Latest Odisha News

BREAKING NEWS

ଆଜି ରାଜ୍ୟ କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଓଡ଼ିଶାରେ ଭାରତ ଯୋଡ଼ୋ ଯାତ୍ରା ଆୟୋଜନ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଓଡ଼ିଶାରେ  କାର୍ଯ୍ୟକ୍ରମ କେବେ ହେବ ସେ ନେଇ କଂଗ୍ରେସ ନେତାମାନେ ଆଲୋଚନା କରିବେ । ବୈଠକରେ ଯୋଗଦେବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ…

ଅନୁସୂଚିତ ଜନଜାତି ତାଲିକାରେ ୧୬୦ରୁ ଅଧିକ ଜନଜାତିଙ୍କୁ ସାମିଲ ପାଇଁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ତାଲିକାରେ ରାଜ୍ୟର ୧୬୦ରୁ ଅଧିକ ଜନଜାତିଙ୍କୁ ସାମିଲ କରାଯିବାକୁ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ବହୁଦିନ ଧରି ରାଜ୍ୟ ପକ୍ଷରୁ ଏଭଳି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆତ୍ମସମର୍ପଣ କଲେ ୭୦୦ରୁ ଊର୍ଦ୍ଧ୍ବ ମିଲିସିଆ

ମାଲକାନଗିରି: ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଦେଖି ସଙ୍ଗଠନ ଛାଡିଛନ୍ତି ମିଲିସିଆ । ମାଲକାନଗିରି ଜିଲ୍ଲାରୁ 700ରୁ ଅଧିକ ମିଲିସିଆ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।  ମାଓ ସଙ୍ଗଠନ ଛାଡ଼ି ସାଧାରଣ ଜୀବନ ସ୍ରୋତରେ ସାମିଲ ହେଉଛନ୍ତି  ଆଦିବାସୀ । ପୋଲିସର ସଚେତନତା ପରେ  …

ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜିରେ ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା

ଭୁବନେଶ୍ବର: ବଦଳିବ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ର ରୂପରେଖ ।  ୫ ବର୍ଷରେ ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା  । ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ୨୦୨୬ ସୁଦ୍ଧା ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ…

ନେହେରୁ ଯେଉଁ ଆସନରୁ ଲଢ଼ି ପ୍ରଧାନମନ୍ତ୍ରୀ ହୋଇଥିଲେ ସେହି ଆସନରୁ ଲଢ଼ିବେ ନୀତୀଶ !

ନୂଆଦିଲ୍ଲୀ: ଦେଶରେ ଯିଏ ସରକାର ଗଢ଼ିବାକୁ ଚାହିଁବ ତାକୁ ପ୍ରଥମେ ୟୁପି ରାଜନୀତିକୁ ଦଖଲ କରିବାକୁ ହେବ। ଯଦି ୟୁପିରେ ଭଲ ଫଳାଫଳ ହେବ ତାହେଲେ ଦିଲ୍ଲୀ ଆଉ ଦୂର ନୁହେଁ। ଏହି ସମୀକରଣରେ ମୋଦୀ ହୁଅନ୍ତୁ ଅବା ଅନ୍ୟ ନେତା ମଧ୍ୟ ୟୁପିରୁ ସାଂସଦ ଭାବେ ନିର୍ବାଚନ ଲଢି ପ୍ରଧାନମନ୍ତ୍ରୀ ଆସନରେ…

ମୋଦୀଙ୍କୁ ରାହୁଲଙ୍କ ପ୍ରଶ୍ନ: ଚିତା ଆସିଲା, ଚାକିରି କାହିଁକି ଆସୁନି ?

ନୂଆଦିଲ୍ଲୀ: ଭାରତକୁ ଆସିଲା ବହୁ ପ୍ରତିକ୍ଷୀତ ଚିତାବାଘ । କିନ୍ତୁ ଦେଶକୁ କାହିଁକି ଚାକିରି ଆସୁନି? କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ଏହା ପଚାରିଛନ୍ତି। ଚୀତା ଭାରତ ଆସିବା ଏବଂ ଦେଶର ବେକାରୀ ସହିତ ଯୋଡି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

୧୯ ଜଣଙ୍କ ଜୀବନ ବଞ୍ଚାଇଲେ ଭାରତୀୟ ତଟରକ୍ଷୀ

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ନିକଟ ଆରବ ସାଗରରେ ୧୦୨ ମିଟର ଲମ୍ବା ବିଦେଶୀ ମାଲ ପରିବହନ ଜାହାଜ ବୁଡ଼ିଯାଉଥିବା ବେଳେ ଏଥିରେ ଥିବା ସଦସ୍ୟମାନଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରିଛନ୍ତି। ବୁଡ଼ି ଯାଉଥିବା ଜାହାଜ ଓମାନରୁ ଭାରତକୁ ଆସୁଥିଲା। ରତ୍ନଗିରି ନିକଟରେ ପହଞ୍ଚିବା ପରେ…

୪ ଦିନିଆ ପୁଲିସ ହେପାଜତକୁ ଗଲେ ଆପ୍ ବିଧାୟକ ଅମାନତୁଲ୍ଲା ଖାନ

ନୂଆଦିଲ୍ଲୀ: ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଚାରି ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି କୋର୍ଟ ।  ଦିଲ୍ଲୀ ୱାକଫ ବୋର୍ଡ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଗିରଫ ହୋଇଥିଲେ ଆପ ବିଧାୟକ ଅମାନତୁଲ୍ଲା ଖାନ । ଏବେ ତାଙ୍କୁ ପୋଲିସ ଜେରା କରିବା ପାଇଁ ସ୍ବତନ୍ତ୍ର ସିବିଆଇ କୋର୍ଟ…

ଜାତୀୟ ଲଜିଷ୍ଟିକ୍ସ ନୀତି ପଛରେ ୮ ବର୍ଷର କଠିନ ପରିଶ୍ରମ ରହିଛି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଲଜିଷ୍ଟିକ୍ସ ନୀତି (ଏନଏଲପି)ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏକ ବିକଶିତ ରାଷ୍ଟ୍ର ଭାବେ ଭାରତକୁ ପ୍ରତିଷ୍ଠିତ କରିବା…

ଓଡିଶା ହକି ଚାମ୍ପିୟନଶିପ ପଦାର୍ପଣ ମୁକାବିଲାରେ ଚାମ୍ପିୟନ ହେଲା ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର: ଓଡିଶା ହକି ଚାମ୍ପିୟନଶିପର ପଦାର୍ପଣ ମୁକାବିଲାରେ ଇଷ୍ଟ କୋଷ୍ଟ ରେଲୱେ ଚାମ୍ପିୟନ ହୋଇଛି । ଶନିବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଇଷ୍ଟ କୋଷ୍ଟ ରେଲୱେ ୧-୦ ଗୋଲରେ ଖୋର୍ଦ୍ଧାକୁ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି । ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ ଏହି…