Latest Odisha News
Browsing Tag

loot

ସ୍ପେଶାଲ ସ୍କ୍ୱାଡ୍ ହାବୁଡ଼ରେ ୮ ଜଣିଆ ଗ୍ୟାଙ୍ଗ, ଟାର୍ଗେଟରେ ଥିଲେ ବ୍ୟାଙ୍କ କଷ୍ଟମର

ଭୁବନେଶ୍ୱର: କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ହାତରେ ଧରା ପଡ଼ିଛନ୍ତି ଏରାଗୋଲା ଗ୍ୟାଙ୍ଗ । ଏମାନେ ବ୍ୟାଙ୍କ ସାମ୍ନାରେ ଛକି ରହି ଗ୍ରାହକଙ୍କୁ ଲୁଟ୍ କରୁଥିଲେ । କାର କାଚ ଭାଙ୍ଗି ବାଟରେ ଟଙ୍କା ଲୁଟି ନେଉଥିଲେ । ଏହି ଗ୍ୟାଙ୍ଗର ୮ ଜଣ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ…

ହିଞ୍ଜିଳିରେ ସକ୍ରିୟ ଚୋରି ଗ୍ୟାଙ୍ଗ୍‌ : ଘରେ ପଶି ନେଇଗଲେ ୧୮୦ ଗ୍ରାମ ସୁନା

ବ୍ରହ୍ମପୁର:ଗଞ୍ଜାମ ଜିଲାର ହିଞ୍ଜିଳି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଚୋର ଗ୍ୟାଙ୍ଗ ସକ୍ରିୟ ହୋଇପଡ଼ିଛନ୍ତି । ଦୁଇଟି ଭିନ୍ନ ଜାଗାରୁ ୧୮ ତୋଳା(୧୮୦ଗ୍ରାମ) ଓଜନର ସୁନା ଅଳଙ୍କାର ସହିତ ରୂପା ଅଳଙ୍କାର ଏବଂ ନଗଦ ୬୯ ହଜାର ଟଙ୍କା ଚୋରି କରିନେଇଛନ୍ତି। ଉଭୟ ଘଟଣାରେ ହିଞ୍ଜିଳି ଥାନାରେ…

ଗଞ୍ଜାମରେ ଅପହରଣ, ଲୁଟ୍‌ର ଶିକାର ହେଲେ ଝାଡ଼ଖଣ୍ଡର ଦୁଇ ବ୍ୟବସାୟୀ

ବ୍ରହ୍ମପୁର: ଝାଡଖଣ୍ଡର ଦୁଇଜଣ ବ୍ୟବସାୟୀ ଗଞ୍ଜାମରେ ଅପହରଣ ଓ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅପହରଣକାରୀମାନେ ଏହି ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ୭୫ ହଜାର ଟଙ୍କା ସହ କାର ଓ ମୋବାଇଲ ନେଇଯାଇଛନ୍ତି। ଯେନତେନ ପ୍ରକାରେ ମୁକ୍ତ ହେବା ପରେ ଲୁଟର ଶିକାର ବ୍ୟକ୍ତିମାନେ ମଙ୍ଗଳବାର…

ସମ୍ବଲପୁରରୁ ଗାଡ଼ି ଚୋରି କରି ଉପକୂଳ ଜିଲ୍ଲାରେ କରୁଥିଲେ ଲୁଟ୍

ଭୁବନେଶ୍ବର: ଚୋରି ଗାଡ଼ିରେ ଲୁଟ୍ । ଟାର୍ଗେଟରେ ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ପୋଲିସ ହାତରେ ୩ ଜଣ ଆନ୍ତଃଜିଲ୍ଲା ଲୁଟେରା ଧରା ପଡ଼ିଛନ୍ତି । ଏମାନେ ସମ୍ବଲପୁରରୁ ବାଇକ୍ ଚୋରି କରି ଉପକୂଳ ଜିଲ୍ଲାରେ ଆତଙ୍କ ଖେଳାଇଥିଲେ । କେତେବେଳେ ଜାତୀୟ ରାଜପଥ ତ ଆଉ…

ଦିନ ଦ୍ୱିପ୍ରହରରେ ଫାୟାରିଂ କରି ଦୋକାନରୁ ସୁନା ଲୁଟି ଚମ୍ପଟ

ଭୁବନେଶ୍ୱର: ପୁଣି ରାଜଧାନୀରେ ମାତିଲେ ଲୁଟେରା । ଦିନ ଦ୍ୱିପ୍ରହରରେ ଗୁଳି ଚଳାଇ ଦୋକାନରୁ ଲୁଟିନେଲେ ଲକ୍ଷାଧୀକ ଟଙ୍କାର ସୁନା । ପରେ ଫାୟାରିଂ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଯାଆଁଳାରେ । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଯାଆଁଳାରେ ଥିବା ସାଗରିକା…

ସୁବର୍ଣ୍ଣପୁରରେ ବାଇକ୍ ଡିକି ଭାଙ୍ଗି ସିରିଜ ଚୋରି, ୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରରେ ବାଇକ ଡିକି ଭାଙ୍ଗି ସିରିଜ ଚୋରି । ଦୁଇଟି ପୃଥକ ଘଟଣାରେ ୩ ଲକ୍ଷ ଟଙ୍କା ଚୋରି ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ୫୦ ହଜାର ଓ ପଟାଭାଡ଼ି ଛକରୁ ୨ ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ବନ୍ଧୁକ ଦେଖାଇ ୩୦ଲକ୍ଷ ଟଙ୍କା ଲୁଟିନେଲେ ନକଲି ପୋଲିସ

ଗଜପତି: ନକଲି ପୋଲିସ ସାଜି ବନ୍ଧୁକ ଦେଖାଇ ଲୁଟିନେଲେ ୩୦ ଲକ୍ଷ ଟଙ୍କା । ଏହିଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମେରାପଲି ଗାଁରେ । ସଞ୍ଜୟ ସାହୁଙ୍କ ପରିବାର ଶୋଇଥିବାବେଳେ ୪ଜଣ ଦୁର୍ବୃତ୍ତ ନକଲି ପୋଲିସ ସାଜି ଘରେ ପଶି ଲୁଟ୍ କରିଛନ୍ତି । ଗତକାଲି ରାତିରେ ଘଟିଛି ଏହିଭଳି ଘଟଣା । ଏନେଇ ପୋଲିସ…

ପିପିଲିରେ ମାତିଲେ ଲୁଟେରା ଗ୍ୟାଙ୍ଗ୍‌, ବୁଲାଇଲେ କଳାକନା

ପିପିଲି : ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ମାତିଲେ ଲୁଟେରା ଗ୍ୟାଙ୍ଗ୍‌ । ଗୋଟିଏ ରାତିରେ ଏକାଧିକ ସ୍ଥାନରୁ ହୋଇଛି ଲୁଟ୍‌ । ଦୁର୍ବୃତ୍ତଙ୍କ ଲୁଟରୁ ବାଦ୍‌ ପଡ଼ିନାହିଁ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସରକାରୀ ଅଫିସ । ଏପରିକି ସାଧାରଣ ଗରିବ ଲୋକଙ୍କୁ ଛାଡି ନାହାନ୍ତି ଲୁଟେରା ଗ୍ୟାଙ୍ଗ ।…

କାଳୀପଡା ଘାଟି ଲୁଟ୍ ମାମଲା: ଧରାପଡିଲେ ଅଭିଯୁକ୍ତ ଉଦ୍ଧାର ହେଲା ଟଙ୍କା

ରାୟଗଡା: ବହୁଚର୍ଚ୍ଚିତ କାଳୀପଡା ଘାଟି ଲୁଟ୍ ମାମଲାର ପର୍ଦ୍ଦଫାସ୍ କଲା ରାୟଗଡା ପୋଲିସ । ଲୁଟ୍ ହୋଇଥିବା ଟଙ୍କା ଜବତ ହେବା ସହ ଗିରଫ ହୋଇଛନ୍ତି ଏକାଧିକ ଅଭିଯୁକ୍ତ । ଲଙ୍କାଗୁଣ୍ଡ ଫିଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ପୋଲିସର ତଦନ୍ତରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ପୋଲିସ…

ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ସୁନା ଦୋକାନୀ ଓ କର୍ମଚାରୀ ଗୁରୁତର, ଲୁଟ୍ ଉଦ୍ୟମ ବିଫଳ

ଯାଜପୁର: ପୁଣି ଲୁଟ୍ ଉଦ୍ୟମ । ଯାଜପୁର ହରିପୁର ବଜାରରେ ଥିବା ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବୁତ୍ତ । ହେଲେ ଲୁଟ୍ ଉଦ୍ୟମ ବିଫଳ ହୋଇଥିଲା । ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ୨ଜଣ ସୁନା ଦୋକାନୀ ଓ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ଦୁର୍ବୁତ୍ତ ଫେରାର…