Latest Odisha News

BREAKING NEWS

ଅଣ୍ଡର ୧୭ ମହିଳା ବିଶ୍ବକପ୍ ଫୁଟବଲ: ଆମେରିକା ୮-୦ ଗୋଲରେ ଭାରତକୁ ହରାଇଲା

ଭୁବନେଶ୍ୱର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଅଣ୍ଡର ୧୭ ମହିଳା ବିଶ୍ବକପ୍ ଫୁଟବଲ । ଏହି ଅବସରରେ ଫିପା ବିଶ୍ୱକପ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

ସାଇବର ଠକଙ୍କ ଶିକାର ହେଲେ ଥାନା ଅଧିକାରୀ

ବ୍ରହ୍ମପୁର: ସାଧାରଣ ଲୋକଙ୍କ ପରେ ବର୍ତ୍ତମାନ ସରକାରୀ ଅଧିକାରୀମାନେ ମଧ୍ୟ ସାଇବର ଠକଙ୍କ ଶିକାର ହେବାରେ ଲାଗିଛନ୍ତି। ଏଭଳି କିଛି ସାଇବର ଅପରାଧର ଶିକାର ହୋଇଛନ୍ତି ଗଞ୍ଜାମ ଜିଲା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ। ତାଙ୍କ ନାଁରେ ଫେସବୁକ୍‌ ଏବଂ ହ୍ବାଟସଆପ୍‌ରେ ଆକାଉଣ୍ଟ ସାଇବର…

ଶେଷ ମ୍ୟାଚ୍ ରେ ସାଉଥ ଆଫ୍ରିକାକୁ ହରାଇ ସିରିଜ ଜିତିଲା ଭାରତ

ନୂଆଦିଲ୍ଲୀ:  ତୃତୀୟ ଦିନିକିଆ ମ୍ୟାଚ୍ ରେ ସାଉଥ ଆଫ୍ରିକାକୁ ପରାସ୍ତ କରିଛି  ଭାରତ । ଶେଷ ମ୍ୟାଚ୍ ଜିତି ସିରିଜ ଜିତିଛି ଟିମ ଇଣ୍ଡିଆ । ଆଜି ଖେଳାଯାଇଥିବା ମ୍ୟାଚରେ  ୭ ଓ୍ବିକେଟରେ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରିଥିବା ସାଉଥ ଆଫ୍ରିକା ଆଜି ଶହେ ରନ ମଧ୍ୟ କରିପାରିନଥିଲା ।  ୨୭.୧…

ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଦୁଇଟି ଖଣ୍ଡା ସହ ଢ଼ାଲ ଚିହ୍ନ

ମୁମ୍ବାଇ: ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମଙ୍ଗଳବାର ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନୀ ଚିହ୍ନ ଭାବେ ଦୁଇଟି ଖଣ୍ଡା ସହ ଢ଼ାଲ ପ୍ରଦାନ କରାଯାଇଛି । ପୂର୍ବରୁ ଦଳର ନାମ ବାଲାସାହେବଚି ଶିବସେନା ରଖାଯାଇ ସାରିଛି । ଅନ୍ଧେରୀ ଉପ ନିର୍ବାଚନରେ ଲଢ଼ିବା ପାଇଁ ଶିନ୍ଦେ ଏବଂ ଉଦ୍ଧବ…

ଅର୍ଚ୍ଚନାଙ୍କୁ ନେଇ ରାଜନୀତି, କଣ କହିବେ ଭାଷା ପାଉନାହାଁନ୍ତି ନେତା

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ପରେ ପୋଲିସର ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଅର୍ଚ୍ଚନାଙ୍କ ରାକେଟ ପଛରେ ବଡ଼ ବଡ଼ ନେତା, ମନ୍ତ୍ରୀ ଅଛନ୍ତି । ସରକାରୀ ଦଳର ପ୍ରଛଦ ପ୍ରୋତ୍ସାହନରେ ଅର୍ଚ୍ଚନା ରାକେଟ ଚଳାଉଥିବା ଅଭିଯୋଗ କରିଛି ବିଜେପି । ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ନେତା,…

ଭାରତର ଏହି ସ୍ଥାନରେ ଅନୁଷ୍ଠିତ ହୁଏ ସାପ ମେଳା, ମନୋସ୍କାମନା ହୁଏ ପୂର୍ଣ୍ଣ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଛୋଟ ବଡ଼ ଗାଁରେ ଠାକୁରାଣୀ ଯାତ୍ରା ହୁଏ। ଆଉ ଏହି ଯାତ୍ରାରେ ବିଭିନ୍ନ ପ୍ରକାର ମେଳା ମଧ୍ୟ ଅନୁଷ୍ଠିତ ହୁଏ। କେଉଁଠି ଖାଦ୍ୟର ମେଳା ବସିଥାଏ ତ ଆଉ କେଉଁଠି ପୋଷାକ, ଘରୋଇ ଉପକରଣ ଆଦି ମେଳା ଲାଗିଥାଏ। କିନ୍ତୁ ବିହାରରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ସାପ ମେଳା…

ଏଠି ହୁଏନି ରାତି, ଖରାର ଆନନ୍ଦ ଉପଭୋଗ କରନ୍ତି ଲୋକେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦିନ ପରେ ରାତି ଆଉ ରାତି ପରେ ଦିନ ହେବା ସୃଷ୍ଟିର ନିୟମ। କିନ୍ତୁ ଭାବିଲେ ଯଦି କେବେବି ରାତି ହେବନି କି ଦିନ ହେବନି କେମିତି କଟିବ ଆପଣଙ୍କ ଦିନ। ଆପଣ ଜାଣନ୍ତି କି ଦୁନିଆରେ ଏପରି ସ୍ଥାନ ରହିଛି ଯେଉଁଠାରେ କେବେ ବି ରାତି ହୁଏ ନାହିଁ। ଦୁନିଆରେ ଏମିତି କିଛି ଦେଶ…

ସାଇକେଲରେ ଚାରିଧାମ ଯାତ୍ରା କରି ଚର୍ଚ୍ଚାରେ ସତ୍ୟବ୍ରତ

ପୁରୀ : ମନରେ ଶ୍ରଦ୍ଧା ଓ ଭକ୍ତି ଥିଲେ ଅସମ୍ଭବ କାର୍ଯ୍ୟ ବି ମଣିଷ ସମ୍ଭବ କରି ଦେଖାଇଥାଏ  । ତେବେ ସେଭଳି ଏକ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ସତ୍ୟବ୍ରତ ଦାସ। ସାଇକେଲ ଯୋଗେ ପୁରୀରେ ପହଞ୍ଚି ସତ୍ୟବ୍ରତ ଲୋକଙ୍କ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି  । କଟକ ଫୁଲନଖରା ଅଞ୍ଚଳର ଯୁବକ…

ବିଗ୍ ବସ୍-୧୬ରେ ଏଣ୍ଟ୍ରି କରିବେ କି ଶେର୍ଲିନ୍ ଚୋପ୍ରା? ଟୁଇଟରେ ସାଜିଦଙ୍କୁ କଲେ ଟାର୍ଗେଟ

ମୁମ୍ବାଇ: ବିଗ୍ ବସ୍ ୧୬ ର ବିବାଦୀୟ ପ୍ରତିଯୋଗୀ ସାଜିଦ୍ ଖାନଙ୍କ ପ୍ରବେଶକୁ ନେଇ ଶେର୍ଲିନ୍ ଚୋପ୍ରା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଶେର୍ଲିନ୍ ମଧ୍ୟ ମନ୍ଦାନା କରିମି ଏବଂ କାମିଆ ପଞ୍ଜାବୀ ଭଳି ଏହି ତାଲିକାରେ ସାମିଲ ହୋଇଛନ୍ତି। ଅନେକ ଟିଭି ତାରକା ବଲିଉଡ ନିର୍ଦ୍ଦେଶକ ସାଜିଦ…

ସ୍କୁଲ ନଯିବା ଜିଦରେ ଦେହରେ କିରାସିନି ଢାଳିଦେଲେ ଛାତ୍ର

ଯାଜପୁର: ଛାତ୍ରଙ୍କୁ ମହଙ୍ଗା ପଡ଼ିଲା ସ୍କୁଲ ନଯିବା ଜିଦ୍‌  । ଟମକା ଥାନା ସମର ପିଟା ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍କୁଲ ନ ଯିବାକୁ ଜିଦ କରି ଦେହରେ କିରାସିନି ଢାଳି ହୋଇ ନାବାଳକ ଆତ୍ମହତ୍ୟା ଉଦ୍ୟମ କରିଛି ଛାତ୍ର । ଏହି ଘଟଣାକୁ ନେଇ  ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି…