Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର: ରାଜ୍ୟ ଯୋଗାଣ ବିଭାଗର ମୁଖ୍ୟାଳୟର ଯୋଗାଣ ଅଧିକାରୀ ଆନନ୍ଦ ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଅଫିସ୍ ସହ ଆଉ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା…

 ତାତି ନୁହେଁ, ପ୍ରାକୃତିକ ସଂକ୍ରମଣ ଭୟ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଗ୍ଲୋବାଲ୍ ୱାର୍ମିଂ ଆଜି କିଛି ନୂଆ କଥା ନୁହେଁ । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମାଧ୍ୟମରେ ଏହାର ପ୍ରଭାବ ପୃଥିବୀର ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳେ । ତଥାପି, ଆଉ ଏକ ବିପଦ ଅଛି ଯାହା ଏହି ଉଷ୍ମତା ଠାରୁ ଦୂରେଇ ଯାଉଛି - ସଂକ୍ରମଣ ।…

+୨ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆଜିଠୁ

ଭୁବନେଶ୍ବର : ଯୁକ୍ତ୨ ଦ୍ବିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହେବ। ରାଜ୍ୟର ୧୦୦ଟି ମୂଲ୍ୟାୟନ କେନ୍ଦ୍ରରେ ୮ ହଜାରରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ଉତ୍ତର ଖାତା ମୂଲ୍ୟାୟନ କରିବେ। ପ୍ରଥମ ପର୍ଯ୍ୟାୟ ତୁଳନାରେ ଏଥର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ଗୋଟିଏ ହ୍ରାସ ପାଇଛି। ମାତ୍ର…

ରାଜ୍ୟରେ ୫ ଦିନ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ଦିନ ପ୍ରାକ୍‌-ମୌସୁମୀ ବର୍ଷା ହୋଇଛି। ଏହା ରାଜ୍ୟର ଆଉ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବା ପାଇଁ ବାଟ ଫିଟାଇଛି। ଆଜିଠାରୁ ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା (୭୦ରୁ ୧୧୦ ମିମି)ରୁ ଅତିପ୍ରବଳ ବର୍ଷା…

ବିଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ବହୁଦିନ ପରେ ବିଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ରୋମ୍ ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ନେତାଙ୍କୁ ନନେଇ ଅଫିସରଙ୍କନେଇ ଭୋର ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ବିଦେଶ ଯାତ୍ରା ଆରମ୍ଭ କରିଛନ୍ତି । ରୋମ ରହଣୀ ସମୟରେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ କୁବେର କୈଳାଶ ପର୍ବତରେ ଅଳକାପୁରୀ ନିର୍ମାଣ କରି ସେଠାରେ ରହିଗଲେ । ପିତା ଆଉ କ'ଣ କହିବେ? ସେ ନିରବ ରହିଲେ। ଏହାପରେ ରାବଣ ଅଳକାପୁରୀକୁ ମଧ୍ୟ ଆକ୍ରମଣ କରିଥିଲେ । " " ଅନେକ ବିଳମ୍ବ ହେଲାଣି ଆଜି। ମୋତେ ବର୍ତ୍ତମାନ ଫେରି…

ଭାଷା ଭାଗବତ : ଭାଷାର ପ୍ରକୃତ ରକ୍ଷକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୨  ଭିତରେ ଥାଏ ଜ୍ଞାନ, ବଳ ବାହାର କଲେ ମିଳେ ଫଳ ହୋଇଲେ ଅତି ସାବଧାନ ଅଟକିରହେ କାର୍ଯମାନ ପ୍ରଥମେ ଯାଉଁ କାମ କରି ତା'ପରେ ପାରିବା ସୁଧାରି ମନରେ ଧରିଥିଲେ ଦ୍ବିଧା କାମରେ ଉପୁଜାଏ ବାଧା ଅତିଶୁଦ୍ଧତା ଲୋଡ଼ୁଥିଲେ ପଡ଼ିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ "କେଶବ "ନାମର ବ୍ୟାଖ୍ୟା ଅମରକୋଷରେ ମଧ୍ୟ ରହିଛି। ଯଥା ବିଷ୍ଣୁ ନାରାୟଣଃ କୃଷ୍ଣ ବୈକୁଣ୍ଠ ବିଷ୍ଟରଶ୍ରବା, ଦାମୋଦର ହୃଷିକେଶ କେଶବ ମାଧବସ୍ୱ ଭୂ ",…

ବେଙ୍ଗାଲୁରରେ ଭାରତର ପ୍ରଥମ ଏୟାର କଣ୍ଡିସନ ଷ୍ଟେସନ ଉଦଘାଟନ କରିବେ ମୋଦି

ବାଙ୍ଗାଲୋର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧୨.୩୦ରେ, ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ (ଆଇଆଇଏସସି) ବେଙ୍ଗାଲୁରୁ ପରିଦର୍ଶନ କରିବେ, ଯେଉଁଠାରେ ସେ ସେଣ୍ଟର ଫର ବ୍ରେନ ରିସର୍ଚ୍ଚ (ସିବିଆର)କୁ ଉଦଘାଟନ କରିବେ ଏବଂ…

ଅକଲ ତେରି ଚାଲ୍ ମେରି, ଧଳା ଜହରର ମହିଳା ସର୍ଦ୍ଦାର ରିନା ଜେନା ଗିରଫ

ଭୁବନେଶ୍ୱର: ନିଶା କାରବାରରେ ଗୁଲାବି ଗ୍ୟାଙ୍ଗ୍ । ଭୁବନେଶ୍ୱର ଛାଇଗଲେଣି ଲେଡି ପେଡଲର । କଲୋନିଠୁ ଛକ ହାଇପ୍ରୋଫାଇଲ ହୋଟେଲ ହେଉ ବା ବସ୍ତି ଭୁବନେଶ୍ୱର ଚାରିଆଡେ ବ୍ରାଉନସୁଗାର ଲେଡିଙ୍କ ନେଟୱର୍କ। ପୋଲିସଠୁ ବର୍ତ୍ତିବାକୁ ନିଶା କାରବାର ଆପଣାଇଛନ୍ତି କିଛି ମହିଳା ଓ ଯୁବତୀ। ଯାହାକି ସହଜରେ…