Latest Odisha News

BREAKING NEWS

Yearly Archives

2020

ଭାରତକୁ କିଏ ପଠାଇଲା ଗୁପ୍ତଚର ଶାଗୁଣା ?

ସୀତାପୁର: କିଛିଦିନ ପୂର୍ବରୁ ପାକିସ୍ତାନରୁ ଆସିଥିଲା ଏକ ପାରା, ଆଉ ଏବେ ଗୁପ୍ତଚର ଶାଗୁଣାର ପାଳି! ଉତ୍ତରପ୍ରଦେଶ ସୀତାପୁରର ଗ୍ରାମୀଣ ଅଞ୍ଚଳରେ ଧରା ପଡିଛି ଏକ ଶାଗୁଣା । ଶାଗୁଣାଟିର ପକ୍ଷୀରେ ଲାଗିଛି ଏକ କ୍ୟାମେରା ଓ ବାରକୋର୍ଡ। ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଏକ ଭିଡ଼ିଓ । ହେଲେ…

କରୋନା ତାଣ୍ଡବ: ଭାରତରେ ୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଗାଁରେ ନାହିଁ ନଳକୂପ: ପାଣି ଟୋପେ ପାଇଁ ଲାଗିଛି ଲମ୍ବା ଲାଇନ

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବାଙ୍ଗରା ନୂଆକୂଳ ଯେନା ସାହିରେ ଦେଖାଦେଇଛି ଜଳକଷ୍ଟ ସମସ୍ୟା । ଗାଁରେ ଥିବା ସରକାରୀ ନଳକୂପ ଅଚଳ ହୋଇ ବର୍ଷ ବର୍ଷ ଧରି ପଡିରହିଛି । ପାଖ ଗାଁରୁ ଆସିଥିବା ପାଇପ ଜଳ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଭୋଗୁ ଥିବାରୁ…

ସ୍ଥଳଭାଗ ମୁଁହା ‘ନିସର୍ଗ’ : ଆଜି ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ନୂଆଦିଲ୍ଲୀ: ସ୍ଥଳ ଭାଗ ମୁଁହା ସାମୁଦ୍ରିକ ଝଡ଼ 'ନିସର୍ଗ' । ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ମହାରାଷ୍ଟ୍ର ଉପକୂଳ ଆଡ଼କୁ 'ନିସର୍ଗ' ମୁହାଁଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ସାମୁଦ୍ରିକ ବାତ୍ୟା ଆଲିବାଗ ଠାରୁ…

ଅନ୍ଧବିଶ୍ୱାସ: କରୋନା ରୋକିବା ପାଇଁ ପୂଜାର୍ଚ୍ଚନା

ପାଟଣା: ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ । ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ କିଛି ଲୋକ ଆଜିବି ଅନ୍ଧବିଶ୍ୱାସକୁ ସହାରା କରି ବଞ୍ଚି ରହିଛନ୍ତି। ସାରା ବିଶ୍ଵରେ କରୋନା ସଙ୍କଟ । ଏହାକୁ ରୋକିବା ପାଇଁ ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ ରାତିଦିନ ଏକ କରିଦେଇଥିଲେ ସୁଦ୍ଧା ଏଯାଏଁ ସଫଳତା ପାଇ…

ଆଜି ମହାପ୍ରଭୁଙ୍କ ଚମ୍ପକ ଦ୍ଵାଦଶୀ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ମହାପ୍ରଭୁଙ୍କ ଚମ୍ପକ ଦ୍ୱାଦଶୀ ନୀତି ।ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ବିଧି ଅନୁସାରେ ସମସ୍ତ ନୀତିକୁ ସମ୍ପାଦନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ମହାପ୍ରଭୁଙ୍କ ଚମ୍ପକ ଦ୍ୱାଦଶୀ ଅବସରରେ…

ପ୍ରବଳ ବର୍ଷା ସମ୍ଭାବନା; ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର:ଓଡ଼ିଶାର ଉତ୍ତର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗର…

ଲକଡାଉନ କଷ୍ଟ: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୯୮ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ ଯୋଗୁଁ ଅନେକ ଲୋକ ବାହାର ରାଜ୍ୟରେ ରହିଯାଇଥିଲେ । ଅନ୍ତରାଜ୍ୟ ଗାଡି ଚଳାଚଳ ବନ୍ଦ ହେବା ପରେ ପ୍ରବାସୀ ମାନେ ଘରକୁ ଫେରିବା ପାଇଁ ଚାଲିବା ବାଟକୁ ଆପଣେଇ ନେଇଥିଲେ । ଏହାପରେ ପ୍ରବସୀଙ୍କ କଷ୍ଟକୁ ଅନୁଭବ କରି ବିଭିନ୍ନ ରାଜ୍ୟର ସରକାର ନିଜ ନିଜ ରାଜ୍ୟର ଲୋକଙ୍କ…

ଦେଶରେ କରୋନା ସୁସ୍ଥତା ହାରରେ ଓଡ଼ିଶା ଆଗୁଆ !

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ବଢିଚାଲିଛି କରୋନା ଆରୋଗ୍ୟଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟାଙ୍କୁ ଟପି ଯାଇଛି ସୁସ୍ଥତା ହାରକୁ । ଏହାର ଅର୍ଥ ରାଜ୍ୟରେ କରୋନା ସକ୍ରିୟ ମାମଲା ଠାରୁ ଅଧିକ ରହିଛି କରୋନା ଆରୋଗ୍ୟ ହାର ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩-୬-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ୨୦୨୦ ମସିହା ଜୁନ୍ ୩ ରିଖ ବୁଧବାର ବୃଷ ୨୧ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ସ୍ୱାତୀ ନକ୍ଷତ୍ର ତୁଳା ଚନ୍ଦ୍ର   ଘାତ ବାର-: କର୍କଟ  ରାଶିର ଆଜି:   ପୋଇ ଓ ବାଇଗଣ   ଖାଇବା ନିଷେଧ    ମେଷ…