କାର୍ତିକ, କିୟାରାଙ୍କ ସତ୍ୟନାରାୟଣ କି କଥା ଫିଲ୍ମର ବଦଳିଲା ଟାଇଟଲ
ମୁମ୍ବାଇ: କାର୍ତିକ ଆର୍ଯ୍ୟନ ଓ କିୟାରା ଆଡଭାନୀଙ୍କ ଆଗାମୀ ଫିଲ୍ମ ସତ୍ୟନାରାୟଣ କି କଥା ଫିଲ୍ମର ଟାଇଟଲ ବଦଳିଛି । କିୟାରାଙ୍କ ଜନ୍ମ ଦିନରେ କାର୍ତିକ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏବେ ଏହାର ନାମ ସତ୍ୟପ୍ରେମ କି କଥା ରଖାଯାଇଛି । ସତ୍ୟନାରାୟଣ କି କଥା ଟାଇଟଲକୁ ନେଇ…