Latest Odisha News

BREAKING NEWS

ୟୁକ୍ରେନ୍‌-ଋଷିଆ ଯୁଦ୍ଧ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହେଲେ ଋଷିୟ କଳାକାର

ଭୁବନେଶ୍ୱର: ଦିନକୁ ଦିନ ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅସାନ୍ତି ବଢିବାରେ ଲାଗିଛି । ଉଭୟ ଦେଶ ତଥା ଅନ୍ୟ ଦେଶର ଲୋକେ ଯୁଦ୍ଧରେ ବିରାମ ଲଗାଇବାକୁ ଅନୁରୋଧ କରିବା ସହ ଆନ୍ଦୋଳନ କରୁଛନ୍ତି । ଏପରି ସ୍ଥିତିରେ ଯୁଦ୍ଧ ରୋକିବା ଲାଗି ଜଣେ ଋଷିୟ କଳାକାର ଅଭିନବ…

ବରଗଡ ଥାନା ହାଜତ ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ , ବଦଳିଲେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର :  ଭୁବନେଶ୍ୱର ବରଗଡ ଥାନା ହାଜତ ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ବଦଳିଲେ ତଦନ୍ତକାରୀ ଅଧିକାରୀ । ଏନଏଚଆରସି ଗାଇଡ ଲାଇନ ଅନୁସାରେ ତଦନ୍ତକାରୀ ଅଧିକାରୀଙ୍କ ବଦଳି କରାଯାଇଛି । ତଦନ୍ତକାରୀ ଅଧିକାରୀ ଏସଆଇ ଏସ. କେ ବେହେରାଙ୍କୁ ବଦଳି କରିଛି କମିଶନରେଟ ପୋଲିସ ।…

ବିଧାୟକ ମାନଙ୍କ ଭିତରୁ ଜଣକୁ ପିସିସି ସଭାପତି କରାଯାଉ : ତାରା ପ୍ରସାଦ ବାହିନୀପତି

 ଭୁବନେଶ୍ୱର : ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ।ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି ପରିବର୍ତ୍ତନ ହେବା ନିଶ୍ଚିନ୍ତ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । ନିରଞ୍ଜନ ପଟ୍ଟନାୟକ ପିସିସି…

ପସନ୍ଦ ହେଲାନି ପ୍ରସ୍ତାବ; ପୁଅର ବେକ କାଟିଦେଲା ଝିଅ

ବିଶାଖାପଟନମ: ଘରେ ଝିଅ ପାଇଁ ଭଲ ପ୍ରସ୍ତାବ ଖୋଜିଥିଲେ । ପୁଅ ସିଏସଆଇ(କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ)ରେ ବୈଜ୍ଞାନିକ ଚାକିରି କରୁଛି । ହେଲେ ଦଶମ ଫେଲ୍ ଝିଅକୁ ପସନ୍ଦ ହେଲାନି ପୁଅ । ସରପ୍ରାଇଜ ଦେଖା ହେବାକୁ ଡାକି ପୁଅର ବେକ କାଟିଦେଲା ଝିଅ । ଚୋଦବରମର…

କଟକ ମାଲଗୋଦାମ୍ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ଜବତ , ଜଣେ ଗିରଫ

କଟକ : ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । ଚା ପତି ,ଘିଅ ମସଲା ପରେ ଏବେ ଡିଟରଜେଣ୍ଟ ପାଉଡର ବି ନକଲି । କଟକରୁ ଧରା ହୋଇଛି କେଜେ କେଜି ଡିଟରଜେଣ୍ଟ ପାଉଡର । ମାଲଗୋଦାମ ଥାନା ଅଞ୍ଚଳରେ ଚାଲୁଥିବା ନକଲି ଡିଟରଜେଣ୍ଟ କମ୍ପାନୀ ଉପରେ ରେଡ କରିଛି ମାଲ ଗୋଦାମ ଥାନା ପୋଲିସ । ଜଣକୁ ଅଟକ…

[ଭିଡିଓ] କାଇଁଚ ଘାସରୁ ପ୍ରସ୍ତୁତ ସାମଗ୍ରୀ ପାଲଟିଛି ରୋଜଗାରର ମାଧ୍ୟମ

କେନ୍ଦ୍ରାପଡ଼ା : କାଇଁଚ ଘାସରୁ ତିଆରି ହେଉଛି ଭଳିକି ଭଳି ଆକର୍ଷଣୀୟ ଘରୋଇ ଉପକରଣ । ବିଭିନ୍ନ ଡିଜାଇନର ବ୍ୟାଗ୍ , ଚାଙ୍ଗୁଡି, ଡୋରସ୍କିନ୍, ପେନ ଷ୍ଟାଣ୍ଡ,ଫୁଲ ଷ୍ଟାଣ୍ଡ, ଗାଲିଚା ,ଆସନ ଭଳି କେତେ ରକମର ସାଜ ସଜା ସାମଗ୍ରୀ । ପ୍ରାୟ ଶହେରୁ ଅଧିକ ପ୍ରକାରର ସାମଗ୍ରୀ ତିଆରି କରୁଛନ୍ତି…

ପେଟ୍ରୋଲ୍‌ ଦୁର୍ନୀତି ଅଭିଯୋଗରେ ୩ କନେଷ୍ଟବଳ ନିଲମ୍ବିତ

ସମ୍ବଲପୁର: ପୋଲିସ ବିଭାଗରେ ତେଲ ଦୁର୍ନିତି ଖବର ସାମ୍ନାକୁ ଆସିଛି । ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବ୍ୟବହାର ହୋଇଥିବା ଗାଡି ଗୁଡିକରେ ତେଲ ଭର୍ତି ନେଇ ଓଭର ବିଲିଂ କରାଯାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସମ୍ବଲପୁର ଏପସି । ଓଭର ବିଲିଂ ଅଭିଯୋଗରେ ୩…

ସ୍ୱଳ୍ପ ଗଳ୍ପ : ଖାଦକ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୭ ଗୋଟିଏ ଶବ୍ଦରେ କହିଲେ ଆମେ ସମସ୍ତେ ହେଉଛୁ ଖାଦକ । ଜୀବନ ଧାରଣ ପାଇଁ ଏହା ଅପରିହାର୍ଯ୍ୟ ଆବଶ୍ୟକତା । ଯିଏ ଯାହା ଯେତେ ପରମାର୍ଥରେ କହୁ ପଛକେ ଆମେ ଏହି ଭଳି ଗୋଟିଏ ଅବସ୍ଥାନରୁ ତ କଦାପି ଅନ୍ୟତ୍ର ଯାଇପାରିବୁ ନାହିଁ। ସୁଖ…

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି କଲେ ରାଜ୍ୟ ସରକାର, ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର

 ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ।କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି ।ଉପକୃତ ହେବେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ । ପାଇବେ ୨୪୦ କୋଟି ଟଙ୍କା । ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।…

ଆହୁରି ତାତିବ ଆଭ୍ୟନ୍ତରୀଣ ଓଡ଼ିଶା, ସ୍ୱାଭାବିକଠୁ ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତତଲା କଡେଇରେ ସିଝୁଛି ଓଡିଶା । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି  ଅନୁଗୁଳରେ ୪୩.୭ ଡିଗ୍ରୀ ତାପମାତ୍ରା , ବଲାଙ୍ଗୀରରେ ୪୩.୨, ବାରିପଦାରେ ୪୨.୨, ସୁନ୍ଦରଗଡରେ ୪୨ ଡିଗ୍ରୀ…