ଜିଆରଏସଙ୍କ ମାସକୁ ଦରମା ୮ ହଜାର ୫୦୦, ସମ୍ପତ୍ତି କୋଟି କୋଟି ଟଙ୍କାର
ଭୁବନେଶ୍ୱର: ଜେଲ ଗଲେ କୋଟିପତି ଜିଆରଏସ। ଯିଏ ମାସକୁ ପାଆନ୍ତି ସାଢେ ଆଠ ହଜାର ଟଙ୍କା ଦରମା। ହେଲେ ରୁହନ୍ତି ସେହି ତିନିମହଲା ଘରେ ଯାହାର ଦାମ ୧କୋଟି ୨୪ଲକ୍ଷ। କେବଳ ସେତିକି ନୁହେ ଭୁବନେଶ୍ୱର ରେ ଗୋଟିଏ ୧୪ଲକ୍ଷ, ଆଉ ଗୋଟିଏ ୩୨ ଲକ୍ଷର ୨ଟି ଘର ସହ ୧୪ଲକ୍ଷର ଏକ ଫ୍ଲାଟ ।
ଏଥି ସହ ୫ଲକ୍ଷର…