Latest Odisha News

BREAKING NEWS

CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୨.୭୧ %

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ଥର ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି । ପରୀକ୍ଷାରେ ୯୪.୫୪ ପ୍ରତିଶତ ଛାତ୍ରୀ ଏବଂ ୯୧.୨୫ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି । ଜବାହର ନବୋଦୟ ବିଦ୍ୟାଳୟର ରେଜଲ୍ଟ ୯୮.୯୩ ପ୍ରତିଶତ…

କବିତା : ମନେପଡ଼ ଯେବେ

ପ୍ରିୟମ୍ବଦା ସାମଲ  ଯେବେ ଯେବେ ତୁମେ ମନେପଡ଼ ମୋର ଖେଳେ ଦୁଃଖର ଲହରୀ ହୃଦୟ ବିଦାରି ଚକ୍ଷୁରୁ ମୋହର ଝରେ ଲୋତକର ବାରି। ବିନା ସ୍ପର୍ଶେ ତୁମେ ପୋଛି ଦେଉଥାଅ ନୀରବେ ଆଖିର ଲୁହ ତୁମ ମିଠା କଥା ସତେକି ପୀୟୁଷ ନ ପାରେ ସମ୍ଭାଳି କୋହ। ଯେବେ ଯେବେ କିଛି ଭୁଲ କରୁଥାଏ ନପାରେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଆଶାପୂର୍ଣ୍ଣ ନୟନରେ ଶ୍ରୀରାମ ହନୁମାନଙ୍କ ଉପରେ ଦୃଷ୍ଟି ପକାଇଲେ। ଯୋଜନବ୍ୟାପୀ ବିଶାଳ ସାଗରକୁ ଯେଉଁ ବୀର ହନୁମାନ ଲଙ୍ଘି ପାରିଥିଲେ, ତାଙ୍କ ପାଇଁ ସଂଜୀବନୀ ବୁଟି ଆଣିବା ସମ୍ଭବ ନିଶ୍ଚୟ। ଏହା ମଧ୍ୟରେ ଗୁପ୍ତଚର…

ଭାଷା ଭାଗବତ : ଭାଷାକୁ ଲୋଡ଼ା ସରଳତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୪ ଅନେକ ଗ୍ରଂଥ, ବହି ପଢ଼ି ତହିଁରୁ ପଦାବଳି କାଢ଼ି ପୁନଶ୍ଚ ଲେଖିଲେ ସଜାଡ଼ି ଭାଷାଟେ ପାରେନାହିଁ ବଢ଼ି ପୂର୍ବଲିଖିତ ବାକ୍ୟାବଳି ଏବେ ବି ଲେଖି ଯାଉଁ ଚଳି ଏପରି ଲେଖିବା ଅଭ୍ଯାସ କରେନି ଭାଷାର ବିକାଶ ଅପ୍ରଚଳିତ ଶବ୍ଦ ଖୋଜି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୧ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ଗାନ ଅବସରରେ ଆମେ ପିଣ୍ଡ -ବ୍ରହ୍ମlଣ୍ଡ ତତ୍ତ୍ୱକୁ ଭିତ୍ତି କରି “ଗଜ ନିସ୍ତାରଣ “ବିଷୟ ଆଲୋଚନା କରିବା ଜାରି ରଖିଛେ। ପ୍ରଥମ ପର୍ଯାୟରେ ଗଜ ଓ କୁମ୍ଭୀରଙ୍କ ପରିଚୟ ପାଇଛେ ଏବେ “ବୈଶାଖ ବୈଷ୍ଣବୀ…

ରାଷ୍ଟ୍ରପତି ନିର୍ବାଚନ: ବିରୋଧୀ ଶିବିରରେ ଫାଟ, ନଜର ପକାନ୍ତୁ କେଉଁ ରାଜ୍ୟରେ କେତେ କ୍ରସ ଭୋଟିଂ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜିତିଛନ୍ତି। ସେ ଜୁଲାଇ ୨୫ରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଗ୍ରହଣ କରିବେ। ମୁର୍ମୁ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବେ। ସେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ବିପୁଳ ଭୋଟରେ ପରାସ୍ତ…

‘ବିମାନରେ ବୋମା’ ଥିବା ନେଇ ଚର୍ଚ୍ଚା ପରେ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ପାଟଣାରେ କଲା ଅବତରଣ

ପାଟଣା: ବିମାନରେ ବୋମା ଥିବା ନେଇ ଚର୍ଚ୍ଚା ପରେ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଜରୁରୀକାଳୀନ ଭାବେ ବିହାରର ପାଟନା ବିମାନ ବନ୍ଦରରେ ଅବତର କରିଥିଲା। ବୋମା ଥିବା ସୂଚନା ପାଇବା ମାତ୍ରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍…

ମୋହନ ମାଝୀ ଓ ତାରା ବାହିନୀପତିଙ୍କ ଡାହା ମିଛ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ପୂର୍ବ ଆକଳନ ଅନୁଯାୟୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ପରାଜିତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ ଏବଂ ସିକ୍କିମରୁ ଯଶୱନ୍ତ ସିହ୍ନାଙ୍କୁ ଗୋଟିଏ ବି…

[ଦେଖନ୍ତୁ ଫଟୋ] ଦ୍ରୗେପଦୀଙ୍କ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ଅନେକ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ: ଏନଡିଏମ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଦିଲ୍ଲୀ ସ୍ଥିତ ବାସ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପ୍ରମୁଖ ମନ୍ତ୍ରୀ…

ଦ୍ରୌପଦୀ ବିଜୟୀ ହେବା ପରେ ମୋଦୀ କହିଲେ ଦେଶ ରଚିଲା ଇତିହାସ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। କେବଳ ଏନଡିଏର ନେତା ନୁହନ୍ତି, ବିରୋଧୀ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,  ମିଳିତ ବିରୋଧୀ…