Latest Odisha News

BREAKING NEWS

ତପସ୍ୱିନୀ ସୁମିତ ପାରିବାରିକ ବିବାଦ ମାମଲା , ପରିବାର ଅଦାଲତରେ ମେ ୧୨ରେ ହାଜର ହେବେ ଦମ୍ପତି

ବ୍ରହ୍ମପୁର : ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ୱିନୀ ସୁମିତ୍ ପାରିବାରିକ ବିବାଦ ମାମଲା ।ଏହି ବିବାଦର ସମାଧାନର ବାଟ ଏପର୍ଯ୍ୟନ୍ତ ଫିଟୁନାହିଁ । ମେ ୧୨ ତାରିଖରେ ପୁଣି ପରିବାର ଅଦାଲତରେ ହାଜର ହେବେ ତପସ୍ୱିନୀ ସୁମିତ୍ । କୋର୍ଟର ନିର୍ଦ୍ଦେଶକ କ୍ରମେ ସୁମିତ୍ ତପସ୍ୱିନୀଙ୍କୁ ଭରଣ ପୋଷଣ…

ରାଜ୍ୟରେ ତଳ ଉପର ହେଉଛି କରୋନା ସଂକ୍ରମଣ ଗ୍ରାଫ୍ , ୨୪ ଘଣ୍ଟାରେ ୧୬ ପଜିଟିଭ୍

ଭୁବନେଶ୍ୱର : ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ କ୍ୱାରେନଟାଇନରେ ଥିବା ବେଳେ ୬ ଜଣ ସ୍ଥାନୀୟ…

ରୁଷକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଭାବେ ତାଲିକାଭୁକ୍ତ କରିବ କି ଆମେରିକା ?

ଓ୍ୱାଶିଂଟନ: ଆମେରିକା ବୈଦେଶିକ ମନ୍ତ୍ରାଳୟର ଅଧିକାରୀମାନେ ରୁଷକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଭାବେ ଘୋଷଣା କରିବା ଉପରେ ବିଚାର କରୁଛି । ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ନେଡ୍ ପ୍ରାଇସ୍ ଅନ୍ତର୍ଜାତୀୟ ନ୍ୟୁଜ ଚ୍ୟାନେଲ 'ସିଏନଏନ'କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏପରି…

ଓଡ଼ିଶା କଂଗ୍ରେସ ଉପରେ ପ୍ରଶାନ୍ତ କିଶୋରଙ୍କ ନଜର, ସୋନିଆଙ୍କ ଆଗରେ ରଖିଲେ ବ୍ଲୁ ପ୍ରିଣ୍ଟ

ନୂଆଦିଲ୍ଲୀ: ଓଡ଼ିଶା କଂଗ୍ରେସର ମଙ୍ଗୁଆଳ ପରିବର୍ତ୍ତନ ହେବ । ରାଜ୍ୟରେ କଂଗ୍ରେସ ଦୁର୍ବଳ ହୋଇଥିବା ବେଳେ ଦଳ ଆଗକୁ କିପରି ବଢିବ ସେ ନେଇ କେନ୍ଦ୍ର କଂଗ୍ରେସ ମଧ୍ୟ ଚିନ୍ତିତ । ଖୁବଶୀଘ୍ର ଓଡିଶା କଂଗ୍ରେସର ନୂଆ ସଭାପତି ମଧ୍ୟ ନିଯୁକ୍ତ ହେବେ ବୋଲି ଜଣାପଡିଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ…

ଏସପି ତ୍ରିନାଥ ମିଶ୍ର ଦୁର୍ନୀତିଖୋର ବ୍ୟକ୍ତି ବୋଲି କୋର୍ଟ ଆଗରେ ପ୍ରମାଣ ଦେଇପାରିଲାନି ଭିଜିଲାନ୍ସ

କଟକ: ପ୍ରାୟତଃ ଏବେ ନିତିଦିନିଆ ଖବର ପାଲଟି ଗଲାଣି ଭିଜିଲାନ୍ସ ଟିମର ରେଡ୍ । ବିଭିନ୍ନ ଲୋକଙ୍କ ଘରେ ରେଡ୍ କରି ସେମାନେ ଆୟ କରିଥିବା ବେଆଇନ ସମ୍ପତ୍ତିର ପର୍ଦ୍ଦାଫାଶ କରୁଛି ବୋଲି ଭିଜିଲାନ୍ସ କହୁଛି । କିନ୍ତୁ ପରିତାପର ବିଷୟ ଭିଜିଲାନ୍ସ ଏପରି କରି କେବଳ ନିଜର ଭାବମୂର୍ତି ସଜାଡିବାକୁ…

ଓମଫେଡ୍ କ୍ଷୀର ହେଲା ମହଙ୍ଗା, ୨୧ରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର: ଓମଫେଡ୍ କ୍ଷୀରର ଦାମ ବଢ଼ିଲା । ଲିଟର ପିଛା ୨ ଟଙ୍କା ବଢାଇବାକୁ ଓମଫେଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ବଜାରରେ ଏବେ ୫୦୦ ଗ୍ରାମ କ୍ଷୀରର ଦାମ ୨୩ ଟଙ୍କା ରହିଛି । ନୂଆ ଦର ଅନୁଯାୟୀ ୨୧ ତାରିଖରୁ ଏହି କ୍ଷୀରର ଦାମ ୨୪ ଟଙ୍କା ହୋଇଯିବ । କୃଷକଙ୍କ ମୂଲ୍ୟ ବୃଦ୍ଧି,…

ଆସନ୍ତା ୨୦ରୁ କଡ଼ାକଡ଼ି ଚେକିଂ ହେବ ସ୍କୁଲ ଯାନବାହନ

ଭୁବନେଶ୍ୱର: ଆସନ୍ତା ୨୦ରୁ କଡ଼ାକଡ଼ି ହେବ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ଯାନବାହାନ ଚେକିଂ। ୨୦ରୁ ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ। ଗାଡ଼ିରେ…

ଡବ୍ଲ୍ୟୁଓଡିସି ବିଧାୟକ ପାଣ୍ଠି ୫କୋଟି ହେଉ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ରେ ଥିବା ୩୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରାଶିକୁ ବୃଦ୍ଧି କରାଯାଉ। ଏଥିପାଇଁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଯେ, ଡବ୍ଲ୍ୟୁଓଡିସି…

ବିଶ୍ୱ ଐତିହ୍ୟ ଦିବସ ପାଳିତ

ଭୁବନେଶ୍ୱର : ବିଶ୍ୱ ଐତିହ୍ୟ ଦିବସ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ଐତିହ୍ୟ' ତରଫରୁ ସ୍ଥାନୀୟ ମାଉସୀମା ଛକ ସ୍ଥିତ ଲକ୍ଷ୍ମଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ…

କେଉଁଝର ଜିଲ୍ଲାପାଳଙ୍କୁ ୱାରେଣ୍ଟ ମାମଲାରେ ହାଇକୋର୍ଟରୁ ଆଶ୍ୱସ୍ତି

କଟକ: ସୋମବାର ହାଇକୋର୍ଟ କେଉଁଝର ଜିଲ୍ଲାପାଳଙ୍କ ବିରୋଧରେ ଜାତୀୟ ଜନଜାତି କମିଶନ ଜାରି କରିଥିବା ୱାରେଣ୍ଟ ଉପରେ ରୋକ ଲଗାଇଛନ୍ତି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଜଷ୍ଟିସ୍ ରଥ ଦର୍ଶାଇଛନ୍ତି ଯେ, କମିଶନ ନିୟମ-୨୦୨୧ ଅନୁଯାୟୀ ତାଙ୍କ ପରିଧି ବାହାରେ କ୍ଷମତା…