Latest Odisha News

BREAKING NEWS

ଆଜି ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ:ମାଲକାନଗିରିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ସମୀକ୍ଷା

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ଗସ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସଂଧ୍ୟାରେ କୋରାପୁଟରେ ପହଂଚିବା ପରେ କରିବେ ରାତ୍ରି ଯାପନ । ଶୁକ୍ରବାର ସକାଳେ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ସମୀକ୍ଷା । ସେପଟେ,…

କଟକ ଚଣ୍ଡୀ ମନ୍ଦିରରେ ୫- ଟି ସଚିବ: ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା

କଟକ  : କଟକ ଚଣ୍ଡି ମନ୍ଦିର ବୁଲି ଦେଖିଲେ ୫-ଟି ସଚିବ ଭିକେ ପାଣ୍ଡିଆନ । ଆଜି ସକାଳୁ ପହଂଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ସମୟରେ ଜିଲ୍ଲାପାଳଙ୍କ ସହ କଟକ ଡିସିପି ଓ ମହାନଗର ନିଗମ କମିଶନ ଉପସ୍ଥିତ ଥିଲେ । ମାଆ କଟକ ଚଣ୍ଡିଙ୍କ ଦର୍ଶନ କରିବା ପରେ ମନ୍ଦିରର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୫ ସେମିତି ଅନ୍ୟମନସ୍କ ଭାବରେ ରଙ୍ଗ ଭରି ଚାଲିଛି । ସବୁ ରଙ୍ଗ ଆଜି କାନଭାସ୍ ଉପରେ ଅଜାଡି ଦେଇ ଆଙ୍କୁଛି କଣ! ବାସ୍‌...ଶେଷ ସ୍ପର୍ଶ ଦେଇ ଦୂରକୁ ଘୁଞ୍ଚି ଆସିଲା । ଚିତ୍ରଟିକୁ ଆଖି ଭରିଦେଖିନେଲା ।…

ଅନୁବାଦ କବିତା : ନଗ୍ନ ନିର୍ଜନ ହାତ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ  ଆକାଶରେ ପୁଣିଥରେ ଅନ୍ଧକାର ଘନ ହୋଇ ଉଠିଛି। ଆଲୁଅର ରହସ୍ୟମୟୀ ଯମଜ ଭଳି ଏଇ ଅନ୍ଧକାର ଯେ ମତେ ଚିରଦିନ ଭଲ ପାଇଛି ଅଥଚ ଯା'ର ମୁହଁ ମୁଁ କେବେବି ଦେଖି ନାହିଁ ସେଇ ନାରୀ ପରି ଫାଲଗୁନ ଆକାଶରେ ଅନ୍ଧକାର ନିବିଡ଼ ହୋଇ ଉଠିଛି। ମନେ ପଡ଼ୁଛି କେଉଁ…

ଆମ୍ବ ଗଛର ବିଶ୍ବକର୍ମା : କଲିମୁଲ୍ଲା ଖାଁ ସାହେବ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ଆମ୍ବ ଗଛ ଭଳି ଗଛଟିଏ ନାହିଁ ପୃଥିବୀରେ। ଫଳମାନଙ୍କ ମଧ୍ୟରେ ରାଜା ହେଲା ଆମ୍ବ । ଆମ୍ବ ଆମର ରାଷ୍ଟ୍ରୀୟ ଫଳ। କିଏ ଅବା ଭଲ ନ’ ପାଆନ୍ତି ତା’କୁ ? କିଏ କେତେ ପ୍ରଶଂସା ନ’ କରନ୍ତି ତା’ର। ଦିନେ ପ୍ରସିଦ୍ଧ କବି ଅମୀର୍ ଖୁସ୍ରୁ କହିଥିଲେ “ ଆମ୍ବ ହେଉଛି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୯ ଜୟ ଜଗନ୍ନାଥ,  ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସାକାର ଓ ନିରାକାର, ସଗୁଣ ଓ ନିର୍ଗୁଣ,ସବିଶେଷ ଓ ନିର୍ବିଶେଷ, ବ୍ୟକ୍ତ ଓ ଅବ୍ୟକ୍ତ, ନିତ୍ୟ ଓ ଅନିତ୍ୟ ଏଭଳି ଅନେକ ଭାବରେ ଆମେ ଜାଣିବାକୁ ଚେଷ୍ଟା…

ଭାଷା ଭାଗବତ : ଭାଷାର କ୍ଷତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୨  ପ୍ରତ୍ୟେକ ଲୋକ ନିଜ ଭଳି ଜିଇଁ ସଂସାରେ ଥାଂତି ଚଳି କେ ଖାଏ ଛେନା ସରପୁଳି ଆଉ କେ ମୁଢ଼ି ବା ଚକୁଳି କେ ରହେ ପୈତୃକ ଭବନେ ଆଉ କେ ଜନହୀନ ବନେ କେ ଶୁଏ ନରମ ଗଦିରେ ଆଉ କେ ଶୁଖିଲା ନଦୀରେ ସଭିଏଁ ହେବେ ସର୍ବସମ ଭାବନା…

ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଦୁବାଇରେ ପାଳିତ ହେଲା ଉତ୍କଳ ଦିବସ

8ଭୁବନେଶ୍ୱର : ଦୁବାଇରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ଓଡ଼ିଶା ସମାଜ ୟୁଏଇ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଉତ୍ତମ ଚାନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ…

ଟ୍ୱିଟରରେ ଶଶୀ ଥରୁର ଲେଖିଥିବା ଇଂଲିଶ ଶବ୍ଦର ଅର୍ଥ ଜାଣିଛନ୍ତି କି ?

ନୂଆଦିଲ୍ଲୀ: କେରଳ ଥିରୁଅନନ୍ତପୁରମ ସାଂସଦ ତଥା କଂଗ୍ରେସ ନେତାଙ୍କ ଶଶି ଥରୁରଙ୍କର ଆଉ ଏକ ପରିଚୟ ରହିଛି । ତାହା ହେଉଛି ଥରୁର ବ୍ରାଣ୍ଡ ଇଂରାଜୀ । ଯାହାକୁ ବୁଝିବା ବହୁତ କଷ୍ଚକର । ଅନେକ ଥର ତାଙ୍କ ଇଂରାଜୀ ଭାଷାକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି । ମନମୋହନ ସିଂହ ସରକାରରେ ଥିବା ବେଳେ ସେ…

ତିନି ଦିନରେ ତିନି ଥର ସୋନିଆ-ପ୍ରଶାନ୍ତ ଭେଟଘାଟ, କ’ଣ କହୁଛନ୍ତି କଂଗ୍ରେସ ନେତା ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆଉ ଥରେ ଭେଟିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ)। ତିନି ଦିନରେ ତିନି ଥର ପରସ୍ପରକୁ ଭେଟିଛନ୍ତି । ଇତିମଧ୍ୟରେ ତିନିଟି ପର୍ଯ୍ୟାୟରେ ବୈଠକ ସରିଛି ଏବଂ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ…