଚ୍ଚିତ୍ରଟି କନ୍ନଡ ସଂସ୍କରଣରେ ରିଲିଜ୍ ହେବାର ପ୍ରଥମ ଦିନରୁ ଦର୍ଶକଙ୍କ ମଧ୍ୟରେ ଅଧିକ ଉତ୍ସହିତ ସୃଷ୍ଟି…

ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ ପାଇଁ ସିନ୍ଧିଆଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପର ମ୍ୟାଚ୍ ଖେଳାଯିବ । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ବିମାନବନ୍ଦରକୁ…

ସରୁନି ବିସ୍ଥାପିତଙ୍କ ଦୁଃଖ, ଶୁଣୁନି ପ୍ରଶାସନ

ନୂଆପଡା : ବିସ୍ଥାପିତଙ୍କୁ ମିଳୁନି ଉପଯୁକ୍ତ କ୍ଷତିପୂରଣ  । ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି ବିସ୍ଥାପିତ । ନୂଆପଡା ଜିଲ୍ଲାର ବହୁ ପ୍ରତୀକ୍ଷିତ ଜଳସେଚନ ପ୍ରକଳ୍ପ ହେଉଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ। ଏହି ଡ୍ୟାମ ତିଆରି ପାଇଁ ଶହଶହ କୋଟି ଟଙ୍କା ବ୍ୟୟ ବରାଦ…

ଏସିଆ କପ ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ ଯାଇପାରେ ପାକିସ୍ତାନ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ କ୍ରିକେଟ ଖେଳିବା ନେଇ ପାକିସ୍ତାନ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଯିବା ସମ୍ଭାବନା ସୃଷ୍ଟି ହୋଇଛି । ଏଥିପାଇଁ ବିସିସିଆଇ ପ୍ରସ୍ତୁତ ଥିଲେ ମଧ୍ୟ ଶେଷ ନିଷ୍ପତି ଭାରତ ସରକାରଙ୍କ ରହିବ । ସରକାରଙ୍କ ମଂଜୁରୀ ମିଳିଲେ ୧୫ ବର୍ଷ ପରେ ପାକିସ୍ତାନ…