Latest Odisha News

BREAKING NEWS

ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ

ଭୁବନେଶ୍ୱର : ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ । ରାଜନୀତି ନକରି ASI କ’ଣ କହୁଛି, ତା’ ପାଇଁ ଅପେକ୍ଷା କରିବା ଦରକାର । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହୁ । ମହାପ୍ରଭୁ…

ପିସିସି ସଭାପତି ପରିବର୍ତ୍ତନ ପ୍ରକ୍ରିୟା: ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ ପ୍ରଭାରୀ

 ଭୁବନେଶ୍ୱର: ମେ ପ୍ରଥମ ସପ୍ତାହରେ ପିସିସି ସଭାପତି ପରିବର୍ତ୍ତନ । କଂଗ୍ରେସ ବୈଠକ ପରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସୂଚନା । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଓଡିଶା ଗସ୍ତରେ ଆସିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।…

ସ୍ୱଳ୍ପ ଗଳ୍ପ : ଗୋଟିଏ ପରାଜୟ କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୮ ମୃତ୍ୟୁକୁ ବାଦ ଦେଇ ଦେଖିଲେ ତାଙ୍କର ଏହା ପରାଜୟ ହିସାବରେ ଅନ୍ତିମ ପାର୍ଥିବ ପରାଜୟ। ଏହା ପୂର୍ବରୁ ତାଙ୍କ ନାଆଁରେ ଅନ୍ତତଃ ତିନିଶହରୁ ଅଧିକ ବିଜୟର ଗୌରବ ନଥିଭୂକ୍ତ ହୋଇ ରହିଥିଲା । କୁସ୍ତି ପ୍ରତିଯୋଗିତାରେ ସେ…

ଟିକା ନେବେ ୬ ରୁ ୧୨ ବର୍ଷର ପିଲା, ଦୁଇ ଟିକା କମ୍ପାନୀକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଛୋଟ ପିଲାଙ୍କ ଟିକାକରଣକୁ ନେଇ ଏକ ଭଲ ଖବର ଆସିଛି । ଏବେ ୬ ରୁ ୧୨ ବର୍ଷର ପିଲାମାନେ କରୋନା ଟିକା ନେବେ। ଏହି ଟିକାକରଣ ପାଇଁ ଭାରତ ବାୟୋଟେକର କୋଭାକ୍ସିନ ଏବଂ ବାୟୋଲୋଜିକାଲ ଇ କମ୍ପାନୀର କରବେଭାକ୍ସକୁ ଅନୁମୋଦନ ମିଳିଛି ।…

ପୁରୀ ପଦଯାତ୍ରାକୁ ମିଳିଲାନି ଅନୁମତି, ପ୍ରସ୍ତୁତି ଦେଖି ଡରିଗଲା କି ପ୍ରଶାସନ ?

ପୁରୀ: ଶ୍ରୀକ୍ଷେତ୍ରରେ ଐତିହ୍ୟ ପ୍ରକଳ୍ପକୁ ବିରୋଧ କରି ହେବାକୁ ଥିବା ପଦଯାତ୍ରାକୁ ମିଳିଲାନି ଅନୁମତି । ଆସନ୍ତାକାଲି ପୁରୀରେ ଏହି ପଦଯାତ୍ରା ହୋଇଥାନ୍ତା । ଏଥିପାଇଁ ଐତିହ୍ୟ ପ୍ରକଳ୍ପକୁ ବିରୋଧ କରୁଥିବା ଅନେକ ବ୍ୟକ୍ତି, ସଂଗଠନ ପୁରୀ ଆସିଥାନ୍ତେ । ନିଜେ ଭୁବନେଶ୍ୱର ସାଂସଦ ଅପରାଜିତା…

ଅପରାଜିତାଙ୍କ ପୁରୀ ପଦଯାତ୍ରାକୁ ରାଜ୍ୟ ବିଜେପିର ସମର୍ଥନ ଅଛି ତ?

ଭୁବନେଶ୍ୱର: ଆସନ୍ତାକାଲି ପୁରୀରେ ପଦଯାତ୍ରା କରିବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଐତିହ୍ୟ ପ୍ରକଳ୍ପକୁ ବିରୋଧ କରି ସାଂସଦ ଷଡ଼ଙ୍ଗୀ ଏହି ପଦଯାତ୍ରା କରିବେ । ଏ ନେଇ ସେ ତାଙ୍କ ଫେସବୁକ ପୋଷ୍ଟରେ ସୂଚନା ଦେଇଛନ୍ତି । କିନ୍ତୁ ଫେସବୁକ…

ଦ୍ୱିପ୍ରହର ସୁଦ୍ଧା ଝାରସୁଗୁଡା ପାଲଟିଲା ଉତ୍ତପ୍ତ ସହର

ଭୁବନେଶ୍ୱର: ଖରାରେ ସିଝିଲା ଝାରସୁଗୁଡା । ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ଉତ୍ତପ୍ତ ସହର ହେଲା ଝାରସୁଗୁଡା। ଦିନ ୧୧.୩୦ ସୁଦ୍ଧା ରେକର୍ଡ ହୋଇଥିବା ଦିନର ତାପମାତ୍ରା ଅନୁଯାୟୀ ଝାରସୁଗୁଡାରେ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ୩୯ ଡ଼ିଗ୍ରୀ, ବାଲେଶ୍ୱର ୩୮…

ମୁଣ୍ଡଫଟା ଖରା: ସ୍କୁଲ ପରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏପ୍ରିଲ ୨୬ରୁ ୩୦ ତାରିଖ ଯାଏ ସାରା ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ପରେ ଅଙ୍ଗନବାଡି କେନ୍ଦ୍ରକୁ ସାମୟିକ ଭାବେ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ରାଜ୍ୟ ମହିଳା ଓ ଶିଶୁ ବିଭାଗର ସଚିବ ଅରବିନ୍ଦ ଅଗ୍ରଓ୍ୱାଲ ଚିଠି…

ସ୍କୁଲ ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଛାତ୍ରୀ

ସୋନପୁର :ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଆକ୍ରମଣ । ସ୍କୁଲକୁ ଆଡମିଟ କାର୍ଡ ଆଣିବାକୁ ଯିବା ବେଳେ ଛାତ୍ରୀଙ୍କୁ ଆକ୍ରମଣ ହୋଇଛି । ସୋନପୁର ଜିଲ୍ଲା ବିନିକା ବ୍ଲକ ଚୁଲିମାଲ ଗାଁରେ ଘଟିଛି ଏଭଳି ଘଟଣା ।  ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି। ସୋନପୁର…

ମା’ ଶାରଳାଙ୍କ ପୀଠରେ 5T ସଚିବ, ମନ୍ଦିର ସେବାୟତଙ୍କ ସହ ଆଲୋଚନା

ଜଗତସିଂହପୁର : ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠ ପରିଦର୍ଶନ କରିଛନ୍ତି 5-T ସଚିବ, ଭି.କେ ପାଣ୍ଡିଆନ। ଆଜି ପ୍ରତ୍ୟୁଷରେ 5-T ସଚିବ ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠରେ ପହଞ୍ଚି ମା'ଙ୍କ ଦର୍ଶନ କରିବା ସହ ମନ୍ଦିର ବେଢ଼ା ବୁଲି ଦେଖିଥିଲେ। ଏହାସହିତ ମନ୍ଦିରର ସେବାୟତ…