ଭାଷା ଭାଗବତ : କ୍ଷତି ପୂରଣ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୮
ଅନେକ ସୂକ୍ଷ୍ମଗ୍ରାହୀ ଚିତ୍ତ
ଗ୍ରାହ୍ୟ କରିବା ଯୋଗୁଁ ପ୍ରୀତ
ମୁଁ ହୋଇ ବେଶି ଭାଷାସକ୍ତ
ଲେଖୁଛିଁ ସ୍ପଷ୍ଟ ଭାବ, ମତ
ଏ ଭାଷା ହେଲେ ଲୋକାଦୃତ
ପୂର୍ଣ ହେବ ମୋ ମନୋରଥ
ଶିଶୁଂକୁ ଦେଇ ଏବେ ଧ୍ୟାନ
ଲେଖୁଛିଁ ପ୍ରାୟ ପ୍ରତିଦିନ…