Latest Odisha News

BREAKING NEWS

ପୁରୀ ପରିକ୍ରମା ପ୍ରସଙ୍ଗ: ଅପରାଜିତା ଏବଂ ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କଲେ ପିନାକୀ

ଭୁବନେଶ୍ୱର: ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୁଣି ଥରେ ଜବାବ ରଖି ପୁରୁଣା କଥା ଦୋହରାଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ବିରୋଧୀ ବିଜେପି ଏହି ପ୍ରସଙ୍ଗରେ କେବଳ ରାଜନୀତି କରୁଛି । ଆଉ କିଛି ନୁହେଁ । ସବୁକିଛି ନିୟମ ଆଧାରରେ ହେଉଛି ବୋଲି ପିନାକୀ ମିଶ୍ର କହିଛନ୍ତି ।…

ପୁରୀ ପ୍ରକଳ୍ପ ପ୍ରସଙ୍ଗରେ ଗଜପତିଙ୍କ ଜବାବ ସନ୍ଦେହ ଜନକ: ନରସିଂହ

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ତେଜିଛି ରାଜନୀତି । ଆଜି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିକଟରେ ଗଜପତି କହିଥିଲେ ଶ୍ରୀମନ୍ଦିର ସୁରକ୍ଷିତ । କିନ୍ତୁ ଗଜପତିଙ୍କ ଏହି ବୟାନ ସନ୍ଦେହଜନକ ବୋଲି ନରସିଂହ ମିଶ୍ର…

‘ଭିଡ ଥିବା ଟ୍ରେନରୁ ଯାତ୍ରୀ ଖସିପଡ଼ିଲେ କ୍ଷତିପୂରଣ ଦେବ ରେଳ ବିଭାଗ’

ମୁମ୍ବାଇ: ଭିଡ ଥିବା ଟ୍ରେନରୁ ଯାତ୍ରୀ ଖସପଡି ଦୁର୍ଘଟଣାର ଶିକାର ହେଲେ କ୍ଷତିପୂରଣ ଦେବ ରେଳ ବିଭାଗ । ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜଷ୍ଟିସ ଭାରତୀ ଡାଙ୍ଗରେ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଯାତ୍ରୀ ଟ୍ରେନରୁ ଖସିପଡିବା ପରେ ଗୋଡରେ ଆଘାତ ଲାଗିଥିଲା ।…

ପୁରୀ ଯିବା ବେଳେ ସାଂସଦ ଅପରାଜିତାଙ୍କ ଗାଡ଼ିକୁ ରୋକିଲା ପୋଲିସ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁରରେ ପୁଲିସ ଅଟକାଇଥିଲା । ଏନେଇ ନିଜେ ପୁରୀ ଏସପି ସୂଚନା ଦେଇଛନ୍ତି । ଏହାପରେ ଭୁବନେଶ୍ଵର ସାଂସଦ  ନିଜ ସମର୍ଥକଙ୍କ ସହ ପାଦରେ ଚାଲିଚାଲି ମହାପ୍ରଭୁଙ୍କ ଦର୍ଶନ କରିବାକୁ…

ଦୋକାନୀଙ୍କୁ ଗୁଳିମାଡ଼ : ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଖଡିବାହାଲି ଛକ ନିକଟରେ ଜଣେ ଦୋକାନୀଙ୍କୁ ଗୁଳିମାଡ଼  । ଗୁରୁତର ଅବସ୍ଥାରେ ଦୋକାନୀ ଜଗବନ୍ଧୁ ମହାପାତ୍ରଙ୍କୁ ପ୍ରଥମେ ହରିଚନ୍ଦନପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ଦୁଇ ଜଣ ଯୁବକ ମାତାଲ…

ପୁରୀ ଅଭିମୁଖେ ଭୁବନେଶ୍ବର ସାଂସଦ ଅପରାଜିତା

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ମଧ୍ୟରେ ଆଜି ପୁରୀ ଗସ୍ତ କରୁଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ପୂର୍ବାହ୍ନରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍‌ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି : ଚାରି ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ…

ବ୍ୟଙ୍ଗ : ଭଗବାନ ତୁସି ଗ୍ରେଟ ହୋ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର ଏଇ କିଛି ଦିନ ତଳର କଥା । ସନ୍ଧ୍ୟାରେ ପତ୍ନୀଙ୍କ ସାଙ୍ଗରେ ଝଗଡା । ଝଗଡାଟା ମୋର ଦେହସୁହା କଥା । କାରଣ ତାଙ୍କ ଅଭିଯୋଗର ତାଲିକା ଏତେ ଲମ୍ବା ଯେ ତାକୁ ପୂରା କରୁ କରୁ ଦାମ୍ପତ୍ୟର ଗୋଟିଏ ଜନ୍ମର ବାରଅଣା ଜୀବନ ସରିଗଲାଣି । ଆହୁରି ଛଅ ଜନ୍ମ ପାଇଁ…

କବିତା : ପ୍ରକୃତି ରାଣୀ

ବାସନ୍ତୀ ଲତା ଜେନା  ପ୍ରକୃତି ରାଣୀ ସ୍ରଷ୍ଟାଙ୍କର ସୃଷ୍ଟି ଅତୁଳନୀୟ ସୁଷମା ଶୋଭା ଭଣ୍ଡାରର ଗନ୍ତାଘର ସେତ ତାକୁ ଦେବା କି ଉପମା ll ସବୁଜିମା ଭରା ଏ ସାରା ଧରଣୀ ସତେ କି ପିନ୍ଧିଛି ପାଟ ବନ ଉପବନ ମନୋହର ଦିଶେ ଦିଶୁ ଥାଏ ଝଟ ଝଟ ll ପାହାଡି ଝରଣା କୁଳୁ କୁଳୁ ନାଦେ ତଳକୁ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୧  ଆଉ କେତେ ଦିନ ଏଇ ଗେଷ୍ଟ ହାଉସ୍‌ରେ ରହିଥିବ ଅରୁ? ଠିକ୍ କହିଲ କୁମାର । କାଲି ହିଁ ଗାଁ ଆରପାଖ ମନ୍ଦିର ପାଖରେ ଗୋଟେ ଘର ବୁଝିଛି । ଦୁଇ ବଖରା । ବାରି ବଗିଚା । ଆଗରୁ ଯିଏ ରହୁଥିଲେ, ଏବେ ଛାଡିଛନ୍ତି ।…