Latest Odisha News

BREAKING NEWS

[ଭିଡିଓ] କଚା ବାଦାମ୍ ଗୀତରେ ରିତେଶ ଦେଶମୁଖଙ୍କ ସହ ଠୁମକା ଲଗାଇଲେ ମାଧୁରୀ ଦିକ୍ସିତ୍

ମୁମ୍ବାଇ : ବଲିଉଡ ଆକ୍ଟ୍ରିସ ମାଧୁରୀ ଦିକ୍ସିତ ସବୁବେଳେ କିଛି ନା କିଛି କରି ବେଶ୍ ଚର୍ଚ୍ଚାରେ ଥାନ୍ତି । ନିକଟରେ ମାଧୁରୀ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ମାଧୁରୀ ରିତେଶ ଦେଶମୁଖଙ୍କ ସହ ତାଳ ଦେଇ କଚା ବାଦାମ ଗୀତରେ ନାଚୁଥିବା ନଜର ଆସିଥିଲେ । ଏହି…

ରଜ କୁଇନ୍‌-୨୦୨୨: ଚାଲିଛି ଅଡିସନ୍‌, ପ୍ରସାରଣ ଖୁବଶୀଘ୍ର

ଭୁବନେଶ୍ୱର: ପ୍ରତିଭା ପ୍ରଦର୍ଶନର ଅନ୍ୟତମ ପ୍ଲାଟଫର୍ମ ତଥା ରିୟାଲିଟି ସୋ’ ରଜ କୁଇନ୍ । ଚଳିତବର୍ଷ ନୂଆ ସିଜିନ୍ ନେଇ ଆସୁଥିବା ଏହି ସୋରେ ଏଥର ନିଶ୍ଚିତ ଭାବେ କିଛି ହଟ୍‌କେ ଦେଖିବାକୁ ମିଳିବ । ତେବେ ୨୦୨୨ ସିଜିନ୍ ପାଇଁ ଚଳିତମାସ ୩ ତାରିଖରୁ ଓଡିଶାର ଭିନ୍ନଭିନ୍ନ ସ୍ଥାନରେ ଅଡିସନ୍ ଆରମ୍ଭ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାଓ୍ୱାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୨୦ ରୁ ୨୫ ମିନିଟ୍ ଧରି ଆଲୋଚନା ହୋଇଥିଲା, ଏହି ବୈଠକରେ ମହାରାଷ୍ଟ୍ରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି। ଉଭୟଙ୍କ ମଧ୍ୟରେ ଏଭଳି…

ନିର୍ମାଣ ହେବ କସମୋପୋଲିସ ଛକରେ ଫ୍ଲାଏ ଓଭର, ସତସଙ୍ଗ ବିହାର ଓ କ୍ରାଉନ ହୋଟେଲ ନିକଟରେ ଫୁଟ ଓଭରବ୍ରିଜ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟିଥିଲେ । ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ପ୍ଳାଏ ଓଭର ବ୍ରିଜ ନିର୍ମାଣ ନେଇ ସାଂସଦ ଅପରାଜିତା କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ।ଉନ୍ନୟନ ମୂଳକ ପ୍ରକଳ୍ପ ଅନୁମୋଦନ କରିଛନ୍ତି…

ଲାଞ୍ଚ ନେବା ମହଙ୍ଗା ପଡିଲା : ଭିଜିଲାନ୍ସ ଜାଲରେ ବରିଷ୍ଠ ସହକାରୀ କିରାଣୀ

ଢେଙ୍କାନାଳ : ଲାଞ୍ଚ ନେବା ମହଙ୍ଗା ପଡିଲା । ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହକାରୀ କିରାଣୀ ବିଧୁପ୍ରସାଦ ବେହେରା । ମେଡ଼ିକାଲ ବିଲ କରେଇ ଦେବା ପାଇଁ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ…

ଆସନ୍ତାକାଲି କଟକରେ ଡେପୁଟି ମେୟର ନିର୍ବାଚନ ହେବ

 କଟକ : ଆସନ୍ତାକାଲି କଟକ ଡେପୁଟି ମେୟର ନିର୍ବାଚନ ହେବ । ଏନେଇ ପ୍ରେମ ମିଟ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଗୁରୁବାର ୧୦ ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ । ଦିନ ୧୧ ଟାରୁ ୧୨ ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ପତ୍ର…

୩୨ ମିଲିୟନ ଡଲାର ନେଇ ପାକିସ୍ତାନରୁ ଫେରାର ପତ୍ନୀଙ୍କ ସାଙ୍ଗ, ଇମ୍ରାନ ଖାନ୍ କରିଛନ୍ତି ସହଯୋଗ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କ ଜଣେ ବନ୍ଧୁ ପ୍ରାୟ ୩୨ ମିଲିୟନ ଆମେରିକୀୟ ଡଲାର ଠକେଇ କରି ଫେରାର ହୋଇଛନ୍ତି । ବୁଶ୍ରାଙ୍କ ବନ୍ଧୁ ଫରା ଖାନ୍ ଏକ ବିଳାସପୂର୍ଣ୍ଣ ବିମାନରେ ଯାତ୍ରା ସମୟର ଏକ ଫଟୋ ମଙ୍ଗଳବାର ପାକିସ୍ତାନ ସୋସିଆଲ ମିଡିଆରେ…

ଧାମନଗର ଏନଏସିରେ ବିଜେଡିର ବାଜିମାତ୍

ଭଦ୍ରକ : ଭଦ୍ରକ ଧାମନଗର ଏନଏସି ବିଜେଡିର ବିଜୟ । ଧାମ ନଗରରେ ବିଜୟ ଟିକା ପିନ୍ଧିଲେ ଅଧ୍ୟକ୍ଷା ପ୍ରାର୍ଥୀ ନିବେଦିତା ଜେନା । ଧାମନଗରରେ ୧୧ ଟି ୱାର୍ଡରୁ ବିଜେଡି ୯ ଟି ୱାର୍ଡରେ ବିଜୟ ଲାଭ କରିଛି । ଧାମନଗରରେ ବିଜେପି ମାତ୍ର ଦୁଇଟି ସିଟ ହାତେଇ ମନ ବୁଝେଇଥିଲା ।ଆଜି ଧାମନଗରରେ ବିଜେଡି…

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା, ଏସପି ମାପିଚୁପି ବୟାନ ରଖୁଛନ୍ତି କି ?

ପୁରୀ: ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ପୁରୀ ଏସପି କନଓ୍ୱର ବିଶାଲ ସିଂଙ୍କ ବୟାନ ଏବେ ପ୍ରସଙ୍ଗକୁ ଜଟିଳ କରିଛି । ଏସପି କହିଛନ୍ତି, ଅଭିଯୁକ୍ତ ଜେ. ମହାପାତ୍ର ସ୍ୱୀକାର କରିଛନ୍ତି ତାଙ୍କ ଦୋଷ । ସେ ମନ୍ଦିର ବୁଲିବାକୁ ଆସିଥିଲେ, ଏହି ସମୟରେ ତାଙ୍କୁ ଭଲ ଲାଗିଲାନି ତେଣୁ ସେ…

ଜାଲ ସାର୍ଟିଫିକେଟରେ ବିଜେବି କଲେଜରେ ଆଡମିଶନ ଘଟଣା: ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱ: ବିଜେବି କଲେଜରେ ଜାଲ ସାର୍ଟିଫିକେଟ ଦେଇ ଆଡମିଶନ ଘଟଣା । ଏହି ଘଟଣାକୁ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।ଜାଲ ସାର୍ଟିଫିକେଟ ଯଦି କେହି ଦେଇଛନ୍ତି ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ତେଣୁ ବିଜେବି କଲେଜ ଘଟଣାରେ ଆଇନ ଅନୁସାରେ ପଦକ୍ଷେପ ନିଆଯାଉଛି…