Latest Odisha News

BREAKING NEWS

ନାଟକ ପାଇଁ ବ୍ରହ୍ମପୁରରେ ମଞ୍ଚ ଅଭାବ; କଳାକାରଙ୍କ ଉଦ୍‌ବେଗ

ବ୍ରହ୍ମପୁର : ସାଂସ୍କୃତିକ ଦୃଷ୍ଟିକୋଣରୁ ବ୍ରହ୍ମପୁର ସହରର ଅନେକ ଗୁରୁତ୍ୱ ରହୁଛି । କିନ୍ତୁ ଏଠାରେ ମଞ୍ଚ ନାଟକ ପରିବେଷଣ ପାଇଁ ଉପଯୁକ୍ତ ମଞ୍ଚ ନାହିଁ । ଏଣୁ ସହରରେ ନାଟକ ଉପଯୋଗୀ ମଞ୍ଚ ସ୍ଥାପନ ପାଇଁ ବ୍ରହ୍ମପୁର ସହରର ବିଭିନ୍ନ ନାଟ୍ୟ ସଂଗଠନର କର୍ମକର୍ତ୍ତାମାନେ ଦାବି କରିଛନ୍ତି ।…

ଆଇପିଏଲ ଡାକରା ପାଇବା ପରେ ବାହାଘର ଘୁଂଚାଇ ଦେଇଥିଲେ ରଜତ

ନୂଆଦିଲ୍ଲୀ: ଆଇପିଏଲ ଏଲିମିନେଟର ମୁକାବିଲାରେ ବୁଧବାର ରଜତ ପାଟୀଦାରଙ୍କ ଆକର୍ଷଣୀୟ ଶତକ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୱାଲିଫାୟର ୨କୁ ଉନ୍ନୀତ ହୋଇଛି । ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ ଓ ଫାପ ଡୁ ପ୍ଲେସି ଫେଲ ମାରିଥିବା ବେଳେ ସେ କିନ୍ତୁ ଖେଳିଥିଲେ ସ୍ମରଣୀୟ ଇନିଂସ ।…

ଏଥର ବି ବାର୍କ ରିପୋର୍ଟରେ ଓଡ଼ିଆରେ ଏକ ନମ୍ବର ଓଟିଭି, ହିନ୍ଦୀ ଏବଂ ଇଂରାଜୀ ନ୍ୟୁଜ ଚାନେଲରେ କିଏ ଏକ ନମ୍ବର?

ଭୁବନେଶ୍ୱର: କେଉଁ ଟିଭି ଚ୍ୟାନେଲକୁ କେତେ ଲୋକ ଦେଖୁଛନ୍ତି, ଏହାକୁ ମାପୁଥିବା ସଂସ୍ଥା ବାର୍କ ତାର ସାପ୍ତାହିକ ରିପୋର୍ଟ ପ୍ରକାଶ କରିଛି । ଏଥିରେ ପୂର୍ବଭଳି ମଧ୍ୟ ଓଡ଼ିଆ ନ୍ୟୁଜ ଚ୍ୟାନେଲରେ ଓଟିଭି ଏକ ନମ୍ବର ସ୍ଥାନରେ ରହିଥିବା ବେଳେ କନକ ନ୍ୟୁଜ ଦ୍ୱିତୀୟ ସ୍ଥାନରେ ରହିଛି । ଓଡ଼ିଆ…

ଜୟପୁରରୁ ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଜୟପୁର: ଜୟପୁର ସଦର ଥାନା ଅର୍ନ୍ତଗତ କୋଲାବ ସାଇଡରୁ ଜବତ ହୋଇଛି ଦୁଇ କ୍ୱିଣ୍ଟାଲ ଗଞ୍ଜେଇ । ଏହା ସହ ଗିରଫ ହୋଇଛନ୍ତି ଦୁଇ ଅଭିଯୁକ୍ତ । ରାଜ୍ୟ ବାହାରକୁ ଏକ କାର (ସିଜି ୨୯-ଏ- ୫୦୦୮) ଯୋଗେ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢ଼ଉ କରିଥିଲା । ଜାତୀୟ ରାଜପଥ-୨୬ ଜୟପୁର ରାଜପଥ ଦେଇ ଛତିଶଗଡ଼ର…

କିଏ ଯିବେ ରାଜ୍ୟସଭା, ବଢ଼ିଲା ଚର୍ଚ୍ଚା: ବିଧାୟକ ଅନନ୍ତ ଜେନା ନେଲେ ନାମାଙ୍କନ ସେଟ୍

ଭୁବନେଶ୍ୱର: ସୁବାସ ସିଂ କଟକ ମେୟର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍ ୪ଟି ଆସନ ପାଇଁ ଏବେ ରାଜ୍ୟସଭା ନିର୍ବାଚନ ହେବ । ସଂଖ୍ୟା ଦୃଷ୍ଟିରୁ ବିଜେଡି ସମସ୍ତ ଆସନରେ ବାଜିମାତ କରିବ । ଗତକାଲି ତିନୋଟି ଏବଂ ଆଜି…

‘ସରକାରୀ ଅନୁଷ୍ଠାନ ଗୁଡିକ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ମୋ ସରକାର ବ୍ୟାପକ ପରିବର୍ତ୍ତନ ଆଣିଛି’

ଭୁବନେଶ୍ୱର: ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ମୋ ସରକାର ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ବୈଠକରେ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ…

ଏସିଆ କପ ହକି: ଇଣ୍ଡୋନେସିଆକୁ ୧୬-୦ରେ ହରାଇ ସୁପର ୪ରେ ଭାରତ

ଜାକାର୍ତା: ଏଠାରେ ଅନୁଷ୍ଠିତ ଏସିଆ କପ ହକିରେ ଗୁରୁବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି । ଶେଷ ପୁଲ ମ୍ୟାଚରେ ଇଣ୍ଡୋନେସିଆକୁ ୧୬-୦ ବୃହତ ବ୍ୟବଧାନରେ ହରାଇ ଭାରତ ସୁପର ୪ରେ ପ୍ରବେଶ କରିଛି । ଭାରତକୁ ଏହି ମ୍ୟାଚରେ ପାକିସ୍ତାନଠାରୁ ଅଧିକ ଗୋଲ ବ୍ୟବଧାନରେ ଜିତିବା ଜରୁରୀ ଥିଲା । ଏଥିସହ…

ତେଲ ଦର କମିବା ପରେ ବସ୍ ଭଡା କମିଲା

ଭୁବନେଶ୍ୱର: କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର 9 ଟଙ୍କାରୁ ଅଧିକ ଏବଂ ଡିଜେଲ ଦର 7 ଟଙ୍କାରୁ ଅଧିକ ହ୍ରାସ ପାଇଛି। ଏହାପରେ ବିଭିନ୍ନ ଜିନିଷର ଦର ଦାମ କମୁଛି । ଏହି କ୍ରମରେ ରାଜ୍ୟରେ ବସ ଭଡା ମଧ୍ୟ କମିଛି । ସାଧାରଣ ବସ୍…

ସାବିତ୍ରୀ ବ୍ରତ ବେଳେ ଫଳ ବଜାରରେ ନିଆଁ, ଯାହା ଧରିବ କିଲୋ ୧୦୦ ଟଙ୍କା

ଭୁବନେଶ୍ୱର: ଆସୁଛି ସାବିତ୍ରୀ ବ୍ରତ । ବିବାହିତ ହିନ୍ଦୁ ନାରୀଙ୍କ ପାଇଁ ଏହା ଏକ ବଡ଼ ପର୍ବ । ଏହାପୂର୍ବରୁ କିନ୍ତୁ ଫଳ ବଜାରରେ ନିଆଁ ଲାଗିଯାଇଛି । ଦାମ ଏପରି ହୋଇଛି ଯେ ଯେକୌଣସି ବ୍ୟକ୍ତି ଫଳ କିଣିବା ପୂର୍ବରୁ ଦଶ ଥର ଭାବିବ । ଗୋଟିଏ ପଟେ ସାବିତ୍ରୀ ବ୍ରତ ଅନ୍ୟପଟେ ଫଳ ବଜାରର ଦର ଶୁଣି…

ପୁରୀ ସହରରୁ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ମହିଳା ଗିରଫ

ପୁରୀ: ପୁରୀ ସହରର ବାସେଳୀ ସାହି ଥାନା ଅଧୀନ ନୋଳିଆ ସାହିରୁ ଜଣେ ମହିଳା ବ୍ରାଉନ ସୁଗର ବ୍ୟବସାୟୀ ଗିରଫ ହୋଇଛନ୍ତି । ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍ ୪୫ ବର୍ଷୀୟା ସୁନୀତା ନାଏକଙ୍କ ଠାରୁ ୧୧୦ ଗ୍ରାମ୍ ବ୍ରାଉନ ସୁଗର ଓ ୮୦୦ ଟଙ୍କା ଜବତ କରିଛି । ମୋବାଇଲ ଅବକାରୀ ସ୍କ୍ୱାଡ୍ କେସ ନଂ-…