Latest Odisha News

BREAKING NEWS

ବିଜେଡିରେ ମିଶିଲେ ଭୁବନେଶ୍ୱର ୯ ନମ୍ବର ୱାର୍ଡର ସ୍ୱାଧିନ କର୍ପୋରେଟର ସୁଷମା ସାହୁ

ଭୁବନେଶ୍ୱର : ବିଜେଡିରେ ମିଶିଲେ ସ୍ୱାଧିନ କର୍ପୋରେଟର । ଭୁବନେଶ୍ୱର ୯ ନମ୍ବର ୱାର୍ଡର ସ୍ୱାଧିନ କର୍ପୋରେଟର ସୁଷମା ସାହୁ ବିଜେଡିରେ ମିଶିଛନ୍ତି । ବଜେଡି ସାଙ୍ଗଠନକି ସମ୍ପାଦାକ ପ୍ରଣବ ପ୍ରକାଶ ଦାସ ଓ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉନ୍ତଙ୍କ ଉପସ୍ଥିତିରେ ସୁଷମା ସାହୁ ବିଧିବଦ୍ଧ…

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଆଜି ବିଜେପିର ପ୍ରତିଷ୍ଠା ଦିବସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିଛନ୍ତି । ଏହି ସମୟରେ ଦଳୀୟ ନେତା ଓ…

ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକରେ ବୁହାହେଲା ନାବାଳିକାଙ୍କ ମୃତଦେହ

କେନ୍ଦ୍ରାପଡ଼ା: ମୃତଦେହକୁ ମିଳୁନି ସମ୍ମାନ । ମେଡ଼ିକାଲରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଇକରେ ବୁହାହେଲା ନାବାଳିକାଙ୍କ ଶବ। ଏହି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ । ଯାହାକି ଲୋକମାନଙ୍କୁ ହତବାକ୍‌ କରିଦେଇଛି। ମହାପ୍ରୟାଣ ଗାଡ଼ି ଥାଉ ଥାଉ ମେଡିକାଲ୍‌ରୁ କିଭଳି…

ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ସ୍ଥାନରେ ଚାଲିଛି ରେଡ

ଭଞ୍ଜନଗର: ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏମ୍ଆଇ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍…

ଶ୍ରୀଲଙ୍କାରେ ହଟିଲା ଜରୁରିକାଳୀନ ପରିସ୍ଥିତି

ଭୁବନେଶ୍ଵର: ଶ୍ରୀଲଙ୍କାରେ ହଟିଲା ଜରୁରୀକାଳୀନ ପରିସ୍ଥିତି । ଏବେ ୬.୫ ଘଣ୍ଟା ପର୍ଯ୍ୟନ୍ତ କଟିବ ବିଜୁଳି ସବୁଠାରୁ ଖରାପ ଆର୍ଥିକ ସ୍ଥିତିରେ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି । ମନ୍ତ୍ରୀମାନେ ଦେଶ ଛାଡ଼ୁଥିବା ବେଳେ ଜନତାମାନେ ରାସ୍ତାରେ ଧାରଣା ଦେଉଛନ୍ତି ।…

ଧାମନଗରରେ ଗଣତି ଆରମ୍ଭ, ଭୋଟ କେନ୍ଦ୍ର ପାଖରେ ୧୪୪ ଧାରା

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିର ବାକିଥିବା ୱାର୍ଡରେ  ମତଦାନ ଶେଷ ହୋଇଥିବା ବେଳେ ଆଜି ଆରମ୍ଭ ହୋଇଛି ଗଣତି । ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି…

ତେଲ ଦର ସହିତ ବଢ଼ିଲା ସିଏନଜି ଦର

ନୂଆଦିଲ୍ଲୀ: ଠିକ୍ ବର୍ଷକ ତଳେ କରୋନା ସଂକ୍ରମଣ ପ୍ରତିଦିନ ଉପରମୁହାଁ ହେଉଥିବା ଭଳି ଏବେ ତେଲ ଦର ମଧ୍ୟ ପ୍ରତିଦିନ ପୂର୍ବଦିନର ରେକର୍ଡ ଭାଙ୍ଗୁଛି । ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି। ଏହା ସହିତ ସିଏନଜି ଦର ମଧ୍ୟ ବଢିଛି। ଦେଶରେ ଗତ ୧୬ ଦିନ ମଧ୍ୟରେ ୧୪ ଥର ତେଲ ଦର…

ପୁଲିସ ଆଗରେ ଅଭିଯୁକ୍ତ ବଖାଣିଲା, କାହିଁକି ଜଗା ଚୁଲି ଭାଙ୍ଗିଥିଲା

ପୁରୀ: ଶ୍ରୀମନ୍ଦିର ରୋଷଘର କାହିଁକି ଭାଙ୍ଗିଥିଲା ପୁଲିସ ହାତରେ ଧରାପଡିବା ପରେ ଅଭିଯୁକ୍ତ ଗଗନ ମହାପାତ୍ର ବଖାଣିଛି ସେଦିନର କଥା । ଗତକାଲି ପୁରୀ ପୁଲିସ ଖୋର୍ଦ୍ଦାରୁ ଅଭିଯୁକ୍ତକୁ ଗିରଫ କରିଥିଲା। ଏହାପରେ ରାତିରେ ଅଟକ ଅଭିଯୁକ୍ତକୁ ଜେରା କରିଛି । ଜେରା ବେଳେ ଅଭିଯୁକ୍ତ କହିଛି, ଲୋକେ…

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଉପରେ ରୋକ୍: ରାଜ୍ୟର ଏହି ସବୁ ନିୟମ ଉପରେ କେନ୍ଦ୍ର ଆପତ୍ତି ଉଠାଇଛି

ଭୁବନେଶ୍ୱର: ଡିସେମ୍ବର ୨୦୨୦ ରେ ରାଜ୍ୟ ସରକାର ଆଣିଥିବା ସ୍ୱତନ୍ତ୍ର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ବା ନିୟମ ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଏହି ପ୍ରସ୍ତାବିତ ଅଧ୍ୟାଦେଶର ଅନେକ ଅଂଶରେ ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ନୁହେଁ । ତେଣୁ ଯେଉଁ ନିୟମ ତିଆରି ହୋଇଛି ଅଧିକାଂଶ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦାରୁବ୍ରହ୍ମ ଜଗନ୍ନାଥଙ୍କ ନୟନ ସଦା ଉନ୍ମୁକ୍ତ। ଏଥିରେ ଭ୍ରୂଲତା ବା "ଲୋମପତା "ନାହିଁ। ତେଣୁ କୁହାଯାଏ ସେ ଚିରଜାଗ୍ରତ। ଏଣେ କିନ୍ତୁ…