Latest Odisha News

BREAKING NEWS

୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଅଟକାଇଲେ ଟ୍ରେନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ରେନ ଅଟକାଇଲେ ମାଓବାଦୀ। ଗତକାଲି ରାତିରେ ଛତିଶଗଡ ଦାନ୍ତେଓ୍ବାଡା ଠାରେ ମାଓବାଦୀ ମାଲବାହୀ ଟ୍ରେନ ଅଟକାଇଥିଲେ ବୋଲି ସୂଚନା ରହିଛି। ଟ୍ରେନ ଅଟକାଇବା ପରେ ଓ୍ବାକି ଟକି ଲୁଟ୍ କରିନେଇଯାଇଥିବା ସୂଚନା ରହିଛି। ବଚେଲି ଓ ଭାନସି ମଧ୍ଯରେ ମାଲବାହୀ ଟ୍ରେନକୁ…

ଭଦ୍ରକ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ

ଭୁବନେଶ୍ୱର: ପରଲୋକରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ (୬୧) । ଅସୁସ୍ଥ ହୋଇ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଥିଲେ। ମଧୁମେହ, ରକ୍ତଚାପ ହଠାତ ବଢ଼ିଯିବାରୁ ସେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ…

କଂଗ୍ରେସକୁ ଫେରିବେ ଶ୍ରୀକାନ୍ତ ଜେନା !

ଭୁବନେଶ୍ୱର: କଂଗ୍ରେସକୁ ଫେରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ରହିଛି। ଜଣେ କଂଗ୍ରେସ ନେତା ଏହି ସୂଚନା ଦେଇଛନ୍ତି। ଏବେର ପିସିସି ସଭାପତି ଦଳକୁ ମଜବୁତ କରିବାକୁ ଚାହୁଁଛନ୍ତି। ତେଣୁ ଦଳ ଛାଡି ଯାଇଥିବା ଏବଂ ଇସ୍ତଫା  ଦେଇଥିବା…

ଜ୍ୟାକଲିନଙ୍କୁ ପୁଣି ସମନ ଜାରି କଲା ଦିଲ୍ଲୀ ପୋଲିସ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଛି । ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ ଜଡିତ ଥିବା ନେଇ ଘନ ଘନ ଜେରା କରୁଛି ପୋଲିସ। ଏହି ମାମଲାରେ ସେପ୍ଟେମ୍ବର ୧୪ ବୁଧବାର ଅଭିନେତ୍ରୀଙ୍କୁ ସମନ ପଠାଇ…

ଲଟେରୀ ଖୋଲିଦେଲା ଅଟୋ ଡ୍ରାଇଭରଙ୍କ ଭାଗ୍ୟ, ରାତାରାତି ବନିଗଲେ କୋଟିପତି

ଥିରୁବନ୍ତପୁରମ୍: ଭାଗ୍ୟ ବଦଳାଇ ଦେଲା ଲଟେରୀ। ରାତାରାତି ବନିଗଲେ କୋଟିପତି। କିଛି ଟଙ୍କାର ଲଟେରୀ କିଣି କୋଟିପତି ହୋଇଗଲେ ଜଣେ ଅଟୋ ଚାଳକ। ଗରିବ ଉପରେ ଭାଗ୍ୟଦେବୀ ଏପରି ପ୍ରସନ୍ନ ହେଲେ ଯେ ରାତାରାତି ୨୫ କୋଟି ଟଙ୍କାର ଓନାମ୍‌ ବମ୍ପର ଲଟେରୀର ବିଜେତା ବନିଗଲେ। ସେ ହେଉଛନ୍ତି କେରଳର…

କବିତା : ମଙ୍ଗଳ ଗୀତି

ଗଦାଧର ସାହୁ  ଶୁଭେଚ୍ଛୁ ମାନଙ୍କ ସ୍ନେହ ଶ୍ରଦ୍ଧା ପ୍ରେମ ଶ୍ରଦ୍ଧେୟ ମଙ୍ଗଳ ପାଇଁ, ଥାଉ ଚିରଦିନ ରହୁ ଅମଳିନ ଏତିକି ବିନତି ସାଇଁ । ଯେ ପଥେ ଚାଲିବୁ ତାଙ୍କରି ଆଶିଷେ ଆମରି ମଙ୍ଗଳ ପାଇଁ, ସେ ପଥ ତାଙ୍କରି ଆମେ ପଥଚାରି ଦି ଦିନ ପଥିକ ହୋଇ । ଏ ଜୀବନ କ୍ଷୀଣ ନୁହେଁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ଡୋର୍ ଖୋଲି ଦେଖିଲା ବେଳକୁ .... . ତା ମୁଣ୍ଡ ବିନ୍ଧାର ମସ୍ତ ବଡ଼ କାରଣଟା ପୁଣି ଆସି ଉଭା ହୋଇ ଗଲା ,ମାୟା ନାଁ ରେ ! ଆସ୍ଥା ସାମାନ୍ୟ ବିରକ୍ତି ଭରା ସ୍ୱରରେ , "ମାୟା ତୁ ?!"ହଁ , କାଳେ ତମେ ହଇରାଣିଆ ହେବ ତ ସେଇଥି ପାଇଁ ବୋଲି…

ଭାଷା ଭାଗବତ : ପ୍ରତିଭା ନୁହେ ସ୍ମୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତିଭା ନୁହେ ପୂର୍ବ ସ୍ମୃତି ନୂତନ ଚିଂତାଶୀଳ ମତି ଧାରଣ କରେ ଯେଉଁ ବ୍ୟକ୍ତି ଘଟାଇପାରେ ସର୍ବୋନ୍ନତି ଗଚ୍ଛିତ ଜ୍ଞାନ ଅନୁଗତ ପ୍ରଚାର କରି ଅବିରତ ହୁଅଂତିନାହିଁ ଯଦି କ୍ଳାଂତ ନ ରହେ ଜ୍ଞାନର ମହତ୍ତ୍ୱ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମାଉସୀମାଙ୍କ ବିଷୟରେ ଜାଣିବା ପରେ, ସାଧାରଣତଃ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ପ୍ରଭୁ ତାଙ୍କ ମାଉସୀ ଘରକୁ ଯାଉଛନ୍ତି ବୋଲି ଅନେକ କହିଥାନ୍ତି ଓ…

ଅନୁବାଦ ଗଳ୍ପ : ଆସ ଭଉଣୀ ଫତିମା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୦ ମୂଳ ପଞ୍ଜାବୀ: ବଳଦେବ ସିଂହ ଦୀପାବଳି ପୂର୍ବରୁ ଫି’ବର୍ଷ ଘରର ସବୁ ଅଦରକାରୀ ଜିନିଷ ଓ ଅଳିଆ ଆବର୍ଜନା ସଫା କରିବା ମୋର ଅଭ୍ୟାସରେ ପଡ଼ି ସାରିଥିଲା । ପ୍ରତିବର୍ଷ ପରି ଏ ବର୍ଷ ବି ମୁଁ ସେଇ କାମରେ ଲାଗିପଡ଼ିଥିଲି । ଘରୁ ଅଦରକାରୀ…