ମୋବାଇଲ ଫୋନ ଯୋଗୁ ୟୁକ୍ରେନ ସୈନିକଙ୍କ ବଂଚିଲା ଜୀବନ
କୀଭ: ମୋବାଇଲ ଫୋନ ଯୋଗୁ ୟୁକ୍ରେନ ସେନାର ଜଣେ ସୈନିକଙ୍କ ଜୀବନ ବଂଚି ଯାଇଛି । ରୁଷ ସେନା ପକ୍ଷରୁ ଘନ ଘନ ଗୁଳିମାଡ କରାଯାଉଥିବା ବେଳେ ହଠାତ ଗୋଟିଏ ଗୁଳି ଆସି ସୈନିକଙ୍କ ଛାତିରେ ବାଜିଲା । ତେବେ ଏହି ଗୁଳିଟି ମୋବାଇଲରେ ବାଜିବାରୁ ସେ ବଂଚି ଯାଇଥିଲେ । ୭.୬୨ ସେଂଟିମିଟରର ଏହି ଗୁଳି…