ହିନ୍ଦୀ ଜାତୀୟ ଭାଷା ନୁହେଁ କି ସଂଯୋଗୀକରଣ ଭାଷା ମଧ୍ୟ ନୁହେଁ: ସିଦ୍ଧାରମେୟା
ବେଙ୍ଗାଲୁରୁ: ହିନ୍ଦୀକୁ ଇଂରାଜୀର ବିକଳ୍ପ ଭାଷା ରୂପେ ବ୍ୟବହାର କରାଯାଉ । ଗୃହମନ୍ତ୍ରୀ ଅମିତ ଶାହା ଏହି ମନ୍ତବ୍ୟ ଦେବା ପରେ ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ଦେଶ ସାରାରୁ ବିରୋଧୀ ସମାଲୋଚନା ତ କରିଛନ୍ତି । ଭାଷାବିତ୍ ମାନେ ମଧ୍ୟ କଟୁ ସମାଲୋଚନା କରିଛନ୍ତି ।
ସେପଟେ…