ପାକିସ୍ତାନକୁ ଧମକ ଦେଇ ଆଫଗାନିସ୍ତାନ କହିଲା ଆମ ଧୈର୍ଯ୍ୟ ସହ ଖେଳନି
କାବୁଲ: ପାକିସ୍ତାନକୁ ଆଜି ଆଫଗାନିସ୍ତାନ ତାଗିଦ କରି କହିଛି, ଆମ ଧୈର୍ଯ୍ୟ ପରୀକ୍ଷା କର ନାହିଁ । ସମସ୍ତ ପରିସ୍ଥ୍ିତିକୁ ସାମ୍ନା କରିବା ଦକ୍ଷତା ଆଫଗାନିସ୍ତାନର ରହିଛି ବୋଲି ଏହାର ସଂସ୍କୃତି ମନ୍ତ୍ରୀ ଜୁବିଉଲ ମୁଜାହିଦ କହିଛନ୍ତି । ଆଫଗାନିସ୍ତାନ ସୀମା ମଧ୍ୟରେ ପାକିସ୍ତାନ ଏୟାର…