Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ହାମଲେଟର ପ୍ରେତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୨ ସେମାନଙ୍କୁ କୁହାଯାଉଥିଲା "ଶେକସପିଅରର୍ସ ବୟଜ୍"। ସେମାନଙ୍କର କାମ କହିଲେ କେବଳ ଏତିକି । ଭିତରେ ପ୍ରେକ୍ଷାଳୟରେ ଯେଉଁ ଅଭିନେତାମାନେ ରିହର୍ସାଲ୍ ବା ଅଭିନୟ କରିବାକୁ ଯାଆନ୍ତି ସେମାନଙ୍କୁ ସେଇଠି ସେଇଥିପାଇଁ ଅନେକ ସମୟ…

[ଦେଖନ୍ତୁ ଭିଡିଓ] ଗାଁ ମନ୍ଦିର ଜମି ଜବରଦଖଲକୁ ବିରୋଧ : ବିବାଦରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

ଯାଜପୁର : ଗାଁ ମନ୍ଦିର ଜମି ଜବରଦଖଲକୁ ବିରୋଧ ।  ମନ୍ଦିର ଜାଗାକୁ ଜବରଦଖଲ କରି ଘର ତିଆରି କରିବା ଘଟଣାକୁ ନେଇ ଦେଖାଦେଇଛି ବିବାଦ । ଯାଜପୁର  ଛନ୍ଦାମୁଣ୍ଡ ଗାଁ ତାରିଣୀ ଓ ଭାଗବତ ଆଶ୍ରମର ଜାଗାକୁ ଜନୈକ ବ୍ୟକ୍ତି ଜବରଦଖଲ କରି ନିଜ ଘର କାମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀ…

ବାଂଲାଦେଶକୁ ମିଳିପାରେ ଏସିଆ କପ ୨୦୨୨ ଆୟୋଜନ ଅଧିକାର

ଢ଼ାକା: ଏସିଆ କପ କ୍ରିକେଟ ୨୦୨୨ ଆୟୋଜନ ଅଧିକାର ବାଂଲାଦେଶକୁ ମିଳିପାରେ । ଅବଶ୍ୟ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ଏସିଆନ କ୍ରିକେଟ କାଉନସିଲ ଏହାର ଆୟୋଜନ ଅଧିକାର ଶ୍ରୀଲଙ୍କାକୁ ପ୍ରଦାନ କରିଥିଲା । ମାତ୍ର ସେଠାରେ ଦେଶ ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବାରୁ ଏହାର ବିକଳ୍ପ…

ଦିଲ୍ଲୀର ନୂତନ ଉପ ରାଜ୍ୟପାଳ ହେଲେ ବିନୟ ସକ୍ସେନା

ନୂଆଦିଲ୍ଲୀ: ଦିଲ୍ଲୀର ନୂତନ ଉପ ରାଜ୍ୟପାଳ ଭାବେ ବିନୟ କୁମାର ସକ୍ସେନା ନିଯୁକ୍ତ ହୋଇଛନ୍ତି । ମେ ୧୮ରେ ବ୍ୟକ୍ତିଗତ କାରଣ ଦର୍ଶାଇ ଅନୀଲ ବୈଜଲ ଆକସ୍ମିକ ଭାବେ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବିନୟଙ୍କୁ ପ୍ରଦାନ କରିଛନ୍ତି ।…

ଓଡ଼ିଶାର ୩ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଓଡ଼ିଶାରେ ଖାଲି ହେଇଥିବା ୩ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଆଜିଠାରୁ ରାଜ୍ୟସଭା ନିର୍ବାଚନ ନେଇ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ୩୧ ତାରିଖ ନାମାଙ୍କର…

ମଙ୍ଗଳବାର କ୍ୱାଡ୍ ସମ୍ମିଳନୀ : ୩ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ ମୋଦି

ଦିଲ୍ଲୀ :ଜାପାନର ଟୋକିଓରେ ମଙ୍ଗଳବାର ବସିବ କ୍ବାଡ୍ ସମ୍ମିଳନୀ  । କ୍ୱାଡ୍ ଦେଶ ସମୂହ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ବାଡର ଏହା ଚତୁର୍ଥ ବୈଠକ । ସମ୍ମିଳନୀରେ ଭାରତ -ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ନେଇ ସକାରାତ୍ମକ ଏବଂ…

ରୂପ ବଦଳାଉନାହିଁ ମଙ୍କିପକ୍ସ : ମଙ୍କିପକ୍ସକୁ ନେଇ ଭୟ ବଢୁଥିବା ବେଳେ WHO ଦେଲା ଅଶ୍ୱସ୍ତିକର ଖବର

ଦିଲ୍ଲୀ : ମଙ୍କିପକ୍ସକୁ ନେଇ ଭୟ ବଢୁଥିବା ବେଳେ ଆସିଲା ଆଶ୍ୱସ୍ତି କଲା ଭଳି ଖବର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିିଛି, ମଙ୍କିପକ୍ସ ରୂପ ବଦଳାଉନାହିଁ । ଏ ନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି କହିଛି ହୁ । ଡବ୍ଲୁଏଚ୍ଓର ବିଶେଷଜ୍ଞ କହିଛନ୍ତି ଏହି ଭାଇରସ୍ କମ୍ ମ୍ୟୁଟେସନ୍ ହୁଏ, ଅର୍ଥାତ…

ଆଜି ବ୍ରଜରାଜନଗରରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା: ଦୁଲୁକୁଛି ବ୍ରଜରାଜନଗର ପ୍ରଚାର ମୈଦାନ । ହେଭିଓ୍ୱେଟ କ୍ୟାମ୍ପେନ ଚଳାଇଛି ତିନି ରାଜନୈତି ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଆଜି ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଭୋଟ୍ ମାଗିବେ ।…

ପୁରୀ ଏମାର ମଠ ଖନନ ସ୍ଥଳରେ ଆଜି ପୁଣି ଜିପିଆର୍ ସର୍ଭେ

ପୁରୀ: ଏମାର ମଠ ଖନନ ସ୍ଥଳରେ ଆଜି ପୁଣି ଜିପିଆର୍ ସର୍ଭେ ହୋଇଛି । ଜିପିଆରଏସରେ ୩ ମେସିନ୍, ୫ ଇଞ୍ଜିନିୟର ଓ ୮ କାର୍ମଚାରୀ ନିୟୋଜିତ ହୋଇଛନ୍ତି । ୪ ଦିନରେ ସର୍ଭେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଓବିସିସି  । ଓବିସିସିର ଚିଠି ପରେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି ।…

ବର୍ଷାଙ୍କ FIR ପରେ ପୁଣି ଭିଡିଓ ଛାଡ଼ିଲେ ଅନୁଭବ, କଣ କହିଲେ ଜାଣନ୍ତୁ

କଟକ: ସେଲିବ୍ରିଟ୍ କପୁଲ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାଦ ତେଜିବାରେ ଲାଗିଛି । ସୋସିଆଲ୍ ମିଡିଆରେ ଅନୁଭବ ଦାମ୍ପତ୍ୟ ଜୀବନ କଳହକୁ ନେଇ ଗୋଟିଏ ପରେ ଗୋଟିଏ ଚାପ୍ଟର ଖୋଲୁଛନ୍ତି । ସେପଟେ ସୋସିଆଲ୍ ମିଡିଆରେ ସ୍ୱାମୀ ଅନୁଭବ ମହାନ୍ତି ଚରିତ୍ର ସଂହାର କରୁଥିବା ବର୍ଷା କଟକ…