Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୦-୦୫-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା ୩୦ ରିଖ ଶନିବାର ବୃଷ ୧୭ ଦିନ ଜ୍ଯେଷ୍ଠ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର  ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-:  କର୍କଟ ଓ ମକର ରାଶି…

ନୂଆପଡ଼ା ଜିଲ୍ଲାରେ ୧୨ ନୂଆ କରୋନା ପଜିଟିଭ୍ ଚିହ୍ନଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଶୁକ୍ରବାର ଦିନ ୧୨ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟ ରାଜ୍ୟରୁ ଫେରିବା ପରେ ଏହି ୧୨ ଜଣ ବ୍ୟକ୍ତି ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟର ଆଇସୋଲେସନରେ ରହିଥିଲେ । ଏନେଇ ସୂଚନା ପ୍ରଦାନ କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ । ଅଧିକ ପଢନ୍ତୁ:…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ରାଜ୍ୟ ପାଲାକାରମାନଙ୍କ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ଭୁବନେଶ୍ୱର: ରାଜ୍ୟ ଲୋକସେବା ଭବନ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ରାଜ୍ୟ ପାଲାଗାୟକ ପରିଷଦର ସଭାପତି ମଦନ ମୋହନ ଜେନା, ପରିଷଦର ନିର୍ଦ୍ଦେଶକ ଅମୀୟ କୁମାର ପଟ୍ଟନାୟକ ଏବଂ ରାଜ୍ୟ ପାଲା କଲ୍ୟାଣ ପାଣ୍ଠିର…

କରୋନା ଲଢେଇ: ବନ୍ଦେ ଉତ୍କଳ ଜନନୀ ଗାଇବେ ଦେଶବିଦେଶର ସବୁ ଓଡ଼ିଆ

ଭୁବନେଶ୍ୱର: କରୋନା ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ପ୍ରଦର୍ଶନ କରିବା ପୂର୍ବକ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାନ କରିବାକୁ ଦେଶ ବିଦେଶରେ ଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । It has been two months since #Odisha started…

ଦିଲ୍ଲୀରେ ଭୂକମ୍ପ : ରିକ୍ଟର୍ ସ୍କେଲ ତୀବ୍ରତା ୪.୬

ନୂଆଦିଲ୍ଲୀ: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତି ୯ଟା ୧୦ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର୍ ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୬ ରହିଥିବାର ସୂଚନା ମିଳିଛି । ନ୍ୟାସନାଲ୍ ସେଣ୍ଟର୍ ଫର୍ ସିସମୋଲୋଜି ପକ୍ଷରୁ ଏନେଇ ସୂଚନାଦେଇ କୁହାଯାଇଛି ଯେ, ଏହି ଭୂମିକମ୍ପ ଗଭୀରତା ୩.୩…

ଅଗଷ୍ଟ ୬ରେ ଅନୁଷ୍ଠିତ ହେବ ବିଟସାଟ ୨୦୨୦ ପରୀକ୍ଷା

ନୂଆଦିଲ୍ଲୀ  ଆସନ୍ତା ଅଗଷ୍ଟ ୬ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବିରଲା ଇନଷ୍ଟିଟିୟୁଟ ଟେକ୍ନୋଲୋଜି ଆଣ୍ଡ ସାଇନ୍ସର ଆଡମିସନ ପରୀକ୍ଷା । ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ବିଟ୍‌ସ ପିଲାନୀ, ଗୋଆ ତଥା ହାଇଦେରାବାଦ କ୍ୟାମ୍ପସ ରେ ଆଡମିସନର ସୁଯୋଗ ପାଇପାରିବେ । ଅନଲାଇନ…

ଜୁନ ୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନଲାଇନ ଆଡମିସନ ଆରମ୍ଭ; ଅଗଷ୍ଟ ୧୧ରେ ପ୍ରକାଶ ପାଇବ ପ୍ରଥମ କଟ୍‌-ଅଫ୍ ତାଲିକା

ନୂଆଦିଲ୍ଲୀ: ସ୍ନାତକୋତ୍ତର ପାଠ୍ୟକ୍ରମ ଆଡମିସନ ନିମନ୍ତେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁସୂଚୀ ପ୍ରକାଶ ପାଇଛି । ଏହି ଅଧିସୂଚନା ଅନୁଯାୟୀ ଆସନ୍ତା ଜୁନ ୮ ତାରିଖ ସକାଳ ୧୦ରୁ ଅନ୍‌ଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଅଧିକ ପଢନ୍ତୁ: ଜୁଲାଇ ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ପଞ୍ଜାବ…

ଲୋକପ୍ରିୟ ଜ୍ୟୋତିଷ ବେଜାନ ଦାରୁୱାଲାଙ୍କ କରୋନାରେ ମୃତ୍ୟୁ

ଅହମ୍ମଦାବାଦ: ଲୋକପ୍ରିୟ ଜ୍ୟୋତିଷ ବେଜାନ ଦାରୁୱାଲାଙ୍କର ୮୮ ବର୍ଷରେ ଦେହାନ୍ତ ହୋଇଛି । ଅହମ୍ମଦାବାଦର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି । କିଛି ଦିନ ତଳେ ସେ କରୋନା ପଜିଟିଭ୍ ଚିହ୍ନଟ…

ଚୀନକୁ ନେଇ ମୋଦି ଭଲ ମୁଡ଼ରେ ନାହାଁନ୍ତି: ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ହେଉଥିବା ସୀମା ବିବାଦ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଲ ମୁଡରେ ନାହାଁନ୍ତି। “ସେମାନେ ମୋତେ ପସନ୍ଦ କରନ୍ତି। ମୁଁ ମୋଦୀଙ୍କୁ ବହୁତ ଆଦର ଓ…

କୋଭିଡ୍-୧୯ ଆଣ୍ଟି ଭାଇରାଲ ଗବେଷଣା କରିବ ଆଇଆଇଟି ରୁର୍କି; ମିଳିଲା ସବୁଜ ସଂକେତ !

ଡେହେରାଡୁନ: କରୋନା ଚିକିତ୍ସା ଉପଯୋଗୀ ଆଣ୍ଟି ଭାଇରାଲ ର ଅନୁସନ୍ଧାନ ଖୁବ ଶିଘ୍ର ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି(ଆଇଆଇଟି) ରୁର୍କି ଠାରେ ଆରମ୍ଭ ହେବାକୁ ଯାଉଛି । ସାଇନ୍ସ ଏବଂ ଇଞ୍ଜିନିୟରିଂ ରିସର୍ଚ ବୋର୍ଡ ତରଫରୁ ବାୟୋ ଟେକ୍ନୋଲୋଜି ବିଭାଗର ପ୍ରୋଫେସର ପ୍ରଭିନ୍ଦ୍ର କୁମାର ଙ୍କ…