Latest Odisha News

BREAKING NEWS

ଆଇପିଏଲରେ ଲାଗୁ ହେବ ଇମ୍ପାକ୍ଟ ପ୍ଲେୟାର ନିୟମ

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ରୋମାଂଚ ଭରି ରହିଥିବା ବେଳେ ଏଥିରେ ଆହୁରି ମସଲା ଯୋଗାଇବା ପାଇଁ ବିସିସିଆଇ ମୁଣ୍ଡ ଖେଳାଇଲାଣି । କ୍ରିକେଟ ପ୍ରଶଂସକଙ୍କୁ ବାନ୍ଧି ରଖିବା ପାଇଁ ଆଇପିଏଲରେ ଗୋଟିଏ ଟିମ ଚୂଡାନ୍ତ ଏକାଦଶରେ ୧୧ ବଦଳରେ ୧୫ ଖେଳାଳି ସାମିଲ କରିପାରିବା ନିୟମ ଲାଗୁ କରିବା ପାଇଁ…

ପାଣି ପଞ୍ଚାୟତ ସମୀକ୍ଷା ବୈଠକରେ ବିଧାୟକଙ୍କ ଉଦବେଗ, ୮ ଦିନ ମଧ୍ୟରେ ତଥ୍ୟ ଦେବାକୁ ଅଧିକାରୀଙ୍କୁ ତାଗିଦ୍

ନୂଆପଡ଼ା: ୨୦୨୧ ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ନୂଆପଡ଼ାର ୧୩ ହଜାର ୨୦୦ ହେକ୍ଟର ଚାଷଜମି ସହ ବଲାଙ୍ଗିରର ୧୬ ହଜାର ୭ ଶହ ହେକ୍ଟର ଜମି ଜଳ ସେଚିତ ହୋଇଥାନ୍ତା । ଯେଉଁଥିରେ ଉପକୃତ…

କୁଳାଙ୍ଗାର ଉବାଚ : ଅନଲାଇନ ଆକ୍ରମଣ

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା ସୂର୍ଯ୍ୟ ଉଦୟ ହେଉଚି କି ନାଇଁ, ଜହ୍ନରୁ କଣ ଦାଗ ଲିଭିଲାଇଁ? ଫୁଲରେ କଣ ସେମିତି ବସୁଛି ଭଅଁର, ଗାଆଁରୁ କେତେ ଦୂର ବାକିଅଛି ସହର?? ଏତେକଥା କହିହେବ ନାଇଁ, ଅନ୍ଲାଇନି ଜୀବନରେ ସମୟ କାଇଁ?? ଚିଠି ତ ଗଲାଣି ବହୁଦିନରୁ ଶୋଇ, ଏବେ ଅନାହାର ମୃତ୍ୟୁ…

ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଉପଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

କାମାକ୍ଷାନଗର: ହିତାଧିକାରୀ ଜଣେ, କିନ୍ତୁ ଜିଓ ଟ୍ୟାଗିଂରେ ଫଟୋ ଲାଗିଛି ଆଉ ଜଣଙ୍କର । ଦସ୍ତାବିଜରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ହିତାଧିକାରୀ ହେଉଛନ୍ତି ଅଜୟ କୁମାର ସାହୁ । କିନ୍ତୁ ଜିଓ ଟ୍ୟାଗିଂରେ ଦିଆ ଯାଇଥିବା ଫଟୋରେ ରହିଛି ଅନ୍ୟ ଜଣଙ୍କ ନାଁ । ଏଭଳି ଏକାଧିକ ଆୱାସ ଯୋଜନା…

ଟି୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଏସିଆ କପ ଚାମ୍ପିୟନ ଟିମ

କଲମ୍ବୋ: ଏସିଆ କପ ଚାମ୍ପିୟନ ଶ୍ରୀଲଙ୍କା ଟିମ ଆଜି ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଦଳ ଘୋଷଣା କରିଛି । ଦାସୁନ ଶାନକାଙ୍କ ନେତୃତ୍ୱରେ ଘୋଷିତ ଦଳରୁ ଦୀନେଶ ଚାନ୍ଦିମାଲାଙ୍କୁ ବାଦି ଦିଆଯାଇ ଷ୍ଟାଣ୍ଡବାଇରେ ରଖାଯାଇଛି । ପେସ ବୋଲର ଦୁଷ୍ମଥ ଚମିରା ଦଳକୁ ଫେରିଛନ୍ତି । ପାକିସ୍ତାନ ହରାଇ…

ଚୀନର ଆତଙ୍କବାଦ ପ୍ରେମ ! ମୁମ୍ବାଇ ଆକ୍ରମଣର ଆତଙ୍କବାଦୀକୁ କଳାତାଲିକା ଭୁକ୍ତ ପ୍ରସ୍ତାବକୁ ବିରୋଧ

ନୂଆଦିଲ୍ଲୀ: ସାଜିଦ ମିରକୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିବାକୁ ଦାବି ହୋଇଛି। ମିଳିତ ଜାତିସଂଘରେ ଲଶ୍କର-ଏ-ତୋଇବା ଆତଙ୍କବାଦୀ ସାଜିଦ ମିରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଆମେରିକା ପ୍ରସ୍ତାବକୁ ଦେଇଛି। ଏହି ପ୍ରସ୍ତାବକୁ ଭାରତ ମଧ୍ୟ ସମର୍ଥନ କରିଛି। ମିର ହେଉଛି…

ଜାତୀୟ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ କଲ୍ୟାଣୀ

ନୂଆଦିଲ୍ଲୀ: ଜାତୀୟ ସ୍ତରୀୟ ପ୍ରଦର୍ଶନ ଏବଂ ପ୍ରକଳ୍ପ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ। ବରଗଡର କଲ୍ୟାଣୀ ସାହୁ ହେଲେ ପୁରସ୍କୃତ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହାପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ବରଗଡ଼ ଜିଲ୍ଲାର ଛାତ୍ରୀ କଲ୍ୟାଣୀ…

ଚୀନର ଜିଏସଆଇ ପ୍ରସ୍ତାବକୁ ପ୍ରତ୍ୟାଖ୍ଯାନ କଲା ଭାରତ, କ’ଣ ଏହି ଜିଏସଆଇ?

ଉଜବେକିସ୍ତାନ: ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ହୋଇଥିବା ଏସସିଓ ସମ୍ମିଳନୀରେ ବିଶ୍ୱର ଅନେକ ନେତା ସାମିଲ ହୋଇଥିଲେ। ଏହି ସମ୍ମିଳନୀରେ ଚୀନର ବିସ୍ତାରବାଦୀ ଚିନ୍ତାଧାରାକୁ ଚେକ୍ ଦେଇଛନ୍ତି ଭାରତ ସମେତ ଅନେକ ଦେଶ। ଚୀନ୍ ଜିଏସଆଇ ପାଇଁ ଏହି ବୈଠକ ଜରିଆରେ ପ୍ରସ୍ତାବ ଦେଇଥିଲା। ହେଲେ…

ଗୋଟିଏ ବୈଠକରେ ଏକାଠି ହେବେ ଶାହ, ମମତା ଏବଂ ନବୀନ

କୋଲକାତା: ପୂର୍ବ ଆଞ୍ଚଳିକ ସୁରକ୍ଷା ପରିଷଦର ବୈଠକ ନଭେମ୍ବରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସୂଚନାନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବୈଠକରେ ଯୋଗଦେବାର ସମ୍ଭାବନା ରହିଛି। ନଭେମ୍ବର ପ୍ରଥମ ସପ୍ତାହରେ ଏହି ବୈଠକ ଅନୁଷ୍ଠିତ ହୋଇପାରେ। ନଭେମ୍ବର ୫ରେ ଏହି ବୈଠକ…

ଭାରତର ଆଭିମୁଖ୍ୟ ଦେଖି ଚିଡ଼ିଗଲା ପାକିସ୍ତାନ

ଉଜବେକିସ୍ତାନ: ଆସନ୍ତା ବର୍ଷ ଭାରତ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରିବ। ଏଥିପାଇଁ ଚୀନ୍ ସମେତ ଅନେକ ଦେଶ ଭାରତକୁ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି। କିନ୍ତୁ ପାକିସ୍ତାନ ଏ ପର୍ଯ୍ୟନ୍ତ ଏଥିରୁ ଦୂରେଇ ରହିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ କହିଛନ୍ତି ଯେ ଆସନ୍ତା…