Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ହୃଦୟକୁ ଛୁଇଁଲା ମାଆ ଗୁଣ୍ଡୁଚିର ଅନାବିଳ ପ୍ରେମ

ଭୁବନେଶ୍ୱର : ମାଆର ସ୍ନେହ ସବୁବେଳେ ତାର ପିଲାଙ୍କ ପାଇଁ ରହିଥାଏ। କେବଳ ମଣିଷ ନୁହେଁ ପଶୁ ହେଉ କି ପକ୍ଷୀ। ମାତୃତ୍ୱର ଅନାବିଳ ପ୍ରେମ ନିଜ ପିଲାମାନଙ୍କ ପାଇଁ ସବୁବେଳେ ରହିଆସିଛି। ଏମିତି ଏକ ହୃଦୟକୁ ଛୁଇଁଲାଭଳି ଭିଡ଼ିଓ ସାମନାକୁ ଆସିଛି । ଭୁବନେଶ୍ୱର ବାଳକାଟିର ବସନ୍ତପେଡି ଗାଁରେ ଏଭଳି…

ଭୁବନେଶ୍ୱର ନିଉ ଷ୍ଟେସନରେ ୪ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି

ଭୁବନେଶ୍ବର: ଭୁବନେଶ୍ୱର ନିଉ ଷ୍ଟେସନରେ ୪ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି  । ଯାତ୍ରୀମାନଙ୍କ ସୁବିଧା ପାଇଁ  ଭୁବନେଶ୍ୱର ନୂତନ ଷ୍ଟେସନରେ ପର୍ଯ୍ୟାୟକ୍ରମେ ଚାରି ଯୋଡ଼ା ଟ୍ରେନର ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରୁଥିବା ଦୁଇଟି…

ଫସିଗଲେ ଇମ୍ରାନ, ଦେଶଦ୍ରୋହୀ ପ୍ରମାଣିତ ହେଲେ ପାଇବେ ମୃତ୍ୟୁଦଣ୍ଡ !

ଇସଲାମାବଦ: ପାକିସ୍ତାନର କଳୁଷିତ ରାଜନୀତିରେ ପଶି ଇମ୍ରାନ ଖାଁ ନିଜ ଗୋଡରେ ନିଜେ କୁରାଢ଼ୀ ମାରିଛନ୍ତି । ସୁପ୍ରିମ କୋର୍ଟ ଇମ୍ରାନ ନିୟମ ଭାଙ୍ଗିଛନ୍ତି ବୋଲି ପରୋକ୍ଷରେ ତାଙ୍କ ଶୁଣାଣୀରେ କହିଛନ୍ତି । ଏହା ସହିତ ସ୍ପିକରଙ୍କ ନିଷ୍ପତି ଅସାମ୍ବିଧାନିକ ବୋଲି କୁହାଯାଇଛି । ଏଥିରେ ଇମ୍ରାନ ଦୋଷୀ…

ସିକେ ନାୟୁଡୁ ଟ୍ରଫି: ବିଜୟ ସତ୍ୱେ ନକଆଉଟରୁ ବାଦ ପଡିଲା ଓଡିଶା

ଭୁବନେଶ୍ୱର: ଚଳିତ ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା ୧୩୨ ରନରେ ହାଇଦ୍ରାବାଦକୁ ପରାସ୍ତ କରିଛି । ତେବେ ଏହି ବିଜୟ ସତ୍ୱେ ଓଡିଶା ନକଆଉଟ ଦୌଡରୁ ବାଦ ପଡିଛି । ଏଲିଟ ଗ୍ରୁପ ସିରୁ ମଧ୍ୟପ୍ରଦେଶ ଉତମ ରନରେଟ ହାର ଯୋଗୁ ନକଆଉଟକୁ ଉନ୍ନୀତ ହୋଇଛି । ୩୦୦ ରନର ବିଜୟ ଲକ୍ଷ୍ୟକୁ…

ନୀରସ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ !

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସିଜନକୁ ସବୁଠାରୁ ଲୋକପ୍ରିୟ ହେବ ବୋଲି ବିିିସିସିଆଇ ପକ୍ଷରୁ କୁହାଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତର ରିପୋର୍ଟକୁ ବିଚାରକୁ ନେଲେ ଏହା ନୈରାଶ୍ୟଜନକ ରହିଛି । ଗତ ସଂସ୍କରଣଗୁଡିକ ତୁଳନାରେ ଏଥର ଭ୍ୟୁୟରଶିପ ବହୁ ତଳକୁ ଖସି ଆସିଛି । ଯାହାକି ଚିନ୍ତାର…

ସଲିଡ୍ ଫୁଏଲ ଡକ୍ଟେଡ୍ ରାମଜେଟ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ଆଜି ଚାନ୍ଦିପୁର ଆଇଟିଆର ରେଂଜରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ପୂର୍ବାହ୍ନରେ ଆକାଶମାର୍ଗରେ ଏହାର ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା । ଏହାର ବୁଷ୍ଟର ମୋଟର ଏବଂ ନୋଜଲ ଲେସ୍ ମୋଟର…

ରୁଷିଆର ରସିଚ ସେନା: କାନ କାଟି ଦିଅନ୍ତି, ପୋଡା ମଣିଷ ମାଂସ ଗନ୍ଧ ସେମାନଙ୍କୁ ଭଲ ଲାଗେ !

ମସ୍କୋ: ୟୁକ୍ରେନକୁ କବଜା କରିବା ପାଇଁ ରୁଷ କ୍ରମାଗତ ଆକ୍ରମଣ ଜାରୀ ରଖିଛି । ଇତି ମଧ୍ୟରେ ଯୁଦ୍ଧର ୪୨ ଦିନ ବିତି ଯାଇଥିଲେ ମଧ୍ୟ ରୁଷ ହାତରେ କିଛି ଲାଗିନି । ୟୁକ୍ରେନବାସୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ରୁଷ ସେମାନଙ୍କର ସବୁଠାରୁ ନିଷ୍ଠୁର ସେନା ରସିଚଙ୍କୁ ନିୟୋଜିତ କରିଛନ୍ତି । ଏହି…

କୋଭିଡ ମୃତ୍ୟୁର ଆର୍ଥିକ ସହାୟତା ପାଇଁ ମେ ୨୮ ସୁଦ୍ଧା ଆବେଦନ, ମିଳିବ ୫୦ ହଜାର

ଭୁବନେଶ୍ୱର: କୋଭିଡ ଜନିତ ମୃତ୍ୟୁ ପାଇଁ ସରକାରଙ୍କ ପକ୍ଷରୁ ଆତ୍ମୀୟ ସ୍ୱଜନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ୫୦ ହଜାର ଟଙ୍କାର ଏହି ସହାୟତା ସକାଶେ ଆବେଦନ ପ୍ରକ୍ରିୟା ଦୁଇ ପ୍ରକାର ରହିଛି । ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ମୃତକଙ୍କ ସଂପର୍କୀୟ ଆବେଦନ କରିପାରିବେ । ଅନଲାଇନରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ : ଜବାବ ମାଗିଲେ ହାଇକୋର୍ଟ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ  ଜବାବ ମାଗିଲେ ହାଇକୋର୍ଟ   ଶ୍ରୀମନ୍ଦିର ଚାରିପଟେ କ’ଣ ନିର୍ମାଣ ଚାଲିଛି, ନିର୍ମାଣ ପାଇଁ ଅନୁମତି ଅଛି କି ନାହିଁ ଜଣାଇବାକୁ ନିର୍ଦ୍ଦେଶ । ରାଜ୍ୟ ସରକାର ଓ ଏଏସଆଇଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ଶ୍ରୀମନ୍ଦିର ଚାରିପଟେ କଣ…

ଶପଥ ନେଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ

ବ୍ରହ୍ମପୁର : ଶପଥ ନେଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ । ବ୍ରହ୍ମପୁରର ନବ ନିର୍ବାଚିତ ମେୟର ଭାବେ ସଂଘମିତ୍ରା ଦଳେଇ ଶପଥ ପାଠ କରିଥିଲେ । ତା ସହ ଆଜି ୪୨ ଜଣ କର୍ପୋରେଟର ଶପଥ ନେଇଛନ୍ତି । ବ୍ରହ୍ମପୁରର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ କରିବା ବୋଲି ସଂଘମିତ୍ରା  କହିଥିଲେ ।…