Latest Odisha News
Browsing Tag

Omicron Cases in India

୨୬ ରାଜ୍ୟରେ ପଶିଲାଣି ଓମିକ୍ରନ୍, ମହାରାଷ୍ଟ୍ର ଓ ଦିଲ୍ଲୀରୁ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ୍ । ୨୬ ରାଜ୍ୟରେ ପଶିଲାଣି । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬ଶହ ୩୦ । ମହାରାଷ୍ଟ୍ର ଓ ଦିଲ୍ଲୀରେ ପାଖାପାଖି ଅଧା ନୂଆ ଭାରିଆଣ୍ଟ କେସ୍ ରହିଛି । ମହାରାଷ୍ଟ୍ରରୁ…

କାୟା ମେଲାଉଛି ଓମିକ୍ରନ୍: ୧୭ ଶହ ଛୁଇଁଲା ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନି ବଢୁଛି । ସାରା ଦେଶରେ ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ନୂଆ ଭାରିଆଣ୍ଟ କେସ୍ ୧୭ଶହ ଛୁଇଁଛି । ମହାରାଷ୍ଟ୍ରରେ ଓମକ୍ରନ୍ କେସ୍ ପାଞ୍ଚ ଶହ ପାର କରିଛି । ସେଠାରୁ ସର୍ବାଧିକ ୫୧୦ ସଂକ୍ରମିତ ଚିହ୍ନଟ…

ଦେଶରେ ୧୫ଶହ ପାର କଲା ଓମିକ୍ରନ୍ କେସ୍

ନୂଆଦିଲ୍ଲୀ: ଦେଶରେ ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢି ଚାଲିଛି । ନୂଆ ଭାରିଆଣ୍ଟ କେସ୍ ୧୫ ଶହ ପାର କରିଛି । ସାରା ଦେଶରୁ ଚିହ୍ନଟ ହେଲେଣି ୧୫ଶହ ୨୫ ଓମିକ୍ରନ୍ ସଂକ୍ରମିତ । କେବଳ ମହାରାଷ୍ଟ୍ର ଓ ଦିଲ୍ଲୀରୁ ମୋଟ୍ ଆକ୍ରାନ୍ତଙ୍କ ଅଧାରୁ ଅଧିକ ବାହାରିଛନ୍ତି…

ଓମିକ୍ରନ୍ ଭୟ: ମୁମ୍ବାଇରେ ଆଜିଠୁ ୭ ତାରିଖ ଯାଏ ୧୪୪ ଧାରା

ମୁମ୍ବାଇ: ମହାରାଷ୍ଟ୍ରରେ ମାଡ଼ି ଚାଲିଛି ଓମିକ୍ରନ୍ । ସଂକ୍ରମଣ ପୁଣି ଥରେ ଉପରମୁହାଁ । ମୁମ୍ବାଇରେ ଦୈନିକ କେସ୍ ବଢୁଛି । ଆଗକୁ ନୂଆବର୍ଷ ଥିବାରୁ ଲୋକଙ୍କ ଭିଡ଼ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଆଜିଠାରୁ ଆସନ୍ତା ୭ ତାରିଖ ପର୍ୟ୍ୟନ୍ତ ୧୪୪ ଧାରା ଜାରି ହୋଇଛି ।…

ଦିଲ୍ଲୀରେ ୨୦୦ ଟପିଲା ଓମିକ୍ରନ୍ କେସ୍, ଦେଶରେ ୭୮୧ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ୨୧ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ସାରା ଦେଶରୁ ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଲେଣି ୭୮୧ ଜଣ । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ । ଦିଲ୍ଲୀରେ ମାଡ଼ି ଚାଲିଛି ଓମିକ୍ରନ୍ । ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ପାର କରିଛି । ବର୍ତ୍ତମାନ…

ମହାରାଷ୍ଟ୍ର ଓ ଦିଲ୍ଲୀରେ ମାଡୁଛି ଓମିକ୍ରନ୍, ଦେଶରେ ୬୫୩ କେସ୍

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ଓମିକ୍ରନ୍ । ୨୧ ରାଜ୍ୟରେ ପଶିଲାଣି କରୋନାର ନୂଆ ଭାରିଆଣ୍ଟ । ଦୈନିକ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ବାହାରିଛି ଆଉ ୭୫ ପଜିଟିଭ୍ । ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୫୩କୁ ବୃଦ୍ଧି ପାଇଛି । ଗତକାଲି ଏହି…

ଭାରତରେ ୨-୩ ସପ୍ତାହରେ ୧୦୦୦ ଛୁଇଁବ ଓମିକ୍ରନ୍ କେସ୍, ଦୁଇ ମାସରେ ୧୦ ଲକ୍ଷ ଟପିଯିବ !

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ କେସ୍ ବଢୁଛି । ୧୭ ରାଜ୍ୟରୁ ଚିହ୍ନଟ ହେଲେଣି ୪୧୫ ଆକ୍ରାନ୍ତ । ଆଗାମୀ ୨-୩ ସପ୍ତାହରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଛୁଇଁପାରେ । ପରବର୍ତ୍ତୀ ଦୁଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ହୋଇପାରେ । ଏଭଳି ଆଶଙ୍କା କରିଛନ୍ତି କେରଳର କୋଭିଡ୍…

ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫, ସୁସ୍ଥ ହେଲେଣି ୧୧୫

ନୂଆଦିଲ୍ଲୀ: ଦେଶରେ ମାଡୁଛି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ବଢଛି । ବର୍ତ୍ତମାନ ସୁଦ୍ଧା ୧୭ ରାଜ୍ୟରୁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦେଶରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା…

ଭାରତରେ ୨୦୦ ଛୁଇଁଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେଣି ୭୭

ନୂଆଦିଲ୍ଲୀ: ଭାରତରେ ମାଡୁଛି ଓମିକ୍ରନ୍ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆଜି ଦୁଇ ଶହ ପାର କରିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୨ ରାଜ୍ୟରୁ ଚିହ୍ନଟ ହୋଇଛି ନୂଆ ଭାରିଆଣ୍ଟ । ଦିଲ୍ଲୀରେ ଦ୍ରୁତ ବଢୁଛି ଓମିକ୍ରନ୍…